ଗୋବିନ୍ଦ ଦେଖେଇଲା ଓ କହିଲା ଏମିତି ମମିତା କୁ ପୋଡି ମାରି ପୋତିଥିଲି । Watch Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡେମୋ ଦେଖାଇଲା ଗୋବିନ୍ଦ । କିଭଳି  ମା-ରି-ଥି-ଲା, କିଭଳି ପୋତି ଥିଲା ସବୁ ହେଲା ସିନ ରିକ୍ରିଏଟ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ଓ ଦେଖିବା Video। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜ ରେ ବଢ଼ି ଚାଲିଛି କ-ଳୁ-ଷି-ତ କାମ । ମଣିଷ ହରାଉଛି ମାନବିକତା । ଘଟାଉଛି ଏଭଳି ଘଟଣା ଯାହା ଛାତି ଥରାଇ ଦେବ । ନିକଟ ରେ ବହୁ ଚର୍ଚ୍ଚିତ ଘଟଣା ମମତା ମେହେର ଙ୍କ  ମା-ମ-ଲା ବର୍ତ୍ତମାନ ସାରା ଓଡ଼ିଶାରେ ଦୁଃ-ଖ ର ଛା-ୟା ଖେଳାଇଛି । ଗୋଟାଏ ପରେ ଗୋଟାଏ ମିଳୁଛି ସୁରାଗ । ନି-ର୍ମ-ମ ଭାବେ ମା-ରି-ଛି  ଗୋବିନ୍ଦ ।ଏହା ପରେ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ବଲାଙ୍ଗୀର ଆରକ୍ଷ ଅଧିକାରୀ ଧରି ଜେ-ରା କରିଥିଲା । ଜେରା ସମୟ ରେ ସମସ୍ତ ସତ୍ୟ ଉଗାଲିଛି ଗୋବିନ୍ଦ । କିଭଳି ନୃ-ଶଂ-ସ ଭାବରେ ମା-ରି-ଛି ତାହା ଜଣାଇଛି । ତେବେ ଏହି ବହୁ ଚର୍ଚ୍ଚିତ ମମତା ମେହେର ଙ୍କ ଘଟଣା ରେ ଆଉ ଏକ ବଡ଼ ଖୁ-ଲା-ସା । କଣ ରହିଛି ବିଷୟ ବସ୍ତୁ କଣ ମିଳିଛି ନୂଆ ତଥ୍ୟ ଆସନ୍ତୁ ଜାଣିବା ଘଟଣା । 

 

କଳାହାଣ୍ଡି ମାହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ  ଘଟଣାର କ୍ରା-ଇ-ମ ସିନ ଦେଖେଇଛି ଅ-ଭି-ଯୁ-କ୍ତ ଗୋବିନ୍ଦ । ଭୋର ୪-୪:୩୦ ମଧ୍ୟରେ ଘଟଣାସ୍ଥଳ ଯାଇ ଉତ୍ତରାଞ୍ଚଳ ଡି ଆଇ ଜି ଏବଂ କଳାହାଣ୍ଡି ଏସପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅ-ଭି-ଯୁ-କ୍ତ ଗୋବିନ୍ଦ । ମମିତାଙ୍କୁ କିପରି  ମା-ରି-ଥି-ଲା ଏବଂ ମ-ଲା ଦେହକୁ ପ୍ରଥମେ ପୋ-ଡି ତାପରେ ପୋ-ତି ଥିଲା ତାହାର ଡେମୋ ଦେଖାଇଲା ଅ-ଭି-ଯୁ-କ୍ତ । ପ୍ରଥମେ ଗାତ ଖୋଳିଥିଲା ଗୋବିନ୍ଦ। ତାପରେ  ଦେହ ଉପରେ କାଠ ରଖି ତା ଉପରେ ଟାୟାର ରଖି ମମିତାଙ୍କ ମ-ର ଦେହକୁ ନୃ-ଶଂ-ସ ଭାବେ ପୋ-ଡ଼ି ମା-ରି-ଥି-ଲା ଅ-ଭି-ଯୁ-କ୍ତ ଗୋବିନ୍ଦ । 

 

ମାହାଲିଙ୍ଗ ମିନି ଷ୍ଟାଡିୟମରେ ଏହି ସିନ ରିକ୍ରିଏଟେ କରିଥିଲା ଆରକ୍ଷୀ ଅଧିକାରୀ । ଜେ ସି ବି ସହାୟତାରେ ପୁଣି ଥରେ ମାଟି ଖୋଲିଥିଲା  । ମେଟାଲ ଡିଟେକ୍ଟର ସହାୟତାରେ ସାଇନ୍ଟିଫିକ ଟିମ୍ ଛାନବିନ କରିଥିଲା। ସେଠାରୁ ଅର୍ଦ୍ଧତରଳ ଅବସ୍ଥାରେ ଗୋଟିଏ ମୋବାଇଲ ଫୋନ ଉଦ୍ଧାର କରାଯାଇଛି ଜାହା କି ମମିତାଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ମିନି ଷ୍ଟାଡିୟମରୁ ମମିତାଙ୍କ ମ-ର ଦେହର କିଛି ଅଂଶ, ତାଙ୍କ ପାଉଁଜି ଏବଂ ଚୈନ୍ ଉଦ୍ଧାର କରାଯାଇଥିଲା।ଏହି ଘଟଣାର ଡେମୋ ଦେଖାଇବା ପରେ ବଲାଙ୍ଗୀର ଏସପି ଅଫିସକୁ ଅ-ଭି-ଯୁ-କ୍ତ ଗୋବିନ୍ଦଙ୍କୁ ଅଣାଯାଇଛି। 

 

ମାହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ମାଲିକ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କୁ ପାଞ୍ଚ ଦିନ ପାଇଁ ରି-ମା-ଣ୍ଡରେ ନେଇ ସତ ଉଗାଳୁଛି ଆରକ୍ଷୀ ଅଧିକାରୀ। ଅନ୍ୟ ପଟେ ଅ-ଭି-ଯୁ-କ୍ତର ଡ୍ରାଇଭର ରାଧେଙ୍କ ଘରୁ ଗୋଟିଏ ଏୟାର ବ୍ୟାଗ୍ ଜ-ବ-ତ କରାଯାଇଛି ଯେଉଁଥିରୁ ଗୋଟିଏ ମୋବାଇଲ ଫୋନ, ତିନିହଳ ଲେଡିଶ ଡ୍ରେସ, କିଛି ମେଡିସିନ ଏବଂ ମୋବାଇଲ୍ ଚାର୍ଜର୍ ଜବତ ହୋଇଛି। ଗୋବିନ୍ଦଙ୍କ ଡ୍ରାଇଭରଙ୍କ ଘର ଲୋକ ତାଙ୍କୁ ଆରକ୍ଷୀ ଅଧିକାରୀ କୁ ଧରାଉଥିବା ବେଳେ ଆରକ୍ଷୀ ଅଧିକାରୀ ଆସି ଡ୍ରାଇଭର ରଧେଙ୍କୁ ଗି-ର-ଫ କରିଥିଲେ। ଏଇଭଳି ଅ-ପ-ରା-ଧୀ ଓ ତା ସହ ସଂପୃକ୍ତ ସବୁ ତଥ୍ୟର ଧୀରେ ଧୀରେ ଖୁ-ଲା-ସା କରିବାରେ ଲାଗିଛି ଆରକ୍ଷ ଅଧିକାରୀ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *