ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ମନ୍ତ୍ରୀ ପୁଅ ଙ୍କ ଭିଡ଼ିଓ ଭାଇରଲ ବିଷୟରେ ଆସନ୍ତୁ ଦେଖିବା ଓ ଜାଣିବା…
ଆପଣମାନେ ଦେଖୁଥିବେ ଆଜି କାଲି ସ୍ମାର୍ଟ ଫୋନ ଯୁଗରେ ଲୋକ ମାନେ କିଛି ଅଲଗା ଦେଖିଲେ ସଂଗେ ସଂଗେ ଭାଇରଲ କରୁଛନ୍ତି ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସେୟାର କେତେକାଂଶ ରେ ଭଲ ପ୍ରଭାବ ପଡୁଥିଲେ ବି ଆଉ କେତେକାଂଶ ରେ ଏହାର ଖରାପ ପ୍ରଭାବ ପଡୁଛି ଆଜି ଆମେ ଯେଉଁ ଭିଡ଼ିଓ ଆପଣ ମାନଙ୍କୁ ଦେଖେଇବାକୁ ଯାଉଛୁ ସେ ଭିଡ଼ିଓ ଟି
ଓଡିଶା ର mla ଅମର ସଠାପଥୀ ଙ୍କ ପୁଅ ବିବାହ ପରେ ବୋହୁ ନେଇ ଆସୁଥିବା ବେଳେ ଗାଡି ଭିତରେ ମନ୍ତ୍ରୀ ଙ୍କ ପୁଅ ବୋହୂ ଖୁସି ରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ…
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।