ବିରାଟ ଖୁସି ନାହାନ୍ତି ବିଶ୍ୱକପ Playing 11 ରେ… ଦଳ କୁ ନେଇ ଦେଲେ ଏମିତି ମନ୍ତ୍ୟବ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24×7 ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବିରାଟ ଦେଲେ ଭାରତ Playing 11 ବିଷୟରେ ମନ୍ତ୍ୟବ । ତେବେ ଆସନ୍ତୁ ଜାଣିବା କଣ ଏହି ମନ୍ତ୍ୟବ । କଣ ବିରାଟ ଖୁସି ନାହାନ୍ତି Playing 11 ରେ ।

ବିଶ୍ୱକପ ମ୍ୟାଚ ଆଜି କିନ୍ତୁ ବିରାଟ କୋହଲି ବୟାନ କିଛି କେ ରହିଲା ଭଳି କଥା କହିଛନ୍ତି । ଯାହା ଏବେ ଭାରତ କ୍ରିକେଟ ପ୍ରଶଂସକ କୁ ବିଚଳିତ କରୁଛି । ଏହି ମତ୍ୟବ ବିରାଟ ଙ୍କର ଚର୍ଚ୍ଚା ର ବିଷୟ ପାଲଟିଛି ତେବେ କଣ ଏହି ମନ୍ତ୍ୟବ ଆସନ୍ତୁ ଜାଣିବା ।

ଆଜି ଭାରତ ପାକିସ୍ତାନ High Volatage ମ୍ୟାଚ । ଦର୍ଶକ ଙ୍କ ଆଶା ଉଦିପନା ଭାରତ ବିଶ୍ୱକପ ଜିତୁ କି ହାରୁ କିନ୍ତୁ ପାକିସ୍ତାନ କୁ ହରାଉ କାରଣ ଭାରତ ପାକିସ୍ତାନ ପାରମ୍ପରିକ ପ୍ରତି ଦ୍ୱନ୍ଦୀ ଆଜି ନୁହେଁ ଆରମ୍ଭରୁ । ବିରାଟ Playing 11 କୁ ନେଇ ଖୁସି ନଥିବା ଭଳି ଦେଲେ ମନ୍ତ୍ୟବ । କହିଲେ…

ମୁ କହିବିନି Playing 11 ବିଷୟରେ କିନ୍ତୁ ଦଳ Balance ଟିମ । ଯାହା ପରୋକ୍ଷରେ ଦର୍ଶାଉଛି ଯେ ବିରାଟ ଖୁସି ନାହାନ୍ତି Playing 11 ଯାହା ଦେଶ ପାଇଁ ଚିନ୍ତା ର ବିଷୟ ପାଲଟିଛି ।

ଯଦି ଆଗକୁ ଏଭଳି ଖବର ପଢିବାକୁ ଚାଂହୁଛନ୍ତି ତାହେଲେ ତଳେ ଗୋଟିଏ Like କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *