Demo ଦେଖେଇଲା ଗୋବିନ୍ଦ କିଭଳି ମାରି ପୋଡି ପୋତିଥିଲା Gobinda । ଦେଖ କେମିତି କହୁଛି ଗୋବିନ୍ଦ । Watch Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମମିତା ଙ୍କୁ କେମିତି ପୋଡ଼ିଲା ଓ ପୋତିଲା ଦେଖାଇଲା ଗୋବିନ୍ଦ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯନ୍ତ ପଢିବା ଓ ଶେଷରେ Video ଦେଖିବା ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆଜିକାଲି ସମାଜରେ ଅ-ନୈ-ତି-କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି । କଳାହାଣ୍ଡି ମାହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ଙ୍କ ମ-ର-ଣ ନେଇ ତେଜିଛି ରାଜନୀତି । ଏହି ଘଟଣାର ର-ହ-ସ୍ୟ ବର୍ତ୍ତମାନ ସାମ୍ନା କୁ ଆସିବାରେ ଲାଗିଛି । ଏହି ଘଟଣା ର ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ଙ୍କୁ ଆରକ୍ଷୀ ଅଧିକାରୀ ଜେରା କରିବା ପରେ ସତ ସାମ୍ନା କୁ ଆସିଛି । ଦୀର୍ଘ ସମୟ ଜେରା ପରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମମୀତା ଙ୍କୁ ମା-ରି-ଥି-ବା ନେଇ ସତ ମାନିଲା ଗୋବିନ୍ଦ ସାହୁ । ଭବାନୀପାଟଣା ରୁ ଫେରିବା ସମୟରେ ଘଟିଥିଲା ଏହି ଘଟଣା । ଏହି ଘଟଣା ଟି କାର ଭିତରେ ଏକାଧିକ ବ୍ୟକ୍ତି ମିଶି ମାରିଥିବର ତଥ୍ୟ ଜଣାପଡିଛି । 

ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର, ଯାହାଙ୍କୁ ମ-ରା ଯାଇଛି ତାଙ୍କ ନାମ ଥିଲା ମମିତା ମେହେର। ସେ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଥିଲେ। ସେହି ସ୍କୁଲରେ ଏପରି କିଛି ଖ-ରା-ପ କାମ ହେଉଥିଲା, ଯାହା ସମ୍ପର୍କରେ ମମିତାଙ୍କ ପାଖରେ ଖବର ଥିଲା ଏବଂ ମମିତା ସେହି ସବୁ ସମ୍ପର୍କରେ ଜାଣିଥିଲେ। ଏହାକୁ ନେଇ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁ-ଲା-ସା କରିଥିଲେ ମମିତା। ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ କ-ଳା-କା-ର-ନା-ମା ର ସମସ୍ତ ଖବର ଥିଲା ମମିତାଙ୍କ ପାଖରେ ଏବଂ ତାହାର ଖୁ-ଲା-ସା କରିବା ପାଇଁ ସ୍କୁଲର ପ୍ରିନ୍ସିପାଲ୍ ତାଙ୍କୁ କହିଥିଲେ। ତେବେ ନିଜର କ-ଳା-କା-ର-ନା-ମା ର ଖୁ-ଲା-ସା ହେବା ଡ-ରରେ ମମିତାଙ୍କୁ ମା-ରି ନିଜ ରାସ୍ତାରୁ ହଟାଇ ଦେଇଥିଲା ଗୋବିନ୍ଦ ସାହୁ। 

ଆଇନ୍ ଶୃଙ୍ଖଳା କାରଣ ରୁ ବଲାଙ୍ଗୀର ଆରକ୍ଷୀ ଅଧିକାରୀ ଗୋବିନ୍ଦ ସାହୁ ଙ୍କୁ  ଘଟଣା ସ୍ଥଳ କୁ ନେଇ  ସିନ ରିକ୍ରିଏସନ୍ କରା ଯାଇଛି । ସମୟ ୪ ଟା ରୁ ୫.୦ ଭିତରେ ତାର ଅ-ପ-ରା-ଧ ର କା-ର-ନା-ମା ଦେଖାଇ ଥିଲା ଗୋବିନ୍ଦ । କିଭଳି ମା-ରି ତାକୁ ପୋ-ତି ଥିଲା ଓ ଜା-ଳି ଦେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଗୋବିନ୍ଦା ଙ୍କୁ ଅଣା ଯାଇ ନାହି । ଅନୁମାନ କରା ଯାଇଛି ଯେ ରାସ୍ତା ର କୌଣସି ଥା-ନା ରେ ରଖା ଯାଇଛି ଗୋବିନ୍ଦା ଙ୍କୁ । ଆଉ କିଛି ହୋଇ ପରେ ସିନ ରୀକ୍ରିଏସନ୍। 

ଦୁଇ ଦିନ ଜେରା ପରେ ଆରକ୍ଷୀ ଅଧିକାରୀ ହାତ ରେ ଅନେକ ତଥ୍ୟ ଲାଗିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସେହି ସମାନ ଆରକ୍ଷୀ ଅଧିକାରୀ ଚାରି ଦିନ ଧରି କିଛି ବି ତଥ୍ୟ ବାହାର କରି ପାରୁ ନ ଥିଲା ମାତ୍ର ଦୁଇ ଦିନ ରେ କିପରି ସବୁ ତ-ଥ୍ୟ ମିଳିଲା । ଯେଉଁ ସ୍କୁଲ୍ ରେ ଏତେ ତଥ୍ୟ ଲୁଚି ରହିଥିଲା ସିକ୍ରେଟ  ରୁମ୍ ଥିଲା ତାକୁ କିପରି ଜାଣି ପାରୁ ନ ଥିଲେ ସେହି  ସ୍କୁଲ୍ କୁ ଯାଇ ୫ ମିନିଟ୍ ରେ କିପରି ସିକ୍ରେଟ ରୁମ୍ କୁ ଜାଣି ପାରିଲେ । ତେବେ ଅନେକ ଗୁ-ମ-ର ଫିଟିଛି ଏହି ଘଟଣା ଆଗାମୀ ସମୟ ରେ କଣ ମିଳିବ ତଥ୍ୟ ତାହା ଜଣା ପଡ଼ିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *