ମମିତା କରିଥିଲେ ଏପରି ୧୦ ଟି ଭୁଲ ଯେଉଁଥି ପାଇଁ ଚାଲି ଗଲା ତାଙ୍କ ଜୀବନ । ସେ କରିଥିଲେ ଏହି ୧୦ଟି ଭୁ-ଲ , ଯାହାକି ତାଙ୍କ ଜୀବନ ପ୍ରତି ବି-ପ-ଦ ହୋଇ ମାଡି ଆସିଲା । ତେବେ କଣ ସେହି ସେହି ୧୦ ଟି ଭୁଲ ଆସନ୍ତୁ ଜାଣି ନେବା ।
ମମୀତା ଙ୍କ ପ୍ରଥମ ଭୁଲ ଟି ହେଉଛି ସେ ସମସ୍ତ କଥା କୁ ପରିବାର ଲୋକ ଙ୍କ ଠାରୁ ଲୁଚାଇ ରଖି ଥିଲେ । ସମ୍ପୂର୍ଣ ଘଟଣା ଟି କୁ ଘରେ କହିଥିଲେ ହୁଏତ କିଛି ସମାଧାନ ର ବାଟ ବାହାର କରିଥାନ୍ତେ ସେମାନେ । କିନ୍ତୁ ସେ କୌଣସି ବି କଥା କୁ ଜଣାଇ ନ ଥିଲେ ନିଜ ଘରେ ।ଦ୍ଵିତୀୟ ଭୁଲ ହେଉଛି ଗୋବିନ୍ଦ ସହ ତାର କାର ରେ ଏକୁଟିଆ ଯିବା । ମମିତା ଚାହିଁ ଥିଲେ ତାଙ୍କ ସହ ଏକୁଟିଆ ଯାଇ ନ ଥାନ୍ତେ କିନ୍ତୁ ସେ ଯାଇଥିଲେ ।
ତୃତୀୟ ଭୁଲ ହେଉଛି ୨୧ ସେପ୍ଟେମ୍ବର ପରେ ପୁଣି ମହଲି-ଙ୍ଗ କୁ ଫେରିବା । ସେହି ଦିନ ମମୀତା ଙ୍କୁ ଜୀବନ ରୁ ମା-ରି ଦେବା ପାଇଁ ଚାହିଁ ଥିଲା ଗୋବିନ୍ଦ ହେଲେ, ମମତା ତାଙ୍କ ସହ ତାଙ୍କର ସାଙ୍ଗ ମାନେ ଥିବାରୁ ସେଥିପାଇଁ ସେଠାରେ କିଛି କରି ପାରି ନଥିଲା ଗୋବିନ୍ଦ । ୨୧ ସେପ୍ଟେମ୍ବର ପରଠୁ ତାଙ୍କୁ ସେ ବିଦ୍ୟାଳୟ ଫେରିବାକୁ ଆଉ ଇଚ୍ଛା ନଥିଲା ହେଲେ ତାଙ୍କର ମୃ-ତ୍ୟୁ ତାଙ୍କୁ ଡ଼ାକୁ ଥିଲା ଆଉ ସେ ଯାଇଥିଲେ ।ଚତୁର୍ଥ ଭୁଲ ଟି ହେଉଛି ସେ କୌଣସି ଗଣ ମା-ଧ୍ୟ-ମ ର ସାହାଯ୍ୟ ନ ନେଇ ନଥିଲେ । ଯଦି ସେ କିଛି ତଥ୍ୟ କିମ୍ବା ଭି-ଡି-ଓ କୁ ଗଣ ମା-ଧ୍ୟ-ମ ରେ ଦେଇ ଥାନ୍ତେ । ତାହେଲେ ଗଣ ମା-ଧ୍ୟ-ମ ରେ ପ୍ରଚାର ପରେ ସମସ୍ତ ମହଲ ରୁ ଚାପ ପଡ଼ିବା ଦ୍ବାରା ଆରକ୍ଷୀ ଅଧିକାରୀ ଗୋବିନ୍ଦ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତେ ।
ପଞ୍ଚମ ଭୁଲ ଟି ହେଉଛି ଗୋବିନ୍ଦ ଙ୍କୁ ଖୋଲାଖୋଲି ଧ-ମ-କ ଦେବାର ନଥିଲା । ଗୋବିନ୍ଦ ଙ୍କୁ ବ-ର୍ବା-ଦ କରିଦେବେ ବୋଲି ଧ-ମ-କ ଦେଇ କରିଥିଲେ ସବୁଠୁ ବଡ଼ ଭୁଲ । ମମିତା ଜାଣିଥିଲେ ଗୋବିନ୍ଦ ର ସବୁ କ-ଳା-କା-ର-ନା-ମା ବିଷୟ ରେ , ଯେଉଁଥି ପାଇଁ ଗୋବିନ୍ଦ ଏକ୍ସପୋଜ ହୋଇଯିବା ଭ-ୟ ରେ ତାଙ୍କୁ ମା-ରି ଦେଇଥିଲା ।ଷଷ୍ଠ ଭୁଲ ଟି ହେଉଛି ସେ ସେହି ସମୟ ରେ ପୋ-ଲି-ସ ର ସାହାରା ନେଇ ନଥିଲେ ଯାହାକି ତାଙ୍କୁ ବହୁତ ବଡ ବିପଦ ରେ ପକାଇ ଦେଇଥିଲା । ଏପରି କରିଥିଲେ ପୋ-ଲି-ସ ଏହି ଘଟଣା ରେ ମମୀତା ଙ୍କ ସାଥ ଦେଇଥାନ୍ତା ।
ସପ୍ତମ ଭୁଲ ଟି ହେଉଛି ଗାଡ଼ି ରେ ଯୁକ୍ତି ତ-ର୍କ କରିବା । ଯେତେବେଳେ ମମୀତା ଙ୍କୁ ଶପଥ କରିବାକୁ କହୁଛି ଗୋବିନ୍ଦ ସେତେବେଳେ ତାଙ୍କୁ ଯୁକ୍ତି ତ-ର୍କ କରିବା ର ନଥିଲା ଏବଂ ସେହି ସମୟ ରେ ଗୋବିନ୍ଦ ଙ୍କ କଥା ରେ ରାଜି ହୋଇ ଯିବାର ଥିଲା । ଅଷ୍ଟମ ଭୁଲ ଟି ହେଉଛି ଯେତେବେଳେ ମାଣିକେଶ୍ଵରୀ ମନ୍ଦିର କୁ ଗୋବିନ୍ଦ ଶପଥ କରିବାକୁ ନେଇଥିଲେ ମମୀତା ଙ୍କୁ ସେହି ସମୟ ରେ ମମୀତା ଚାହିଁ ଥିଲେ ଦୌଡ଼ିକି ପଳାଇ ପାରିଥାନ୍ତେ ନହେଲେ ଚି-ତ୍କା-ର କରି ଗୋବିନ୍ଦ ବି-ରୋ-ଧ ରେ ସମସ୍ତଙ୍କୁ ଡାକି ପାରି ଥାନ୍ତେ ।
ନବମ ଭୁଲ ଟି ହେଉଛି ଗୋବିନ୍ଦ ଙ୍କ ଗୁମର ଏବଂ ଦୋ-ଷୀ ଙ୍କ ନାମ ଯଦି ସେ ଏକ ଡାଏରୀ ରେ ଲେଖି ଥାନ୍ତେ କିମ୍ବା ଏକ ଭିଡିଓ କରିଥାନ୍ତେ , ତାହେଲେ ଦୋଷୀ କୁ ଧରିବା ସହଜ ହୋଇ ପାରି ଥାଆନ୍ତା । ଦଶମ ଭୁଲ ଟି ହେଉଛି ଗୋବିନ୍ଦ ସହ ଏକୁଟିଆ ଲଢ଼ିବାର ନଥିଲା ତାଙ୍କୁ ।ସେ ଚାହିଁ ଥିଲେ ସମସ୍ତ ତଥ୍ଯ ପ୍ର-ମା-ଣ କୁ ଏକଜୁଟ କରି କାହାର ସାହାଯ୍ୟ ନେଇ ଗୋବିନ୍ଦ ଙ୍କ ବିରୁଧ ରେ କେ-ସ କରି ପାରିଥାନ୍ତେ। ସେ ଏହି ଘଟଣା ରେ ଏକୁଟିଆ ହିଁ ତାଙ୍କ ବି-ରୁ-ଦ୍ଧ ରେ ଲଢ଼ିଥିଲେ ଯାହା କି ତାଙ୍କର ସବୁଠୁ ବଡ ଭୁଲ । ତେବେ ଯଦି ସେ ଏହି ୧୦ ଟି ଭିତରୁ ଗୋଟେ କରିଥାନ୍ତେ ଆଜି ସେ ବଞ୍ଚି ଥାନ୍ତେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।