ସିନେ ଜଗତ ରେ ଶୋକର ଛାୟା । ଫୁଣି ଆ-ତ୍ମ-ହ-ତ୍ୟା କଲେ ଏହି ଅଭିନେତ୍ରୀ….

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସିନେ ଜଗତ ର ଏହି ଅଭିନେତ୍ରୀ ଜଣଙ୍କ କେଉଁ କାରଣରୁ ଆତ୍ମ ହ-ତ୍ୟା କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଦୁଃ-ଖ ଦାୟକ ଖବର ସାମ୍ନା କୁ ଆସିଛି। ଖବର ଟି ହେଉଛି ସିନେମା ଜଗତର ଏକ ବଡ ଅଭିନେତ୍ରୀ କରିଛନ୍ତି ଆତ୍ମ ହ-ତ୍ୟା । ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ଏବଂ ଅନେକ ଗୁଡ଼ିଏ ସିନେମା ରେ କାମ କରି ସାରିଛନ୍ତି । ତାଙ୍କୁ ହୋଇଥିଲା ମାତ୍ର ୨୫ ବର୍ଷ , ଏତେ କମ୍ ବୟସ ରେ ସେ ଦୁନିଆ କୁ ଲବିଦା କହିଦେଇଛନ୍ତି ।

 

ଆମ ଦେଶ ହେଉଛି କଳା , ସଂ-ସ୍କୃ-ତି ର ଦେଶ । କିନ୍ତୁ ଆମ ଦେଶ ରେ କଳାକାର ମାନେ ନିଜର ଜୀବନ କୁ ଆତ୍ମ ହ-ତ୍ୟା କରି ହରାଇ ଦେବା , ବର୍ତ୍ତମାନ ର ସବୁଠୁ ବଡ ଦୁଃଖ ର ବିଷୟ ପାଲଟି ଯାଇଛି । ମାତ୍ର ୨୫ ବର୍ଷ ବୟସ ସୌଜନ୍ୟା ଏହି ଦୁନିଆ କୁ ଛାଡ଼ି ଚାଲି ଯାଇ ଛନ୍ତି । ସୂଚନା ମୁତାବକ ସେ ନିଜର ରୁମ୍ ଭିତରେ ଆତ୍ମ ହ-ତ୍ୟା କରିଛନ୍ତି । ଏହି ଗୁରୁ ବାର ଦିନ ତାଙ୍କ ର ରୁମ୍ ରୁ ତାଙ୍କର ମୃ-ତ ଦେହ ଉ-ଦ୍ଧା-ର କରାଯାଇଛି ।

 

 ସେ ତାଙ୍କ ପରିବାର ସହ ବାଙ୍ଗାଲୋର ରେ ରହୁଥିଲେ ଏବଂ ସେଠାରେ ହିଁ ସେ ଆତ୍ମ ହ-ତ୍ୟା କରିଛନ୍ତି । ତାଙ୍କ ରୁମ୍ ରୁ ପୋ-ଲି-ସ ତାଙ୍କର ମୃ-ତ ଶରୀର କୁ ଜ-ବ-ତ କରିଛି । ତାଙ୍କ ଘରୁ ମଧ୍ୟ ଏକ ଲେଖା ମିଳିଛି ଯେଉଁ ଥୀରେ ଏହା ଲେଖା ଅଛି ଯେ ସେ ତାଙ୍କର ସ୍ଵା-ସ୍ଥ୍ୟଗତ ସ-ମ-ସ୍ୟା କୁ ନେଇ ମାନସିକ ଭାବରେ ଭାରା କ୍ରା-ନ୍ତ ଥିଲେ ଏବଂ ଆତ୍ମ ହ-ତ୍ୟା କରୁ ଥିବାରୁ ନିଜର ବାପା ଓ ମାଆ ଙ୍କୁ କ୍ଷମା ମାଗିଛନ୍ତି ।

 ତାଙ୍କର ମୃ-ତ ଶରୀର କୁ ପୋ-ଲି-ସ ଜବତ କରିଛି ଏବଂ ଏହା ପରେ ଏକ ମା-ମ-ଲା ରୁ-ଜୁ ହୋଇଛି ଏବଂ ପୋ-ଲି-ସ ତାର ତ-ଦ-ନ୍ତ ଆରମ୍ଭ କରିଦେଇଛି । ସୌଜନ୍ୟା ଙ୍କ ମୃ-ତ୍ୟୁ ଖବର କୁ ନେଇ କାନାଡା ର ଅଭିନୟ ଜଗତ ରେ ଶୋ-କ ର ଛାୟା ଖେଳି ଯାଇଛି । ସେ ଯେ କୌଣସି ସ୍ଥାନ ର ଅଭିନେତ୍ରୀ ହୁଅନ୍ତୁ ନା କାହିଁକି ଏହି ଭଳି ଖବର ଶୁଣିଲା ମାତ୍ରେ ସମସ୍ତଙ୍କ ମନ ରେ ଦୁଃ-ଖ ଆସିଯାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *