ସାବଧାନ ପିଆଜ ରୁ ସଂକ୍ରମଣ । ପିଆଜ ଖାଇ 650 ଜଣ ଅସୁସ୍ଥ ମେଡିକାଲ ରେ ଭର୍ତ୍ତି….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କଞ୍ଚା ପିଆଜ କୁ ଖାଇ କାହିଁକି ଲୋକ ମାନେ ଅ-ସୁ-ସ୍ଥ ହେଉଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ପିଆଜ ସାଜିଛି ସଂ-କ୍ର-ମ-ଣ କାରଣ। ପିଆଜ ଖାଇ ଅ-ସୁ-ସ୍ଥ ହେଉଛନ୍ତି ଲୋକ ।ବର୍ତ୍ତମାନ  ସାଲମୋନେଲା ରୋଗ ସାରା ଆମେରିକାରେ ବ୍ୟାପି ଯାଇଛି । ଆମେରିକାର ପ୍ରାୟ ୩୭ ଟି ରାଜ୍ୟରେ ୬୫୨ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୨୯ ଲୋକ ମେଡିକାଲରେ ଭ-ର୍ତ୍ତି ହୋଇଛନ୍ତି । ତେବେ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ (ସିଡିସି) ପକ୍ଷରୁ କୁହାଯାଇଛି ଯେ ଏହି ସଂକ୍ରମଣ ପିଆଜ ଦ୍ୱାରା ବ୍ୟାପିଅଛି ।

 

ଖବର ରୁ ଏହା ଜଣା ପଡ଼ିଛି ଯେ ଆମେରିକା କୁ ଆସିଥିବା ପିଆଜ ସବୁ ମେକ୍ସିକୋ ଏବଂ ଚିହୁଆହୁ ରୁ ଆମଦାନୀ ହୋଇଥିଲା ଏହା ପରେ ସେହି ପିଆଜ ଆମେରିକାର ବିଭିନ୍ନ ରାଜ୍ୟକୁ ପଠା ଯାଇଥିଲା । ସେହି, ପିଆଜ କୁ ଖାଇଥିବା ଲୋକ ମାନେ ଏହି ରୋଗ ସଂକ୍ରମଣ ରେ ପୀଡ଼ିତ ହୋଇଥିଲେ ।

 

 ୭୫ % ବ୍ୟକ୍ତିଙ୍କ ସହ ହୋଇଥିବା ସାକ୍ଷାତକାରରୁ ଏହା ଜଣାପଡ଼ିଛି ସେମାନେ କଞ୍ଚା ପିଆଜ କୁ ଖାଇଥିଲେ ଏବଂ ତା ପରେ ସଂକ୍ରମିତ ହୋଇଥିଲେ ଏହି ରୋଗ ରେ। ବର୍ତ୍ତମାନ ସିଡିସି ଏହା ପରାମର୍ଶ ଦେଇଛି  ଯେ , ଆସୁଥିବା ପିଆଜ ଯାହାକି ବିଶେଷ କରି ଧଳା, ଲାଲ୍‌ ଓ ହଳଦିଆ ରଙ୍ଗର ହୋଇଥିବ ତାହାକୁ ସେବନ କରନ୍ତୁ ନାହିଁ ।

 

ସାଲମୋନେଲା ରୋଗର ଲକ୍ଷଣ :

 

ଏହି ରୋଗ ର ଲକ୍ଷଣ ସବୁ ପିଆଜ ଖାଇବାର ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ପରିପ୍ରକାଶ ହୋଇଥାଏ ।ଏହି ରୋଗରେ ସଂକ୍ରମିତ ହେଲେ ଜର, ଡାଇରିଆ ଓ ପେଟ ବିନ୍ଧା ଆଦି ହେବା ସହ ଏହା ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ବର୍ତ୍ତମାନ  ଧଳା, ଲାଲ୍‌ ଓ ହଳଦିଆ ରଙ୍ଗର ହୋଇଥିବା ପିଆଜ କୁ ନଖାଇବା ପାଇଁ ପରାମର୍ଶ ଦିଆଯାଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *