ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ଘର ସାମ୍ନା ରେ ଲାଗିଛି ଗୁପଚୁପ ଗାଡ଼ି । ସୋସିଆଲ ମିଡ଼ିଆ ରେ Viral ହେଲା ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ଘର ସାମ୍ନା ରେ ଲାଗିଛି ଗୁପଚୁପ ଗାଡ଼ି । ଗୁପଚୁପ ଖାଉଛନ୍ତି ଆରକ୍ଷୀ ବାବୁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲି ସମାଜରେ ଅ-ନୈ-ତି-କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି । କଳାହାଣ୍ଡି ମାହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ଙ୍କ ମ-ର-ଣ ନେଇ ତେଜିଛି ରାଜନୀତି । ଏହି ଘଟଣାର ର-ହ-ସ୍ୟ ବର୍ତ୍ତମାନ ସାମ୍ନା କୁ ଆସିବାରେ ଲାଗିଛି । ଏହି ଘଟଣା ର ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ଙ୍କୁ ଆରକ୍ଷୀ ଅଧିକାରୀ ଜେରା କରିବା ପରେ ସତ ସାମ୍ନା କୁ ଆସିଛି । ଦୀର୍ଘ ସମୟ ଜେରା ପରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମମୀତା ଙ୍କୁ ମା-ରି-ଥି-ବା ନେଇ ସତ ମାନିଲା ଗୋବିନ୍ଦ ସାହୁ । 

      

ଆପଣ ମାନେ ଜାଣିଛନ୍ତି କ୍ୟାପଟେନ ତଥା ଗୃହ ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ର ମମିତା ମ-ରି-ବା ମାମଲା ରେ ଅଡ଼ୁଆ ସୂତା ରେ ଛନ୍ଦି ଯାଇଛନ୍ତି। ତେବେ ମନ୍ତ୍ରୀ ଦିବ୍ୟଶଙ୍କର ଏବେ ଅଜ୍ଞାତ ବାସ ରେ । ଏ ପର୍ଯ୍ୟନ୍ତ ସେ ମୁହଁ ଖୋଲୁନାହାନ୍ତି କି ମିଡିଆ ସାମ୍ନା କୁ ଆସୁନାହାନ୍ତି।

ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଦାସ ର କଲେଜ କୁ ପ୍ରାୟ ଯାଉଥିଲେ। ସେଠାରେ ସେ ଗେଷ୍ଟ ହାଉସ ରେ ରହୁଥିଲେ ଓ ଲେଡିସ ହଷ୍ଟେଲ କୁ ମଧ୍ୟ ଯାଉଥିଲେ ସେ।

 

ମନ୍ତ୍ରୀ ମଧ୍ୟ ଗୋବିନ୍ଦ ଦାସ ର ଯୌ-ନ କେ-ଳେ-ଙ୍କେ-ରୀ ରେ ସାମିଲ ଥିଲେ । ସେ ଅନୁଦାନ ଦେଉଥିଲେ ଗୋବିନ୍ଦ ଦାସ ର କଲେଜ କୁ।ତେବେ ଗୋବିନ୍ଦ ଦାସ ଧରା ପଡି ଥିଲେ ମଧ୍ୟ ମନ୍ତ୍ରୀ  ଙ୍କ ର ଦେଖା ଦର୍ଶନ ନାହି ଆଜି ପର୍ଯ୍ୟନ୍ତ।ତେବେ ଆଜି କିନ୍ତୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କ ଘର ସାମ୍ନା ରେ ଆରକ୍ଷୀ ଅଧିକାରୀ ଦେଖିବାକୁ ମିଳିଥିଲା।

 

ସେଠାରେ ଥିବା ଆରକ୍ଷୀ ଅଧିକାରୀ ମାନେ ଗୁପଚୁପ ଖାଇବାର ଦେଖିବାକୁ ମିଳିଥିଲା ଓ ସେମାନେ ଆଳୁ ମୁଢ଼ି ଖାଉଥିଲେ। ଗୁପଚୁପ ବାଲା କୁ ପଚାରିବାରୁ ସେ କହିଲେ ଆରକ୍ଷୀ ବାବୁ ମାନେ ଡାକିଛନ୍ତି।ସେମାନେ ବୋର୍ ହୋଇଯିବାରୁ ଗୁପଚୁପ ଖାଉଥିଲେ ବୋଲି କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *