ଫେରିଲା କରୋନା ପୁଣି ଲକଡାଉନ ! କାମ କରୁନି ସତ ପ୍ରତିଶତ ଟୀକା…ଆରମ୍ଭ Lockdown…

 

ବର୍ତ୍ତମାନ ସମୟ ରେ କରୋନା ମ-ହା-ମା-ରୀ କୁ ନେଇ ଏକ ଚା-ଞ୍ଚ-ଲ୍ୟ କର ଖବର ସାମ୍ନା କୁ ଆସିଛି । ବର୍ତ୍ତମାନ ପୁଣି କରୋନା ର ସଂଖ୍ୟା ସବୁ ସ୍ଥାନ ରେ ଧୀରେ ଧୀରେ ବୃ-ଦ୍ଧି ପାଇବାରେ ଲାଗିଛି । ଏହି କରୋନାର ଉତ୍ପତ୍ତିସ୍ଥଳ ହେଉଛି ଚୀନ । ବର୍ତ୍ତମାନ ଖବର ରୁ ଏହା ଜଣା ପଡ଼ିଛି ଯେ ବର୍ତ୍ତମାନ  ପୁଣି ଫେରିଛି କରୋନା ମ-ହା-ମା-ରୀ । ଫୁଣି ହେବ ଲକଡାଉନ ।

 

ଏପରି ହ-ଠା-ତ୍ ସଂ-କ୍ର-ମ-ଣ  ବୃଦ୍ଧି ପାଇବା କାରଣ ରୁ ଲୋକ ମାନଙ୍କ ମନ ରେ ତୃତୀୟ ଲହର ର ଭ-ୟ ସୃଷ୍ଟି ହୋଇ ଗଲାଣି । ବର୍ତ୍ତମାନ ସମୟ ରେ ଦେଶ ରେ  କରୋନା ସଂ-କ୍ର-ମ-ଣ ପୁଣିଥରେ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଏହା ଦେଶ ବାସୀଙ୍କ ପାଇଁ ପୁଣି ମୁଣ୍ଡ ବ୍ୟଥା ବଢିଛି ।  କରୋନା ସଂ-କ୍ର-ମ-ଣ ବଢୁଥିବା କାରଣ ରୁ ବର୍ତ୍ତମାନ  ଚୀନ ସରକାର ବିଭିନ୍ନ ସତର୍କ ମୂଳକ ପଦକ୍ଷେପ ଲାଗୁ କରିଛନ୍ତି ।  ତାଲାବନ୍ଦର ପରିସ୍ଥିତି ଦେଶରେ ପୁଣି ଫେରି ଆସିଛି ।

 

ବଢୁଥିବା ସଂ-କ୍ର-ମ-ଣ କୁ ନଜର ରେ ବର୍ତ୍ତମାନ ସମୟ ରେ ଫ୍ଲାଇଟ୍ ସବୁ ର-ଦ୍ଦ କରା ଯାଇଛି ଏବଂ ଏହା ସହ ମଧ୍ୟ ପୁଣି ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ମାନଙ୍କୁ ବ-ନ୍ଦ କରି ଦିଆ ଯାଇଛି ।ବର୍ତ୍ତମାନ   ଚୀନର ଉତ୍ତର ଏବଂ ଉତ୍ତର ପଶ୍ଚିମ ସହର ମାନଂକ ରେ କରୋନା ସଂ-କ୍ର-ମ-ଣ ବ୍ୟାପିବାରେ ଲାଗିଛି , ଯାହା ଫଳରେ ବର୍ତ୍ତମାନ ଚୀନର କେତେକ ସ୍ଥାନରେ ଲକ-ଡାଉନ୍ ଏବଂ  ସଟ୍‌ଡାଉନ୍ କରି ଦିଆ ଯାଇଛି ଏବଂ ଏଭଳି ଅନେକ କଟକଣା ଲାଗୁ କରାଯାଇଛି  । ଚୀନର କିଛି ଅଞ୍ଚଳରେ ସ୍ଥା-ନୀ-ୟ ଲୋକ ମାନଙ୍କୁ ଘରୁ ନ ବାହାରିବାକୁ ନିୟମ ଲାଗୁ କରାଯାଇଛି । ଯେଉଁମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବେ ସେମାନେ ଘରୁ ବାହାରି ପାରିବେ ।

 

ବର୍ତ୍ତମାନ ସମୟ ରେ ବାହାରୁ ଆସିଥିବା କିଛି ଯାତ୍ରୀ ମାନଙ୍କ ପାଇଁ ସଂ-କ୍ର-ମ-ଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଲାଣି  ଏବଂ ଏହା ପାଇଁ 

 ପ୍ରଶାସନ ବିଭାଗ କୁ ଦାୟୀ କରା ଯାଇଛି । ଏଥି ପାଇଁ ବର୍ତ୍ତମାନ ପସାଶନ ବିଭାଗ ପକ୍ଷ ରୁ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ବର୍ତ୍ତମାନ ପୁଣି ଥରେ ଖୋଲା ଯାଇଥିବା ଅନେକ ଗୁଡ଼ିଏ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏହା ସହିତ ଅନେକ ମନୋରଞ୍ଜନ ହେଉଥିବା ସ୍ଥାନ ମାନଙ୍କ ରେ ଭିଡ଼ ନ କରିବା ପ୍ରତି କଟକଣା ଲାଗୁ କରା ଗଲାଣି । ବର୍ତ୍ତମାନ ପୁଣି ସାରା ବିଶ୍ୱ କୁ ତୃତୀୟ ଲହର ଭ-ୟ ଦେଖା ଦେଲାଣି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *