ମମିତା ଙ୍କ 10 ଟି ବଡ ଭୁଲ ଯେଉପାଇଁ ତାଙ୍କୁ ମାରିଲା ଗୋବିନ୍ଦ । ପଢିଲେ ଆଶ୍ଚର୍ଯ୍ୟ ହେବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମମୀତା ନିଜେ ହିଁ ଦାୟୀ ନିଜ ମ-ରି-ବା ପାଇଁ। ଚାଲନ୍ତୁ ଜାଣିବା ତାଙ୍କ ୧୦ ଟି ଭୁ-ଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

      

ମମିତା କରିଥିଲେ ୧୦ଟି ଭୁ-ଲ ଯଉଥି ପାଇଁ ଚାଲିଗଲା ତାଙ୍କ ଜୀବନ।ସେ କରିଥିଲେ ୧୦ଟି ଭୁ-ଲ। ପ୍ରଥମ ଭୁ-ଲ ଥିଲା ପରିବାର ଲୋକଙ୍କୁ ସେ ଲୁଚାଇଥିଲେ ଅନ୍ତତଃ ସେ ପରିବାର ର କେହି ଜଣକୁ ଜଣାଇ ପାରିଥାନ୍ତେ ଗୋବିନ୍ଦ ସାହୁ ବିଷୟରେ।ସେ ଚାହିଥିଲେ ତାଙ୍କ ବାପା ମାଆ ନିଜ ମନର ଭ-ୟ ଜଣାଇ ପାରିଥାନ୍ତେ। ଅନ୍ତତଃ ସମାଧାନ ର ବାଟ ବାହାର କରିଥାନ୍ତେ ।ତାଙ୍କର ଦ୍ୱିତୀୟ ଭୁ-ଲ ହେଉଛି ସେ 21 ସେପଟେମ୍ବର ପରେ ପୁଣି ମହାଲିଙ୍ଗ ଫେରିବା । 21 ସେପଟମ୍ୱର ରେ ଗୋବିନ୍ଦ ସାହୁ ଚାହିଥିଲା ମମିତା ଙ୍କୁ ଜୀବନ ରୁ ମା-ରି ଦବା ପାଇଁ ,କିନ୍ତୁ ଯେହେତୁ ମମୀତା ତାଙ୍କ ସାଙ୍ଗ ମାନଙ୍କ ସହ ଥିଲେ ତେଣୁ ସେ କିଛି କରି ପାରିନଥିଲା। କିନ୍ତୁ ତାପରେ ସେ ପୁଣି ଚ-କ୍ରା-ନ୍ତ ଚଳାଇଥିଲା ଯେଉଁ ଚ-କ୍ରା-ନ୍ତ ରେ ସେ ଫ-ସି ଯାଇଥିଲେ। ତାଙ୍କୁ ସେ ବିଦ୍ୟାଳୟ ଫେରିବାକୁ ଆଉ ଇଚ୍ଛା ନଥିଲା କିନ୍ତୁ ତାଙ୍କ ମ-ରି-ବା ତାଙ୍କୁ ପୁଣି ଏଠାକୁ ଟାଣି ଆଣିଥିଲ।

    

ମମିତା ତୃତୀୟ ବଡ଼ ଭୁଲ ହେଉଛି ସେ ଏକା ଯାଇଥିଲେ ଗୋବିନ୍ଦ ର କାର ରେ ଏହା ବି ଗୋବିନ୍ଦ ର ସୁଚିନ୍ତିତ ଯୋଜନା ଥିଲା ସେ ସେହଦିନଠାରୁ ଦିନ ତାଙ୍କୁ ତଣ୍ଟି ଚି-ପି  ମା-ରି-ଥି-ଲା।ତାଙ୍କ ଚତୁର୍ଥ ବଡ଼ ଭୁ-ଲ ଥିଲା ବିପଦ ରେ ଆରକ୍ଷୀ ଅଧିକାରୀ ର ସାହାର୍ଯ୍ୟ ନେଇନଥିଲେ କି ଏତଲା ନଦେବା। ଅନ୍ତତଃ ଆରକ୍ଷୀ ଅଧିକାରୀ ରେ ଏଫ-ଆଇ-ଆର୍ ଦେଇଥିଲେ ହୁଏ ତୋ ସେ ବଞ୍ଚି ପାରିଥାନ୍ତେ।ଆରକ୍ଷୀ ଅଧିକାରୀ ନିଶ୍ଚିତ ଭାବରେ ସାହାଯ୍ୟ କରିପାରିଥାନ୍ତା ତାଙ୍କୁ।ମମିତା ଙ୍କ ପଞ୍ଚମ ବଡ଼ ଭୁ-ଲ ହେଲା ଗଣମାଧ୍ୟମ ର ସାହାର୍ଯ୍ୟ ନନେବା। ସେ  ଗଣମାଧ୍ୟମ କୁ ଏହା ଜଣାଇ ପାରିଥାନ୍ତେ ଓ ତାଙ୍କ ପାଖରେ ଥିବା ସମସ୍ତ ପ୍ରମାଣ ଗଣମାଧ୍ୟମ କୁ ଦେଇଥିଲେ ସେ ହୁଏତ ଆଜି ଜୀବିତ ଥାନ୍ତେ। 

 

ଗଣମାଧ୍ୟମ ରେ ପ୍ରଚାର ପରେ ସମସ୍ତ ମହଲ ରୁ ଚାପ ପଡ଼ିବା ଦ୍ବାରା ଆରକ୍ଷୀ ଅଧିକାରୀ କୋଠର କାର୍ଯ୍ୟାନୁଷଠାନ ଗ୍ରହଣ କରିବାକୁ ବାଧ୍ୟ ହେଇଥାନ୍ତା ଏବଂ ଗୋବିନ୍ଦ ଦ-ଣ୍ଡ ପାଇଥାନ୍ତା।ମମିତା ଙ୍କ ଷଷ୍ଠ ବଡ ଭୁ-ଲ ଥିଲା ଗୋବିନ୍ଦ ସହୁ କୁ ଖୋଲା ଖୋଲି ଧ-ମ-କ ଦେବା। ମମିତା ଜାଣିଥିଲେ ଗୋବିନ୍ଦ ର କ-ଳା-କା-ର-ନା-ମା ଓ ସବୁ ପା-ପ ବିଷୟ ରେ । ଜଉଥି ପାଇ ଗୋବିନ୍ଦ ଏକ୍ସପୋଜ ହୋଇଯିବା ଭ-ୟ ରେ ତାଙ୍କୁ ମା-ରି-ଥି-ଲା।

ତାଙ୍କ ସପ୍ତମ ବଡ ଭୁ-ଲ ହେଲା।ସେ ଗାଡ଼ି ରେ ବସି ଯୁକ୍ତି ତର୍କ କରିବା । ଗୋବିନ୍ଦ ତାଙ୍କୁ ଠାକୁରାଣୀ ଙ୍କ ନାମ ରେ ଶପଥ କରାଇବା ସମୟରେ ସେ ଯଦି ଗୋବିନ୍ଦ କଥା ମାନିଥାନ୍ତେ ହୁଏତ ନିଜକୁ ବଞ୍ଚାଇପାରି ଥାନ୍ତେ ।

 

ତାଙ୍କ ଅଷ୍ଟମ ବଡ଼ ଭୁ-ଲ ସେ ମାଣିକେଶ୍ଵରୀ ମନ୍ଦିର ରେ ଗୋବିନ୍ଦ ତାଙ୍କୁ ଶପଥ କରାଇବା ସମୟ ରେ ଚହିଥିଲେ ଲୋକ ଙ୍କୁ ଡାକି କିଛି କହିପାରି ଥାନ୍ତେ। ନଚେତ୍ ଦୌଡ଼ିକି ପଳାଇ ପାରିଥାନ୍ତେ । ସେ ଚାହିଥିଲେ ଚିଲେଇ ପାରିଥାନ୍ତେ

ତାଙ୍କ ନବମ ବଡ଼ ଭୁ-ଲ ହେଲା ଗୋବିନ୍ଦ ର ଗୁମର ଓ ଦୋ-ଷୀ ଙ୍କ ନାମ ଡାଇରୀ ରେ ନା ଲେଖିବା। ହୁଏତ ଲେଖିଥିଲେ କି ଭିଡିଓ ବନେଇଥିଲେ ଆଜି ଦୋଷୀ ଙ୍କୁ ଧରିବା ସହଜ ହେଇ ପାରିଥାନ୍ତା।ତାଙ୍କ ଦଶମ ବଡ଼ ଭୁ-ଲ ହେଲା ଏକୁଟିଆ ଲଢ଼ିବା ଯାହା ତାଙ୍କ ଜୀବନ ନେଇଗଲା। ସେ ଚାହିଥିଲେ ତଥ୍ଯ ପ୍ର-ମା-ଣ ଏକଜୁଟ କରି କାହାକୁ ମତେଇ କେ-ସ କରି ପାରିଥାନ୍ତେ।ଏସବୁ ରୁ ଗୋଟିଏ ବି କରିଥିଲେ ହୁଏତ ଆଜି ସେ ଜୀବିତ ଥାନ୍ତେ ଓ ଦୋ-ଷୀ କୁ ଦ-ଣ୍ଡ ଦବା ସହଜ ହୋଇପାରିଥାନ୍ତା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *