ଫୁଣି ଅନୁଭବ ଜାରି କଲେ ଆଉ ଏକ ଭିଡିଓ | ଖୋଲିଦେଲେ ବର୍ଷାଙ୍କ ଅସଲ ଚେହେରା | ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶା-ରୀରିକ ସଂ-ପ-ର୍କ ରଖିବାକୁ ମନା କରିଥିଲେ ବର୍ଷା । ପୁଣି ଆଉ ଏକ ଭିଡ଼ିଓ ଜାରି କରି ଏପରି କହିଲେ ଅନୁଭବ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଆଉ ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି । ନିଜର ୟୁଟ୍ୟୁବ୍‌ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଛନ୍ତି । ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି । ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି । 

 

ଏଥିରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି । ଯେଉଁଥିପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି । ତେବେ ଶନିବାର ଜାରି ହୋଇଥିବା ଏହି ଭିଡିଓଟିରେ ଅନୁଭବ କହିଛନ୍ତି ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନଥିଲେ । କିମ୍ବା ପିତା ହେବାର ସୁଯୋଗ ମଧ୍ୟ ଦେଇ ନାହାଁନ୍ତି । ତେଣୁ ସେ ବାଧ୍ୟ ହୋଇ ଛାଡ଼ପତ୍ର ଆବେଦନ କରିଥିଲେ । 

 

ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ‌କି ବିବାହ ପରେ ବର୍ଷା ତାଙ୍କ ସହ ‘ଶା-ରୀ-ରିକ ସଂପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ । ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶା-ରୀ-ରିକ ସଂପର୍କ ଅତ୍ୟନ୍ତ ପବିତ୍ର । ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରିନାହାନ୍ତି । ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି .ଆସିଛନ୍ତି । ପ୍ରଥମେ ସେ ଆମେରିକା ଗଲେ ଶାରୀରିକ ସମ୍ପର୍କ ରଖିବେ ବୋଲି କହିଥିଲେ ହେଲେ ସେଠାରେ ମଧ୍ୟ ବହନା କରି ପରେ ଓହରି ଯାଇଥିଲେ । 

 

ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି । ସେ ନିଜକୁ ‘ମ୍ୟାରେଡ ବ୍ୟଚେଲର’ ବୋଲି କହିଛନ୍ତି । ଏମିତି ସେ ନିଜକୁ ଆଉ ନ ରଖିପାରି ସେ ଡିଭୋସ ଦେବା କଥା ମଧ୍ୟ ଏହି ଭିଡ଼ିଓ ରେ କହିଛନ୍ତି ସେ କହିଛନ୍ତି, ଗୋଟିଏ ରୁମ ରେ ଗୋଟିଏ ବେଡ଼ ରେ ସେ ନିଜକୁ କିପରି ଅଟୋକାଇପାରିବେ, ବିବାହ ର ଏତେ ବର୍ଷ ପରେ ମୁଁ ଆଜି ବି ସେତିକି ଭଲ ପାଉଛି ଯେତିକି ଆଗରୁ ପାଉଥିଲି|ଅନ୍ୟପକ୍ଷରେ ଅନୁଭବ ଦାବି କରିଛନ୍ତି ଯେ କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି । ଭିଡିଓରେ ଅନୁଭବ ‘ସତ’ କହୁଥିବା ଦାବି କରିଛନ୍ତି ଓ ସେ ତାଙ୍କୁ ନ୍ୟାୟ ମିଳୁ ଓ ସତ୍ୟର ଜୟ ହେଉ ବୋଲି କହିଥିବା ଦେଖିବାକୁ ମିଳୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *