ଉସଶ୍ରୀ ମିଶ୍ର ଙ୍କୁ ନେଇ ଆସିଲା ବଡ଼ ଦୁଃଖଦ ଖବର… ଓଡ଼ିଆ ସିନେ ଜଗତ ରେ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଉସଶ୍ରୀ ମିଶ୍ର ଙ୍କୁ ନେଇ ଆସିଲା ବଡ଼ ଖବର ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଶେଷରେ Video ଦେଖିଲେ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ରେ ଯେମିତି ପୁଣ୍ୟ ଛେଦ ପଢ଼ି ଯାଇଛି । ଗତ କିଛି ଦିନ ହେବ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ତାର ହିର ପରି ଚମକୁ ଥିବା ରତ୍ନ ମାନ ଙ୍କୁ ହରାଇଛି। ଏହା ମଧ୍ୟ ରେ ଅନେକ ଅଭିନେତା ଥିବା ବେଳେ ଅନେକ ଅଭିନେତ୍ରୀ ମଧ୍ୟ ଥିଲେ । ସାରା ଚଳଚ୍ଚିତ୍ର ଜଗତ ସେମାନେ କୁ ହରାଇ ଦୁଃଖିତ। କିଛି ଦିନ ହେବ କାରଣ ର ପ୍ରଭାବ ଅଳ୍ପ ମାତ୍ରା ରେ କରିଥିବା ବେଳେ ଆମ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ର ଜଣେ ଲୋକୋ ପ୍ରିୟ ଅଭିନେତ୍ରୀ ଙ୍କ ଦେହ ହଠାତ୍ ଖରାପ୍ ହୋଇଯାଇଛି। 

          

ସେ ଏକା ଧାରାରେ ଜଣେ ସୁନ୍ଦର ଅଭିନେତ୍ରୀ ହେବ ସଙ୍ଗେ ସଙ୍ଗେ ଜଣେ ଭଲ ଝିଅ ଓ ଜଣେ ଭଲ ମା ମଧ୍ୟ ଥିଲେ ।ସେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ କୁ ଅନେକ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେଇଆସୁଛନ୍ତି । ସେ ଚଳଚ୍ଚିତ୍ର ଗୁଡ଼ିକ ରେ ଅଧିକ ମାତ୍ରା ରେ ମା ଏବଂ ଜେଜେମା ଙ୍କ ର ଅଭିନୟ ରେ କାମ କରି ଆସିଛନ୍ତି ।

 

ସେ ଆଉ କେହି ନୁହେଁ ସେ ହେଉଛନ୍ତି ଆମ ଓଡିଆ ଚଳଚ୍ଚିତ୍ର ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଉସଶ୍ରୀ ମିଶ୍ର । ସେ ଗତ ଜଳି ଲାଇଫ ଆସି ନିଜେ କରୋନା ରେ ଆକ୍ରାନ୍ତ ବୋଲି କହିଥିଲେ ଏବଂ ତାଙ୍କ ସହିତ ମିଶିଥିବ ଲୋକୋ କୁ ସୁରକ୍ଷିତ ରହିବା କୁ ଏବଂ  କୌଣସି ପ୍ରତିକିୟା ଥିଲେ ସଙ୍ଗେ ସଙ୍ଗେ ଚେକ୍ କରିବାକୁ କହିଛନ୍ତି। ଆଉ ସମସ୍ତ କୁ କରନା ର ଗାଇଟ୍ ଲାଇନ କରିବାକୁ ମାନିବାକୁ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *