ଓଡ଼ିଆ ସିନେ ଜଗତ ର ଦୁଃଖଦ ଖବର । ଏବେ ଏବେ ଆସିଲା Music Director ଗୁଡିଲି ରଥ ଙ୍କୁ ନେଇ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଥରେ ଓଡ଼ିଆ ସଙ୍ଗୀତ ଜଗତରେ ଦୁଃ-ଖ ଖବର । ଗୁରୁତର ଅବସ୍ଥାରେ ଆଇ.ସି.ୟୁ ରେ ଭର୍ତି ହେଲେ ଓଡ଼ିଶାର ଅନ୍ୟ ଏକ ସୁନାମଧନ୍ୟ ଗାୟକ ଗୁଡୁଲୀ ରଥ । ତେବେ କେବେ ଆଉ କେମିତି ଆସନ୍ତୁ ଏବେ ସେ ବିଷୟରେ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରିୟ ଦର୍ଶକ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ଚଳଚିତ୍ର ରିଲିଜ ହୋଇଥାଏ ଓ ସେହି ଚଳଚିତ୍ର ଗୁଡ଼ିକ ମଧ୍ୟରୁ ଅନେକ ଫିଲ୍ମ ସବୁ ମଧ୍ୟ ହିଟ ହୋଇଥାଏ । କିନ୍ତୁ ଓଡ଼ିଆ ଚଳଚିତ୍ର ଖାଲି ଅଭିନୟ ପାଇଁ ନୁହେଁ ବରଂ ସେଥିରେ ଥିବା ଗୀତ ଗୁଡ଼ିକ ପାଇଁ ମଧ୍ୟ ସୁପର ହିଟ ହୋଇଥାଏ । ଅଭିନୟ କେବଳ ମନୋରଞ୍ଜନ ପାଇଁ ହେଇଥାଏ କିନ୍ତୁ ଗୀତ ମନ ଓ ହୃଦୟକୁ ଛୁଇଁ ଯାଇଥାଏ । ଯାହାକି ଦର୍ଶକ ମାନଙ୍କ ଦ୍ଵାରା ଆଦୃତ ହୋଇଥାଏ ।  ତେବେ ଯେମିତି ଗୋଟେ ଫିଲ୍ମ ସୁପର ହିଟ ହେବା ପଛରେ ନାୟକ ଓ ନାୟିକା ମାନଙ୍କର ହାତ ଥାଏ।

 

ସେହିପରି ସେ ଫିଲ୍ମରେ ଥିବା ଗୀତ ଗୁଡ଼ିକ ହିଟ ହେବା ପାଇଁ ଗାୟକ ଓ ଗାୟିକା ମାନଙ୍କୁ ତାର ସବୁ ଶ୍ରେୟ ଦିଆ ଯାଇଥାଏ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ଗାୟକ ଓ ଗାୟିକା ମାନେ ଅଛନ୍ତି, ଯେଉଁମାନେ ତାଙ୍କର ମଧୁର କଣ୍ଠରେ ଗୀତ ଗାଇ ଖ୍ୟାତି ଅର୍ଜନ କରିଛନ୍ତି। ଆସନ୍ତୁ ଜାଣିବା ସେମିତି ଏକ ସୁନାମ ଧନ୍ୟ କଣ୍ଠ ଶିଳ୍ପୀଙ୍କ ବିଷୟରେ । ଯିଏକି ବର୍ତ୍ତମାନ ସମୟରେ ଗୁ-ରୁ-ତ-ର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ଓ ଜୀବନ ମ-ର-ଣ ସହିତ ସଂଗ୍ରାମ କରୁଛନ୍ତି । ଆସନ୍ତୁ ଜାଣିବା କିଏ ସେହି ସଙ୍ଗୀତକାର? ଏବଂ ତାଙ୍କର ସମ୍ପୂର୍ଣ ଘଟଣା ସମ୍ବନ୍ଧରେ । 

 

ତେବେ ବନ୍ଧୁଗଣ ଓଡ଼ିଆ ସିନେମା ଜଗତରେ ଜଣେ ପ୍ରଖ୍ୟାତ ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ଭାବେ ବେଶ୍ ଜଣାଶୁଣା ହେଉଛନ୍ତି ଗୁଡ଼ଲୀ ରଥ । ସେ ନିଜର ସୁମଧୁର କଣ୍ଠ ସ୍ବରରେ ଓଡ଼ିଆରେ ଅନେକ ଗୀତ ଗାଇ ଖ୍ୟାତି ଅର୍ଜନ କରିଛନ୍ତି । ସେ ଅନେକ ଆଲବମ ରେ ଗୀତ ଗାଇ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଛନ୍ତି । ଗୀତ ଗାଇବା ସହିତ ବହୁତ ସାରା ଗୀତର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ । ନିଜର ଗୀତରେ ଭିନ୍ନ ଏକ ସ୍ଵାଦ ଆଣୁଥିବା ପାଇଁ ସେ ଲୋକପ୍ରିୟ । ତେବେ ଗୁଡ଼ଲୀଙ୍କ ହିଟ ଗୀତ ଗୁଡିକ ମଧ୍ୟରୁ କିଛି ହେଲା ‘ଆ ରେ ସାଥୀ ଆ’, ଅଞ୍ଜଳି, ଲୋଫର୍, ଆଇ ଲଭ ୟୁ, ଚକୋଲେଟ୍ ଏବଂ ଏମିତି ଅନେକ କିଛି ରୋମାଣ୍ଟିକ ଗୀତ ଗାଇ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛନ୍ତି । 

 

ତେବେ ନିକଟରେ ହଠାତ୍ ଏକ ଦୁଃ-ଖର ଖବର ମିଳିଛି ଯେ ଗୁଡ଼ଲୀ ରଥଙ୍କୁ ହୃ-ଦ-ଘା-ତ ର ଶିକାର ହୋଇଛନ୍ତି । ହଠାତ୍ ଛାତିରେ ଯ-ନ୍ତ୍ର-ଣା ଅନୁଭବ କରିଥିଲେ ସେ । ତାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଥିଲା ଓ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ନିକଟ ଅତୀତରେ ତପୁ ମିଶ୍ରଙ୍କ ପରେ ଗୁଡଲୀ ରଥଙ୍କ ଏପରି ଖବର ଶୁଣି ନିଶ୍ଚିତ ରୂପେ ଓଡ଼ିଆ ସଙ୍ଗୀତ ଜଗତରେ ଦୁଃ-ଖର କଳା ବାଦଲ ଛାଇ ଯାଇଛି  କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମେ ସମସ୍ତେ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆରୋଗ୍ୟ କାମନା କରୁଛୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *