ଫୁଣି ଫାଶୀ ଲଗେଇ ଆ-ତ୍ମ-ହ-ତ୍ୟା କଲେ ଏହି ହିରୋଇନ । ଜାଣନ୍ତୁ କିଏ ସେହି ହିରୋଇନ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆ-ତ୍ମ-ତ୍ୟା-ଗ କରିଲେ କନ୍ନଡ଼ ଅଭିନେତ୍ରୀ । ଆଉ ଏକ ଦୁଃ-ଖ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଆ-ତ୍ମ-ତ୍ୟା-ଗ ହୋଇନଥାଏ । ତେଣୁ ପ୍ରତି ଟି ପ୍ରତିକୂଳ ପରିସ୍ଥିତି ରେ ଜୀବନ ସହିତ ଯୁ-ଦ୍ଧ କରି ଜିତିବା ଟା ହିଁ   ଅସଲି ଜୀବନ କୁହାଯାଇଥାଏ । ତେବେ ଏପରି  କରି ଅନେକ ଲୋକ ପ୍ରତି ଦିନ ଜୀବନ ହରିଥାନ୍ତି । ଗତ ବର୍ଷ ଏହିପରି ଭାବେ ଏକ ଦୁଃ-ଖ-ଦ ଘଟଣା ହଠାତ୍ ସାମ୍ନା କୁ ଆସିଥିଲା ଯେ ଜଣେ ଅତି ଚମତ୍କାର କଳାକାର ସୁଶାନ୍ତ ସିଂ ରାଜପୁତ  ଜୀବନ ହା-ରି ଦେଇଥିଲେ । ତେବେ ସେହିପରି ଏକ ଦୁଃ-ଖ-ଦ ଘଟଣା ଆଉ ଥରେ ଏଇ ବର୍ଷ ମଧ୍ୟ ଘଟିଛି । ଜଣେ ଅଭିନେତ୍ରୀ ଆ-ତ୍ମ-ତ୍ୟା-ଗ କରିଦେଇଛନ୍ତି । 

 

ନିଜ କୁ ପ୍ରତିଷ୍ଠିତ ନ କରି ପାରି ବା ପ୍ରତି ଟି ସ୍ଥାନ ରୁ ଅ-ସ-ହା-ୟ ହୋଇ ଫେରିବା ପରେ ଯେତେ ବେଳେ ଜଣେ ବଞ୍ଚିବା ର ରାସ୍ତା ଛାଡି ଦେଇ ଥାଏ , ସେତେବେଳେ ତା ସାମ୍ନା ରେ ବଞ୍ଚିବା ର ପଥ ବନ୍ଦ ହୋଇଯାଏ । ସେ ସେଥିପାଇଁ ଆତ୍ମହତ୍ୟା କରିବା ମନବୃତ୍ତି ରେ ଆସିଯାଇଥାଏ । ସେହିପରି କୌଣସି ଏକ କରଣ ରୁ ସୁଶାନ୍ତ ସିଂ ରାଜପୁତ ଆ-ତ୍ମ-ତ୍ୟା-ଗ କରିଥିଲେ ଯାହା ପଛରେ କାରଣ କଣ ଏ ପର୍ଯ୍ୟନ୍ତ ବି ସିବିଆଇ ଖୋଜି ବାହାର କରିପାରିନାହିଁ । ତେବେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀ ଆ-ତ୍ମ-ତ୍ୟା-ଗ କରିବାର ଖବର ଆସି ପହଞ୍ଚିଛି।

 

 ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି କନ୍ନଡ ଟେଲିଭିଜନ ର ଅଭିନେତ୍ରୀ । ତାଙ୍କର ନାମ ହେଉଛି ସୌଜନ୍ୟା । ସେ ବେଙ୍ଗଲୋର ର କୁମ୍ବୁଲଗୁଡ଼ି ରେ ତାଙ୍କ ନିଜ ଘରେ ଆ-ତ୍ମ-ତ୍ୟା-ଗ କରିଛନ୍ତି ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସେ ରହୁଥିବା ଆପାର୍ଟମେଣ୍ଟ ରେ ନିଜ ପ୍ରା-ଣ ହରାଇଛନ୍ତି । ତାଙ୍କ କଠୋରି ରୁ ତାଙ୍କ ଶ-ବ ଉଦ୍ଧାର କରିଛି । ଏଥି ନେଇ ଏକ ମା-ମ-ଲା ରୁଜୁ କରାଯାଇଛି । ଏହାକୁ ନେଇ ତଦନ୍ତ ଚାଲିଛି । ମୃତ୍ୟୁ ପଛରେ ର-ହ-ସ୍ୟ କଣ ଜାଣିବାକୁ ଚେଷ୍ଟା କରିଥିଲେ ଆରକ୍ଷ ଅଧିକାରୀ । ତାଙ୍କର ବି-ୟୋ-ଗ କନ୍ନଡ଼ ଟେଲିଭିଜନ ରେ ଶୋ-କ ଖେଳାଇ ଦେଇଛି । ପୁରା କନ୍ନଡ଼ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇ ପଡିଛି । 

ତେବେ ମ-ରି-ବା ସମୟ ରେ ତାଙ୍କୁ ୨୫ ବର୍ଷ ହୋଇ ଥିଲା । ସେ କୋଡକୁ ଜିଲ୍ଲାର କୁସଲ୍ ନଗର ର ବାସିନ୍ଦା ଥିଲେ । ମାତ୍ର କାମ ପାଇଁ ବାଙ୍ଗାଲୋର ଯାଇଥିଲେ । ଆରକ୍ଷ ଅଧିକାରୀ ଆସନ୍ତା କାଲି ସୈାଜନ୍ୟା ଙ୍କ ମ-ର ଦେହ ଉଦ୍ଧାର କରିଛି । ଶ-ବ ସହିତ ସେହି ଘରୁ ଏକ ଆ-ତ୍ମ-ତ୍ୟା-ଗ ର ଟି ମିଳିଛି । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନାହି । ଏହି ସ୍ବାସ୍ଥ୍ୟ ଅବସ୍ଥା ଖ-ରା-ପ ଥିବାରୁ ସେ ମାନସିକ ଚିନ୍ତା ରେ ଥିଲେ । ଏଥି ପାଇଁ ସେ ଏଭଳି କରିଛନ୍ତି । ତେବେ ଏହି ନୋଟ୍ ରେ ଆ-ତ୍ମ-ତ୍ୟା-ଗ ପରି ଚରମ ପଦକ୍ଷେପ ନେଇ ଥିବାରୁ ସେ ତାଙ୍କର ବାପା ଓ ମାଆ ଙ୍କ ନିକଟ ରେ କ୍ଷ-ମା ପ୍ରାର୍ଥନା କରିଛନ୍ତି ।  ଏହା ପରେ ଆରକ୍ଷ ଅଧିକାରୀ ଏହି ଘଟଣା ଉପରେ ତ-ଦ-ନ୍ତ ଆରମ୍ଭ କରିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *