India କୁ କଡା ଜବାବ ଦେଲେ ପାକିସ୍ତାନ କ୍ରିକେଟ ଟିମ ର କ୍ୟାପଟେନ Babar Azam… ସୋସିଆଲ ମିଡ଼ିଆ ରେ ତାତିଲେ ଭାରତୀୟ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24×7 ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବାବର ଅଜାମ ଦେଲେ ଭାରତକୁ କଡା ଜବାବ ଯାହାକୁ ନେଇ ତାତିଲେ ଭାରତୀୟ କ୍ରିକେଟ ପ୍ରଶଂସକ ସୋସିଆଲ ମିଡ଼ିଆ ରେ ।ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ।

24 ତାରିଖ ଭାରତ ପାକିସ୍ତାନ ବିଶ୍ୱକପ High Voltage ମ୍ୟାଚ । ଏହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଖୁବ ଦିନରୁ ଭାରତ ପାକିସ୍ତାନ ମ୍ୟାଚ ଦେଖିନାହାନ୍ତି ଦର୍ଶକ । ସେଥି ପାଇଁ ଦର୍ଶକ ମାନଙ୍କ ମନରେ ଉତ୍ସାହ । ଦେଖିବାକୁ ଭାରତ କୁ ବିଶ୍ୱକପରେ ହରେଇବା ପାକିସ୍ତାନ ପାଇଁ ମୁସ୍କିଲ । କ୍ରିକେଟ ରେ କିଛି ବି ହେଇପାରେ ।

ପାକିସ୍ତାନ ର କ୍ୟାପଟେନ ବାବର ଆଜମ ଏକ ବୟାନ ଦେଇଛନ୍ତି ମ୍ୟାଚ ପୂର୍ବରୁ ଯାହାକୁ ନେଇ ସୋସିଆଲ ମିଡିଆରେ ନିଆଁ ଲାଗିଛି । ବାବର ଅଜାମ କହିଛନ୍ତି ଇତିହାସ ସବୁବେଳେ ଇତିହାସ । ବର୍ତ୍ତମାନ ସମୟରେ ଆମେ ଭାରତ କୁ ହରେଇବୁ ନିଶ୍ଚିତ । ଏହାକୁ ସୋସିଆଲ ମିଡ଼ିଆ ରେ ଭାରତୀୟ ଙ୍କ ଦେହରେ ନିଆଁ ଲାଗି ଯାଇଛି । ଏହି କଥାକୁ କ୍ରିକେଟ ପ୍ରେମୀ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ Like କରନ୍ତୁ । ଏମିତି ଖବର ଆମେ ଆଣିବୁ ଆପଣଙ୍କ ପାଇଁ ।

 

Leave a Reply

Your email address will not be published. Required fields are marked *