ଓଡ଼ିଆ ସଙ୍ଗୀତକାର Guduli Rath ଙ୍କୁ ନେଇ ଏବେ ଏବେ ଆସିଛି ବଡ ଦୁଃଖଦ ଖବର । ଓଡ଼ିଆ ସିନେ ଜଗତରେ ହାହାକାର…

ବର୍ତ୍ତମାନ ର ଦୁନିଆ ରେ ମଣିଷ ଜୀବନ ଉପରେ କିଛି ବି ଗ୍ୟା-ରେ-ଣ୍ଟି ନାହିଁ ,ମଣିଷ କୁ କେତେବେଳେ କେଉଁ ରୋଗ ହ-ଠା-ତ ମାଡି ବସୁଛି ତାହା କାହାକୁ ବି ଜଣା ନାହିଁ ।  ବର୍ତ୍ତମାନ ରୋଗ ଗୁଡ଼ିକ ଏପରି ହ-ଠା-ତ୍ ହେଇ ଯାଉଛି ଯେ ସେ ବିଷୟ ରେ କେହି ବି ଜାଣି ପାରୁ ନାହାନ୍ତି ।ଏକ ଠିକ୍ ଠାକ୍ ଥିବା ବ୍ୟକ୍ତିର ହ-ଠା-ତ୍ ହୃ-ଦ-ଘା-ତ ହେଇଯାଉଛି ତ ଆଉ କେତେବେଳେ ଆଉ କେଉଁ କେଉଁ ରୋଗ ହେଇ ଯାଉଛି । 

 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ  ଓଡ଼ିଶା ର ଏକ ଜଣା ଶୁଣା କ-ଣ୍ଠ-ଶି-ଳ୍ପୀ ତଥା ସଙ୍ଗୀତ ନି-ର୍ଦ୍ଦେ-ଶକ ଗୁଡଲି ରଥ ଙ୍କୁ ବେଶ୍ ଭଲ ଭାବରେ  ଜାଣିଥିବେ । ଓଡ଼ିଶା ର ସେହି ଜଣା ଶୁଣା କ-ଣ୍ଠଶି-ଳ୍ପୀ ଗୁଡଲି ରଥ ଙ୍କ କଣ ହୋଇଛି ଯେ ସେ ବର୍ତ୍ତମାନ ଏକ ହଷ୍ଟପିଟାଲ ରେ ଭ-ର୍ତ୍ତି ହୋଇଛନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ ।

 

ବର୍ତ୍ତମାନ ସମୟ ରେ ଏହି ଦୁଃ-ଖ-ଦ ଖବର ଟି ସା-ମ୍ନା କୁ ଆସିଛି ଯେ ଓଲିଉଡ ଜଗତର ଏକ କ-ଣ୍ଠଶି-ଳ୍ପୀ ତଥା ଏକ ସଙ୍ଗୀତ ନି-ର୍ଦ୍ଦେ-ଶକ ଗୁଡଲି ରଥ ଙ୍କ ଶରୀର ଏହି ବୁଧ ବାର ଦିନ ହ-ଠା-ତ୍ ଅ-ସୁ-ସ୍ଥ ହୋଇ ଯାଇଛି । ବୁଧ ବାର ଦିନ ତାଙ୍କ ଛାତିରେ ହ-ଠା-ତ୍ ଯ-ନ୍ତ୍ର-ଣା ଅନୁଭବ ହୋଇଥିବାର ଖବର ଆସୁଛି ।

 

 ଗୁଡଲି ରଥଙ୍କୁ ହୃଦଘାତ ହୋଇଛି ବୋଲି ସୂଚନା ରୁ ଜଣାପଡିଛି । ଏହା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭ-ର୍ତ୍ତି ହୋଇଥିଲେ ଏବଂ ବର୍ତ୍ତମାନ ସେଠାରେ ତାଙ୍କର ଚି-କି-ତ୍ସା କରା ଯାଉଛି । ଏହି ଖବର ପାଇ ସାରା ଓଡ଼ିଶା ବାସୀ ତାଙ୍କ ପାଇଁ ଦୁଃ-ଖି-ତ ହୋଇଛନ୍ତି ।

 

 

ବର୍ତ୍ତମାନ  ସମୟ ରେ ଗୁଡଲି ଏକ ସ୍ଵ-ତ-ନ୍ତ୍ର କୋଠରୀରେ ରହିଛନ୍ତି ଯେଉଁଠାରେ କି ତାଙ୍କର ସ୍ଵ-ତ-ନ୍ତ୍ର ଯତ୍ନ ନିଆଯାଉଥିବା ର ଜଣାପଡିଛି । କ-ଣ୍ଠଶି-ଳ୍ପୀ ଗୁଡଲି ରଥ ଜଲଦି ସୁ-ସ୍ଥ ହୋଇ ଘରକୁ ଫେରି ଆସନ୍ତୁ , ଏହା ହିଁ ଭଗବାନଙ୍କ ପାଖରେ ଆମେ ପ୍ରାର୍ଥନା ରହିଛି ସମସ୍ତଙ୍କର ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *