BIG Breaking : ଫେରିଲା Covid-21 । ଚିନ୍ତାରେ ବିଶ୍ୱବାସୀ । ଫୁଣି ଲକଡାଉନ ଆରମ୍ଭ !…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣିଥରେ ଫେରିଲା ମହାମାରୀ। କରୋନା, ଶିକ୍ଷାନୁଷ୍ଠାନ ବନ୍ଦ, ଉଡ଼ାଣ ସେବା ରଦ୍ଦ, ତୃତୀୟ ଲହର ର ଭୟରେ ପୃଥିବୀ ବାସୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମହାମାରୀ କରୋନା ୨୦୧୯ ର ଶେଷ ଆଡ଼କୁ ପ୍ରଥମେ ଚିନ ଦେଶ ର ଉହାନ ସହରରେ ଦେଖା ଦେଇଥିଲା ଯାହା ସାରା ପୃଥବୀରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଥିଲା । ପୃଥିବୀ ର ବଡ଼ ବଡ଼ ବିକସିତ ଦେଶ ମାନେ ମଧ୍ୟ ଏହି ମହାମାରୀ କରୋନା ଭୁତାଣୁ ରୁ ଛାଡ଼ ପାଇପରିନଥିଲେ ଏବଂ ସାରା ଦେଶରେ ଲକଡାଉନ କରିବାକୁ ବାଧ୍ୟ ହୋଇଥିଲେ । ଭାରତରେ ଏହା  ୨୦୨୦ ଜାନୁଆରୀ ମାସରେ କେରଳ ରାଜ୍ୟରେ ପ୍ରଥମେ ଦେଖା ଦେଇଥିଲା ଯାହା ଧୀରେ ଧୀରେ ସାରା ଦେଶରେ ଅତୀ ତୀବ୍ର ଗତିରେ ବ୍ୟାପି ଯାଇଥିଲା । ଏପରି ଅସମ୍ଭାଳ ପରିସ୍ଥିତି ଉପୁଜିଥିଲା ଯେ ଭାରତ ସରକାରଙ୍କୁ ଦେଶବ୍ୟାପୀ ଲକଡାଉନ୍ କରିବାକୁ ପଡ଼ିଥିଲା । 

 

ବହୁ ଲୋକଙ୍କ ମ-ରି-ବା ସହ ଅନେକ କୋରୋନା ର ଆ-କ୍ର-ମ-ଣ ର ସ୍ବୀକାର ହୋଇଥିଲେ । ପାଖାପାଖି ୫-୬ ମାସ ଲକଡାଉନ୍ ପରେ ସ୍ଥିତିରେ କିଛି ସୁଧାର ଆସିଥିଲା । ଧୀରେ ଧୀରେ ଭାରତ ସରକାର ସମସ୍ତ ଲକଡାଉନ୍ ହଟାଇଥିଲେ । ଲକଡାଉନ ଉଠିବା ପରେ ଲୋକମାନଙ୍କ ଅ-ସା-ବ-ଧା-ନ-ତା ପାଇଁ ପୁଣି ଥରେ କରୋନା ର ଦ୍ୱିତୀୟ ଲହର ଦେଖାଦେଇଥିଲା ଯେଉଁଥିରେ ପ୍ରଥମ ଲହର ରୁ ଅଧିକ ଭ-ୟ-ଙ୍କ-ର ଦୃଶ୍ୟ ଦେଖିବାକୁ ମିଳିଥିଲା । କରୋନା ର ବିଭିନ୍ନ ଭେରିଏଣ୍ଟସ୍ ଚିହ୍ନଟ ହୋଇଥିଲା ଯାହାକି ପ୍ରଥମ ଲହର ରୁ ଅଧିକ ଲୋକ ଆର ପାରି କୁ ଚାଲି ଯାଇଥିଲେ  । ବଡ଼ କଷ୍ଟରେ ଦ୍ୱିତୀୟ ଲହର ସରିଥିଲା କି ନାହି ତୃତୀୟ ଲହର ଆସି ପୁଣି ପୋହୋଞ୍ଚିଗଲାଣି । ଆସନ୍ତୁ ଜାଣିବା କରୋନା ର ତୃତୀୟ ଲହର ବିଷୟରେ । 

 

କରୋନା ର ଉତ୍ପତ୍ତିସ୍ଥଳ ଚୀନ ରେ ପୁଣି ଥରେ ଫେରିଆସିଛି କରୋନା ମହାମାରୀ ଯାହା ସାରା ପୃଥିବୀ ବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଚୀନ ଦେଶରେ କୋରୋନା ମହାମାରୀ ପୁଣି ଥରେ ବସା ବାନ୍ଧିଲାଣି । ଦିନକୁ ଦିନ ମହାମାରୀ ର ବୃଢିତ ସଂଖ୍ୟା ଦେଖି ଚୀନ ସରକାର ବିଭିନ୍ନ ପଦକ୍ଷେପ ଉଠାଇବା ଆରମ୍ଭ କରିଛନ୍ତି । ଦେଶରେ ପୁଣି ଥରେ ଲକଡାଉନ ଏବଂ ସଟଡାଉନ ବ୍ୟବସ୍ଥା ଆରମ୍ଭ କରିଛି ଚୀନ । ଯାହା ଫଳରେ ସବୁ ଉଡ଼ାଣ ସେବା ରଦ୍ଦ କରାଯାଇଛି ଏବଂ ଅନେକ ସ୍ଥାନରେ ଶିକ୍ଷାନଷ୍ଠାନ ମଧ୍ୟ ବନ୍ଦ କରାଯାଇଛି । ଚୀନ ର ଉତ୍ତର ଏବଂ ଉତ୍ତର ପଶ୍ଚିମ ସହର ମାନଙ୍କରେ କରୋନା ସଂ-କ୍ର-ମ-ଣ ବ୍ୟାପିବାରେ ଲାଗିଛି । ବାହାରୁ ଆସୁଥିବା କିଛି ଯାତ୍ରୀ ମାନଙ୍କ ପାଇଁ ଏହି ସଂକ୍ରମଣ ସୃଷ୍ଟି ହୋଇଛି ବୋଲି ପ୍ରଶାସନ ଦାବି କରୁଛି । 

 

ସେଥିପାଇଁ ପ୍ରଶାସନ ଦ୍ଵାରା କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉଛି । ମୋନୋରଞ୍ଜନ ଦେଉଥିବା ସ୍ଥାନ ମାନଙ୍କ ରେ ଭିଡ଼ ନି-ୟ-ନ୍ତ୍ର-ଣ ପାଇଁ କ-ଡ଼ା ନିୟମ ପାଳନ କରାଯାଉଛି । ଦର୍ଶନୀୟ ସ୍ଥାନ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ଅନ୍ୟପଟେ ଚୀନ ର ଲାନଯୌ ଅଞ୍ଚଳରେ ସ୍ଥାନୀୟ ଲୋକ ମାନଙ୍କୁ ଘରୁ ନ ବାହାରିବା ପାଇଁ ଅପିଲ କରାଯାଇଛି । ଘରୁ ବାହାରିଲେ କୋଭିଡ ର ନେଗେଟିଭ ରିପୋର୍ଟ ଦେଖାଇ ବାହାରକୁ ଯିବାର ଅନୁମତି କରାଯାଇଛି । ବର୍ଦ୍ଧିତ ସଂ-କ୍ର-ମ-ଣ କୁ ଦୃଷ୍ଟି ରେ ରଖି ପ୍ରଶାସନ ଚୀନ ର ଲାନଯୌ ଏବଂ ଜୀଅନ ଏହି ଦୁଇ ଅଞ୍ଚଳରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଉଡ଼ାଣ ର-ଦ୍ଦ କରିଛନ୍ତି । ଚୀନ ର ଏଭଳି ଅବସ୍ଥା ଦେଖି ସାରା ପୃଥିବୀ ଏବେ କରୋନା ମହାମାରୀ ର ତୃତୀୟ ଲହରର ଭ-ୟ ରେ ଅଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *