ମମିତା କରିଥିଲେ ଏମିତି ୧୦ ଟି ଭୁଲ ଯାହା ତାଙ୍କ ଜୀବନ ଉପରେ ବି-ପ-ତ୍ତି କୁ ଟାଣି ଆଣିଲା । ତେବେ କଣ ସେହି ଭୁଲ ଯେଉଁଥି ପାଇଁ ମମୀତା ଙ୍କ ଜୀବନ ଏଭଳି ଭାବରେ ଚାଲିଗଲା । ତେବେ ଆସନ୍ତୁ ଜାଣି ନେବା ତାଙ୍କର ସେହି ୧୦ ଟି ଭୁଲ ବିଷୟ ରେ ।
୧.ପ୍ରଥମ ଭୁଲ ଟି ହେଉଛି ପରିବାର ଲୋକ ଙ୍କ ଠାରୁ ଘଟଣା କୁ ଲୁଚାଇ ରଖିବା । ମମୀତା ଯେତେବେଳେ ଜାଣିଲେ ଗୋବିନ୍ଦ ଏହି ପରି କାରନାମା କରୁଛି ସେତେବେଳେ ସେ ଏହି ବିଷୟ ରେ ପରିବାର ଲୋକ ଙ୍କ ଜଣାଇ ପାରି ଥନ୍ନ୍ତେ ।
୨. ଦ୍ଵିତୀୟ ଭୁଲ ହେଉଛି ୨୧ ସେପ୍ଟେମ୍ବର ପରେ ପୁଣି ମହଲି-ଙ୍ଗ କୁ ଫେରିବା । ସେହି ଦିନ ଗୋବିନ୍ଦ ଚାହିଁ ଥିଲା ମମୀତା ଙ୍କୁ ଜୀବନ ରୁ ମା-ରି ଦେବା ପାଇଁ ହେଲେ ମମତା ତାଙ୍କ ସାଙ୍ଗ ମାନଂକ ସହ ଥିବାରୁ ଗୋବିନ୍ଦ କିଛି କରି ପାରି ନଥିଲା । ୨୧ ସେପ୍ଟେମ୍ବର ପରଠୁ ମମିତା ସ୍କୁଲ ଯିବା ପାଇଁ ଚାହୁଁ ନଥିଲେ ହେଲେ ତାଙ୍କର ମୃ-ତ୍ୟୁ ତାଙ୍କୁ ଡ଼ାକୁ ଥିଲା ଆଉ ସେ ଯାଇଥିଲେ ।
୨.ତୃତୀୟ ଭୁଲ ହେଉଛି ଗୋବିନ୍ଦ ସାହୁ ସହ କାର ରେ ଏକୁଟିଆ ଯିବା । ମମିତା ଚାହିଁ ଥିଲେ ତାଙ୍କ ସହ ଏକୁଟିଆ ଯାଇ ନ ଥାନ୍ତେ କିନ୍ତୁ ସେ ଯାଇଥିଲେ ।
୪.ଚତୁର୍ଥ ଭୁଲ ଟି ହେଉଛି ବି-ପ-ଦ ରେ ପୋ-ଲି-ସ ର ସାହାରା ନ ନେବା । ଏପରି କରିଥିଲେ ପୋ-ଲି-ସ ନିଶ୍ଚିନ୍ତ ଭାବରେ ଏହି ଘଟଣା ରେ ମମୀତା ଙ୍କ ସାହାଯ୍ୟ କରିଥାନ୍ତା ।
୫.ପଞ୍ଚମ ଭୁଲ ଟି ହେଉଛି ଗଣ ମା-ଧ୍ୟ-ମ ର ସାହାଯ୍ୟ ନ ନେବା ଯାହାକି ପାଲଟି ଗଲା ତାଙ୍କର ବଡ ଭୁଲ । ସେ ଚାହିଁ ଥିଲେ ତାଙ୍କ ପାଖରେ ଯେଉଁ ବି ଭି-ଡି-ଓ ଥିଲା ତାହାକୁ ଗଣ ମା-ଧ୍ୟ-ମ ରେ ଦେଇ ଭାଇରାଲ କରି ପାରି ଥାନ୍ତି ।
୬.ଷଷ୍ଠ ଭୁଲ ଟି ହେଉଛି ଗୋବିନ୍ଦ ଙ୍କୁ ଖୋଲାଖୋଲି ଧ-ମ-କ ଦେବା। ଗୋବିନ୍ଦ ଙ୍କୁ ବ-ର୍ବା-ଦ କରିଦେବେ ବୋଲି ଧ-ମ-କ ଦେଇ କରିଥିଲେ ସବୁଠୁ ବଡ଼ ଭୁଲ ।
୭. ସପ୍ତମ ଭୁଲ ଟି ହେଉଛି ଗାଡ଼ି ରେ ଯୁକ୍ତି ତ-ର୍କ କରିବା । ଯେତେବେଳେ ମମୀତା ଙ୍କୁ ଶପଥ କରିବାକୁ କହୁଛି ଗୋବିନ୍ଦ ସେତେବେଳେ ତାଙ୍କୁ ଯୁକ୍ତି ତ-ର୍କ କରିବା ର ନଥିଲା ।
୮. ଅଷ୍ଟମ ଭୁଲ ଟି ହେଉଛି ସେହି ମନ୍ଦିର କୁ ଯେତେବେଳେ ଗୋବିନ୍ଦ ଶପଥ କରିବାକୁ ନେଇଥିଲେ ସେହି ସମୟ ରେ ମମୀତା ଚି-ତ୍କା-ର କରି ଗୋବିନ୍ଦ ବି-ରୋ-ଧ ରେ ସମସ୍ତଙ୍କୁ ଡାକି ପାରି ଥାନ୍ତେ ।
୯. ନବମ ଭୁଲ ଟି ହେଉଛି ଗୋବିନ୍ଦ ଙ୍କ ଗୁମର ଏବଂ ଦୋ-ଷୀ ଙ୍କ ନାମ ଡାଏରୀ ରେ ନ ଲେଖିବା ବା ଭିଡିଓ ନ କରିବା । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପେନ ଡ୍ରାଇଭ୍ ମିଳି ପାରି ନାହିଁ। ଯଦି ସେ ସମସ୍ତଙ୍କ ନାମ କୁ ଗୋଟେ ଡାଏରୀ ରେ ଲେଖି ଥାନ୍ତେ ତାହେଲେ ବୋଧ ହୁଏ ସମସ୍ତଙ୍କୁ ଧରିବା ସହଜ ହୋଇ ପାରି ଥାଆନ୍ତା ।
୧୦. ଦଶମ ଭୁଲ ଟି ହେଉଛି ଗୋବିନ୍ଦ ସହ ଏକୁଟିଆ ଲଢ଼ିବା । ସେ ଏହି ଘଟଣା ରେ ଅନ୍ୟ ସାହାଯ୍ୟ ବି ନେଇ ପାରି ଗୋବିନ୍ଦ ଙ୍କ ଘଟଣା କୁ ସାମ୍ନା କୁ ଆଣି ପାରି ଥାନ୍ତେ କିନ୍ତୁ ସେ ଏକୁଟିଆ ହିଁ ତାଙ୍କ ବି-ରୁ-ଦ୍ଧ ରେ ଲଢ଼ିଥିଲେ ଯାହା କି ତାଙ୍କର ସବୁଠୁ ବଡ ଭୁଲ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।