Samir Wangede କରିଛନ୍ତି ଏତିକି ଟଙ୍କା ଚାର୍ଜ । ଆସନ୍ତୁ ଜାଣିବା କେତେ ଟଙ୍କା ନେବେ ସମୀର…

 

 

ଏନ୍-ସି-ବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖାଡେ । ଏହା ଅଭିଯୋଗ ହୋଇଛି ଯେ ସାହାରୁକ୍ ଖାନ୍ ଙ୍କୁ ସେ ୨୫ କୋଟି ଟଙ୍କା ମାଗିଛନ୍ତି ତାଙ୍କ ପୁଅ କୁ ଛାଡ଼ି ଦେବା ପାଇଁ । ତେବେ ଆସନ୍ତୁ ଜାଣି ନେବା ଏହି ଚୁକ୍ତି ଟି କାହା କାହା ମଧ୍ୟରେ ହୋଇଥିଲା ଏବଂ କେଉଁ ମାନେ ସବୁ ସାମିଲ ଥିଲେ ।

 

ତେବେ ଏହି ଚୁକ୍ତି ଟି ଫାଇନାଲ ହୋଇଥିଲା ୧୮ କୋଟି ଟଙ୍କା ରେ ଏବଂ ଏହି ଚୁକ୍ତି ଟି କୁ ଫାଇନାଲ କରିଥିଲେ ସାହାରୁକ୍ ଙ୍କ ମ୍ୟାନେଜର ପୂଜା । ଏହା ସହିତ ଏହି ଚୁକ୍ତି ରେ ସାମିଲ ଥିଲେ କେ ପି ଗୋସ୍ୱାମୀ ଏବଂ ଶ୍ୟାମ ଡିଶୁଜା । ଉଭୟ କଥା ବାର୍ତ୍ତା ହୋଇଥିଲେ ଏହି ଚୁକ୍ତି ବିଷୟରେ ଏବଂ ଯାହାକୁ ଶୁଣିଥିଲେ କେ ପି ଗୋସ୍ୱାମୀ ଙ୍କ ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡ ପ୍ରଭାକର ।

 

ସିକ୍ୟୁରିଟି ଗାର୍ଡ ଏହା କହିଥିଲେ କି ଏକ ଖାଲି ପେପର ରେ ଦସ୍ତଖତ ନେଇଥିଲେ ସମୀର ୱାଂଖାଡେ । ତେବେ ଏହା ପ୍ରଶ୍ନ ଆସୁଛି ଯେ ପୂଜା ଯଦି ଏହି ଚୁକ୍ତି ବିଷୟରେ ଜାଣିଥିଲେ ତେବେ କାହିଁକି ସେ ମୁହଁ ଖୋଲିଲେ ନାହିଁ । ଆଉ ଏ ପର୍ଯ୍ୟନ୍ତ ସାହାରୁକ୍ ଖାନ୍ ଏବଂ ତାଙ୍କ ମ୍ୟାନେଜର ପୂଜା କାହିଁକି କିଛି ପ୍ରତିକ୍ରିୟା ରଖୁ ନାହାନ୍ତି ।

 

ନା ଏ ସବୁ ହେଉଛି ଏକ ମନ ଗଢା କାହାଣୀ ଯାହାକି ଏନ୍-ସି-ବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖାଡେ ଙ୍କୁ ଫସା ଇବା ପାଇଁ । କାହିଁକି ନା ସାହାରୁକ୍ ଙ୍କ ପୁଅ ଏବେ ଗୋଟେ ମାସ ହେବ ରହିଛନ୍ତି ଆର୍ଥର ରୋଡ ଜେ-ଲ ରେ । ଆଉ କୌଣସି ବି ବଡ ବଡ ଓ-କି-ଲ ଏବେ ତାଙ୍କର ବେ-ଲ କରାଇ ପାରୁ ନାହାଁନ୍ତି । ତେବେ ଏହା କଣ ଏକ ପ୍ଲାନ୍ ସମୀର ଙ୍କ ଉପରେ ଆ-ରୋ-ପ ଲଗାଇ ଆର୍ଯ୍ୟାନ୍ ଙ୍କ ବେ-ଲ କରାଇବା ପାଇଁ । ତେବେ ଏ ନେଇ ସାହାରୁକ୍ ଏ ପର୍ଯ୍ୟନ୍ତ କୌଣସି ବି ପ୍ରତିକ୍ରିୟା ଦେଇ ନାହାନ୍ତି। 

 

କେ ପି ଗୋସ୍ୱାମୀ ଙ୍କ ସିକ୍ୟୁରୀଟି ଗାର୍ଡ ଙ୍କ କହିବା ଅନୁସାରେ ପୂଜା ଆସିଥିଲେ ଏକ ନୀଳ ରଙ୍ଗର ମର୍ଶିଦିଜ ଗାଡ଼ି ଭିତରେ ଏବଂ କେ ପି ଗୋସ୍ୱାମୀ, ଶ୍ୟାମ ଦିଶୁଯା ଏବଂ ପୂଜା ଙ୍କ ମଧ୍ୟରେ ଏକ ପ୍ରକାରର ଚୁକ୍ତି ହୋଇଥିଲା । ସେହି ଚୁକ୍ତି ରେ ୧୮ ଟଙ୍କା ର ଏକ ଚୁକ୍ତି ଫାଇନାଲ ହୋଇଥିଲା ଯେଉଁଥିରୁ ୮ କୋଟି ଟଙ୍କାରେ ନେଇଥାନ୍ତି ସମୀର ୱାଙ୍ଖାଡେ ଏବଂ ତାଙ୍କର ଏନ୍- ସି – ବି ଟିମ୍ ଏବଂ ବାକି ୧୦ କୋଟି ଟଙ୍କା କୁ ସେମାନେ ନିଜ ନିଜ ଭିତରେ ଭାଗ ବଣ୍ଟି ଥାନ୍ତେ। 

 

ତେବେ ହୋଇଥିବା ଏହି ଅଭିଯୋଗ କୁ ଖ-ଣ୍ଡ-ନ କରିଛନ୍ତି ଏନ୍- ସି- ବି ଏବଂ କହିଚନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ତେବେ ଯଦି ଏହା ମିଛ ତାହେଲେ ପ୍ରଶ୍ନ ଉଠୁଚି ଯେ ସିକ୍ୟୁରିଟି ଗାର୍ଡ ପ୍ରଭାକର ଏପରି ମନ ଗଢା କାହାଣୀ କାହିଁକି କହିଛନ୍ତି । ଆଉ ମଧ୍ୟ ଏକ କଥା ଯେ ଯଦି ସମୀର ୱାଙ୍ଖାଡେ ଙ୍କୁ କୌଣସି ଚୁକ୍ତି କରିବାର ଥିଲା ତାହେଲେ ସେ ସିଧାସଳଖ ସାହାରୁକ୍ ଙ୍କ ସହ ଚୁକ୍ତି କରି ପାରିଥାନ୍ତେ। 

 

ଏହା ପରେ ମଧ୍ୟ ଏହା ଏକ ପ୍ରଶ୍ନ ଆସୁଛି ଯେ ସାହାରୁକ୍ କଣ ଏତେ ତଳକୁ ଖସି ଯିବେ ଯେ ୨୫ କୋଟି ର ଚୁକ୍ତି କୁ କମାଇ ୧୮ କୋଟି କରିବେ । ତେବେ ବଡ ପ୍ରଶ୍ନ ଏହା ରହିଛି ଯେ ଏ ନେଇ କେବେ ମୁହଁ ଖୋଲିବେ ସାହାରୁକ୍ ଏବଂ ତାଙ୍କର ମ୍ୟାନେଜର ପୂଜା । ତେବେ ଯାହା ଜଣା ପଡ଼ୁଛି ଯେ ସମୀର ୱାଙ୍ଖାଡେ ଙ୍କ ଭାବ ମୂ-ର୍ତ୍ତି କୁ କାଦୁଅ ପକାଇବା ପାଇଁ ଏଭଳି ପ୍ଲାନ୍ ରଚା ଯାଇଛି ।ତେବେ ଦେଖା ଯାଉ ଏହି ଘଟଣା ରେ ଆଗକୁ କେଉଁ ସବୁ ନୂଆ ତଥ୍ୟ ସା-ମ୍ନା କୁ ଆସୁଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *