ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୋ-ସି-ଆ-ଲ ମି-ଡ଼ି-ଆ-ରେ ଭା-ଇ-ରା-ଲ୍ ହେଉଛି ପାଞ୍ଚ ବର୍ଷର କୁନି ଝିଅ ଜିଭାଙ୍କର ବାପାଙ୍କ ପ୍ରତି ଥିବା ଭଲପାଇବା, ବାପାଙ୍କ ଜିତ୍ ପାଇଁ କିପରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଜିଭା ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପ-ଡି-ବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସାଇଟ୍ ରେ ବିଜି। ଏବେବି ସୋ-ସି-ଆ-ଲ୍ ମି-ଡି-ଆରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି ଯେଉଁଥିରେ କି ଲୋକମାନେ ଅନେକ ଜିନିଷ ଶିଖିବାକୁ ମଧ୍ୟ ପାଉଛନ୍ତି।
ତେବେ ଆପଣମାନେ ତ ସମସ୍ତେ ଜାଣିଥିବେ ଏବେ ଆଇପିଏଲ୍ ଚାଲିଛି, ଆଉ ସାରା ଦେଶ ଏବେ ଆଇପିଏଲ୍ ମ୍ୟାଚ ପାଇଁ ପାଗଳ। ଲୋକମାନେ ତ ନିଜର ନିଜର ଟିମ୍ କୁ ନେଇ ବିପକ୍ଷ ଟିମ୍ ର ସପୋର୍ଟରଙ୍କ ସହ ଝଗଡା ମଧ୍ୟ ଲାଗି ଯାଉଛନ୍ତି। ତେବେ ଏହି ଆଇପିଏଲ୍ କୁ ନେଇ ଏକ ବହୁତ ହିଁ ସୁନ୍ଦର ଭିଡିଓ ସୋ-ସି-ଆ-ଲ୍ ମି-ଡି-ଆରେ ଭା-ଇ-ରା-ଲ୍ ହେବାରେ ଲାଗିଛି, ଯାହାକୁ କି ଲୋକମାନେ ଖୁବ୍ ଭଲପାଇବା ମଧ୍ୟ ଦେଉଛନ୍ତି। ଏହି ଭିଡିଓଟିରେ ଗୋଟିଏ ଛୋଟ ଝିଅର ତାଙ୍କ ବାପାଙ୍କ ପ୍ରତି ଥିବା ଭଲପାଇବା କୁ ଦେଖିବାକୁ ମିଳୁଛି।
ଯେଉଁଥିରେ ଜଣେ ପାଞ୍ଚ ବର୍ଷର ଛୋଟ ଝିଅ ନିଜ ବାପାଙ୍କ ଟିମ୍ ର ଜିତିବା ପାଇଁ ନିଜର କୁନି କୁନି ହାତକୁ ଯୋଡି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ଆପଣମାନେ ବୋଧ ହୁଏ ଜାଣି ସାରିବେଣି ଆମେ କାହା କଥା କହୁଛୁ, ଆଜ୍ଞା ହଁ ଆମେ ଧୋନୀଙ୍କ ଝିଅ ଜିଭାଙ୍କ କଥା କହୁଛୁ। ସୋମବାର ଦିନ ହୋଇଥିବା ମ୍ୟାଚ୍ ରେ ଚେନ୍ନାଇରେ ନିଜ ବାପାଙ୍କ ଟିମ୍ ର ଜିତିବା ପାଇଁ ଜିଭା ବସି ହାତ ଯୋଡି ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ଠାକୁର ସିନା ଜିଭାଙ୍କ ଡାକ ଶୁଣିଲେନି ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ହାରି ଯାଇଥିଲା ଚେନ୍ନାଇ ସୁପରକିଙ୍ଗ୍ସ, ହେଲେ ପାଞ୍ଚ ବର୍ଷର ଛୋଟ ଝିଅ ଜିଭା ସମସ୍ତଙ୍କର ମନ କିଣି ନେଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।