ସୋମାଲିନ୍ ନିଜର ବାହାଘର ପୁର୍ବରୁ ବୟଫ୍ରେଣ୍ଡଙ୍କ ସହ କିପରି ରୋ-ମା-ନ୍ସ କରୁଛନ୍ତି – ଦେଖିଲେ ବିଶ୍ୱାସ କରିପାରିବେନି । Watch Video…

 

 ବନ୍ଧୁଗଣ ଓଲିଉଡ ଦୁନିଆ ର ଜଣାଶୁଣା  ହିରୋଇନ୍ ସୋମାଲିନ୍ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୋମାଲି ନ ଏକ ରିୟାଲିଟି ସୋ ମାଧ୍ୟମ ରେ ଓଲିଉଡ ଇ-ଣ୍ଡ-ଷ୍ଟ୍ରି ରେ ପ୍ରବେଶ କରିଥିଲେ ।ତାଙ୍କର ଏବେ ତାଙ୍କ ବୟଫ୍ରେଣ୍ଡ ସହ ଅନ୍ତରଙ୍ଗ ରୋମାନ୍ସ Video ଭାଇରଲ ହୋଇଛି । ଆସନ୍ତୁ ପଢିବା ଓ ଦେଖିବା Video ।

 ଗତମାସ ୨୯ ତାରିଖରେ ସୋମାଲିନ୍  ଙ୍କ ସହ ନିଶିତ୍ ନାୟକଙ୍କ ନିର୍ବନ୍ଧ ହୋଇଥିଲା । ତେବେ ଏହା ଜଣାଇ ରଖୁଛୁ ଯେ , ନିଶିତ୍ ନାୟକ ଙ୍କ ଘର ହେଉଛି ଯାଜପୁର। ସୋମାଲିନ୍ ଆଉ ନିଶିତ୍ ଙ୍କ ନି-ର୍ବ-ନ୍ଧ କୁ ଦୁଇ ପରିବାର ବହୁତ୍ ଧୁମ୍ ଧାମ୍ ରେ ଆୟୋଜିତ କରିଥିଲେ ଏବଂ ସେହି ନି-ର୍ବ-ନ୍ଧ ରେ ଦୁଇ ପରିବାର ର ସମସ୍ତ ସମ୍ପର୍କୀୟ ମାନେ ଉପସ୍ଥିତ ରହିଥିଲେ। ସୋମାଲିନ୍ ଏବଂ ନିଶିତ୍ ଙ୍କ ନି-ର୍ବ-ନ୍ଧ ଯାଜପୁର ରୋଡ଼ର ଏକ ମନ୍ଦିରରେ  ହୋଇଥିଲା ।

 

ସୋମାଲିନ୍ ଙ୍କ ଭାବି ସ୍ଵାମୀ ହେବାକୁ ଯାଉଥିବା ନିଶିତ୍ ନାୟକ ବିପିୟୁଟ୍ ରେ ନିଜର ମା-ଷ୍ଟ-ର ଡିଗ୍ରୀ କରିଛନ୍ତି ଏବଂ ସେ ବର୍ତ୍ତମାନ ଜଣେ ସ-ଫ୍ଟ-ୱେ-ର୍ ଇଞ୍ଜିନିୟର ଅଟନ୍ତି ଆଉ ସେ ବର୍ତ୍ତମାନ ସମୟରେ ଯବ୍ କରୁଛନ୍ତି। ତେବେ ନିର୍ବନ୍ଧ ପରେ ବର୍ତ୍ତମାନ ସମୟରେ ନିଶିତ୍ ନାୟକଙ୍କ ସହ ନଜର ଆସିଛନ୍ତି ସୋମାଲିନ୍ ପରିଡା। 

 

ନିଶିତ୍ ଙ୍କ ପରିବାରରେ ରହିଛନ୍ତି ତାଙ୍କ ବାପା ଓ ମାଆ ଏବଂ ତାଙ୍କର ଜଣେ ସାନ ଭଉଣୀ ଆଉ ବର୍ତ୍ତମାନ ସମୟରେ ତାଙ୍କର  ବିବାହହୋଇ ସାରିଛି । ବର୍ତ୍ତମାନ  ସମୟ ରେ ଦେଖିବାକୁ ଗଲେ ତାଙ୍କ ପରିବାର ରେ ନିଶିତ୍ ଆଉ ତାଙ୍କ ବାପା ମା ଆଉ  ରୁହନ୍ତି।

 

ଗତ କିଛିଦିନ ପୂର୍ବେ ଜାଙ୍କଲିନ୍ ଯେ କି ସୋମାଲିନ୍ ଙ୍କ ବଡ ଭଉଣୀ, ସେ ଅରବିନ୍ଦଙ୍କୁ ବିବାହ  କରିଥିଲେ ଏବଂ ବର୍ତ୍ତମାନ ଅରବିନ୍ଦ ଏବଂ ଜାଙ୍କଲିନ୍ ବେଶ୍ ଖୁସିରେ ଅଛନ୍ତି। ତେବେ ଆଗାମୀ ଦିନ ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ ର ବେଶ୍ ଜଣାଶୁଣା ହିରୋଇନ୍ ସୋମାଲିନ୍ ପରିଡା।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *