ସ୍କୁଲ ପିଲାଙ୍କ ପାଇଁ କଂଗ୍ରେସ ର ବଡ଼ ଘୋଷଣା । ଏହି ଝିଅ ମାନଙ୍କୁ ମାଗଣା ସ୍କୁଟି ଓ ସ୍ମାର୍ଟ ଫୋନ ଦେବ କଂଗ୍ରେସ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସ୍କୁଲ ପିଲାଙ୍କ ପାଇଁ ନବୀନ ଙ୍କ ବଡ଼ ଘୋଷଣା। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆସନ୍ତା ବିଧାନସଭା ଇ-ଲେ-କ୍ସ-ନ ରେ କଂ-ଗ୍ରେ-ସ କ୍ଷମତା କୁ ଆସିଲେ ସେ ପାଠ ପଢୁଆ ଝିଅ ମାନଂଙ୍କୁ ମାଗଣା ରେ ମାଗଣା ସ୍ମାର୍ଟ ଫୋନ୍ ଏବଂ ଇଲେକ୍ଟ୍ରିକ ସ୍କୁଟି ଯୋଗାଇ ଦେବ ବୋଲି ଏକ ବଡ ଘୋଷଣା କରିଛି ।ଏ ନେଇ ନିଜର ଟ୍ୱିଟର ମାଧ୍ୟମ ରେ ଟ୍ୱିଟ କରି ଜଣାଇ ଛନ୍ତି କଂ-ଗ୍ରେ-ସ ର ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ସେ ଏହା ଟ୍ୱିଟ କରି ଜଣାଇ ଛନ୍ତି ଯେ ଯଦି ଦଳ କ୍ଷମତା କୁ ଫେରେ ତାହେଲେ ଉତ୍ତର ପ୍ରଦେଶର ସମସ୍ତ ଦ୍ଵାଦଶ ପାସ୍ ଛାତ୍ର ଛାତ୍ରୀ ଙ୍କୁ  ମାଗଣା ସ୍ମାର୍ଟ ଫୋନ୍ ଏବଂ ସମସ୍ତ ସ୍ନା-ତ-କ ପାସ ଝିଅ ମାନଙ୍କୁ ଇଲେକ୍ଟ୍ରିକ ସ୍କୁଟି ଦିଆ ଯିବ ।

 

ପ୍ରିୟଙ୍କା  କହିଥିଲେ କି ସେ କିଛି ଛାତ୍ର ଛାତ୍ରୀ ମାନଙ୍କୁ ଭେଟିଲେ ଏବଂ ତାଙ୍କୁ ଲାଗିଲା କି ଛାତ୍ର ଛାତ୍ରୀ ମାନଙ୍କ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସେମାନଙ୍କୁ ସ୍ମାର୍ଟ ଫୋନ୍ ଦରକାର । ଏହା ପରେ ସେ ଏହି ବିଷୟ ଟି ଉପରେ ଉତ୍ତର ପ୍ରଦେଶ ର କଂ-ଗ୍ରେ-ସ କମିଟି ସହ ଆଲୋଚନା କରିଥିଲେ ।

 

କମିଟି ର ନି-ଷ୍ପ-ତି ଅନୁଯାୟୀ ଯଦି ଆସନ୍ତା ବର୍ଷ କଂ-ଗ୍ରେ-ସ ଦଳ କ୍ଷମତା କୁ ଫେରେ ତାହେଲେ ପାଠ ପଢୁଆ ଝିଅ ମାନଂଙ୍କୁ ମାଗଣା ସ୍ମାର୍ଟ ଫୋନ୍ ଏବଂ ଇଲେକ୍ଟ୍ରିକ ସ୍କୁଟି ଦିଆଯିବ । ଏହା ପୂର୍ବରୁ ଝିଅ ମାନଙ୍କୁ ୪୦ ପର୍ଯ୍ୟନ୍ତ ସିଟ ସଂ-ର-କ୍ଷ-ଣ ର ଘୋଷଣା କରା ଯାଇଥିଲା ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *