ବଲିଉଡ୍ ରେ ଏମିତି ଅନେକ ଗୁଡ଼ିଏ ଫିଲ୍ମ ଆସିଥାଏ ,ଯାହାର କାହାଣୀ ଗୁଡିକ ଲୋକ ମାନଙ୍କୁ ଏତେ ଅଧିକ ପସନ୍ଦ ଆସିଥାଏ ଯେ ସେମାନେ ସେହି ଫିଲ୍ମ କୁ ବାରମ୍ବାର ଦେଖିବାକୁ ପସନ୍ଦ କରିଥାନ୍ତି। ତେବେ ବର୍ତ୍ତମାନ ସମୟ ରେ ସେହିପରି ଏକ ଆଇକନିକ୍ ଫିଲ୍ମ ବଲିଉଡ୍ ରେ ପ୍ରସ୍ତୁତି ଚାଲିଛି ,ତେବେ ସେହି ଫିଲ୍ମ ଟି ର ନାମ ହେଉଛି “ରାମାୟଣ ” , ଯାହାକି ଏବେ ବେଶ୍ ଚର୍ଚ୍ଚା ରେ ରହିଛି ।
ଖାଲି ଏତିକି ନୁହେଁ ଏହି ଫିଲ୍ମ ପାଇଁ ଷ୍ଟାର୍ କାଷ୍ଟ ବି ଫାଇନାଲ୍ ହେବାର ଅଛି ।ସୂତ୍ର ରୁ ଏହା ଜଣା ପଡ଼ିଛି ଯେ ,ଏହି ଫିଲ୍ମର ବଜେଟ୍ ପ୍ରାୟ ୭୫୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି, ଏହି ଫିଲ୍ମ ଟି କୁ ମଧ୍ୟ ୩ଡି ଫ-ର୍ମା-ଟ ରେ ତିଆରି କରାଯିବ , ଏହି କାରଣରୁ ଫିଲ୍ମ ଟି ଅଧିକ ଅଧିକ ଲୋକପ୍ରିୟତା ପାଇ ପାରିବ ବୋଲି ଆଶା କରାଯାଉଛି ।
ମିଳିଥିବା ଖବର ଅନୁଯାୟୀ ପ୍ରସ୍ତୁତ ହେଉଥିବା ରାମାୟଣ ଫିଲ୍ମ ରେ ରାମ ଙ୍କ ଭୁମିକା ରେ ଦେଖିବାକୁ ମିଳିବେ ରଣବୀର କାପୁର , ଏହି ଭୂମିକା ପାଇଁ ରଣବୀର ଙ୍କୁ ଦିଆଯିବ ୭୫ କୋଟି ଟଙ୍କା । ରାବଣ ଭୁମିକା ରେ ଦେଖିବାକୁ ମିଳିବେ ହ୍ରିତିକ୍ ରୋଶନ ଯାହାକି ଫାଇନାଲ୍ ହୋଇ ସାରିଛି ।
ହ୍ରିତିକ୍ ରୋଶନ ଙ୍କୁ ଏହି ଭୁମିକା କୁ ନିଭାଇବା ପାଇଁ ଦିଆଯିବ ମୋଟା ଧନରାଶୀ , ଏହି ଫିଲ୍ମ ପାଇଁ ହ୍ରିତିକ୍ ରୋଶନଙ୍କୁ ୭୫ କୋଟି ଟଙ୍କା ଦିଆଯିବ ।ଏହି ଫିଲ୍ମ ରେ ରଣବୀର୍ କାପୁର ଭଗବାନ ରାମଙ୍କ ଭୁମିକାରେ ଓ ରାବଣ ଭୁମିକାରେ ନଜର ଆସିବେ ହ୍ରିତିକ୍ ରୋଶନ । ଏହି ଫିଲ୍ମ୍ ପାଇଁ ଏହି ଦୁଇ କଳାକାର ଙ୍କୁ ୭୫-୭୫ କୋଟି ଟଙ୍କା ଦିଆଯିବ ।
ଏହି ଫିଲ୍ମରେ ମାତା ସୀତା ଙ୍କ ଭୁମିକା ରେ ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଦିପିକା ପାଦୁକୋଣ କିମ୍ବା କଙ୍ଗନା ରାଣାୱତ ନଜର ଆସି ପାରନ୍ତି , ସୀତା ଙ୍କ ଭୂମିକା ପାଇଁ କାହାକୁ ଚୟନ କରାଯିବ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଫାଇନାଲ୍ ହୋଇ ନାହିଁ । ଏହି ଫିଲ୍ମ କୁ ବନାଇବାରେ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ବଡ ବଡ ଏ-କ୍ସ-ପ-ର୍ଟ ମାନେ ଭାବୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।