ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,NCB ଅଫିସର୍ ସମୀର ୱାଙ୍ଖେଡେ କେତେ ଟଙ୍କା ମାଗିଲେ ସମୀର ଜାଣିଲେ ହୋସ ଉଡିବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ର ଯୁଗରେ ଯୁବପିଢି ମାନେ ଅନେକ କୁ-କା-ର୍ଯ୍ୟ ଆଦିରେ ଲିପ୍ତ ରହୁଛନ୍ତି । ଯୁବପିଢି ଙ୍କ ଏଭଳି ଅ-ସା-ମା-ଜି-କ କାର୍ଯ୍ୟ ପାଇଁ ସମାଜରେ ନ-କା-ରା-ତ୍ମ-କ ପ୍ରଭାବ ପରିଲକ୍ଷିତ ହେଉଛି । ଆଜିକାଲି ର ଯୁବପିଢି ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତ ପରି କାର୍ଯ୍ୟ କରୁଛନ୍ତି । ତେବେ କିଛିଦିନ ତଳେ ଡ୍ର-ଗ୍ସ ମା-ମ-ଲା କୁ ନେଇ NCB କ୍ରୂଜ ଜାହାଜ ଉପରେ ଡେରା ପକାଇଥିଲା । ଏଥି ସମେତ ରେଡ୍ ହ୍ୟାଣ୍ଡ ରେ ୮ ଜଣକୁ NCB ଗି-ର-ଫ କରିଥିଲା । ତନ୍ମଧ୍ୟରୁ ଜଣେ ଥିଲେ କିଙ୍ଗ ଖାନ୍ ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ । ବର୍ତ୍ତମାନ ର ଯୁବପିଢି ଅଧିକତର ନି-ଶା ଦ୍ରବ୍ୟ ଆଦି ପ୍ରତି ଆସକ୍ତ ହୋଇଥାନ୍ତି ।
ତେବେ ଆର୍ଯ୍ୟାନ୍ ଖାନ୍ ଙ୍କ ଗି-ର-ଫ କୁ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ତେବେ ଆର୍ଯ୍ୟାନ୍ ଙ୍କୁ NCB ର ଅଫିସର୍ ସମୀର ୱାଙ୍ଖେଡେ ଗି-ର-ଫ କରିଥିଲେ । ତେବେ ବର୍ତ୍ତମାନ ସମୀର ୱାଙ୍ଖେଡେ କୁ ନେଇ ଏକ ପରିସ୍ଥିତି ଉପୁଜିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ । ଆର୍ଯ୍ୟାନ୍ ଙ୍କ କେ-ସ ସତୀଶ ମାନ୍ସିନ୍ଧେ ଲଢ଼ୁଥିବାର ସୂଚନା ମିଳିଥିଲା । କିନ୍ତୁ ଆଜିକୁ ପ୍ରାୟ ୪ ଥର ବେ-ଲ୍ ପାଇଁ ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ କରିଦିଆ ଯାଇଥିଲା । ତେବେ ଆର୍ଯ୍ୟାନ୍ ଙ୍କୁ ଜେ-ଲ କାରାଗାର ରୁ ମୁକୁଲାଇବା ପାଇଁ ସାହାରୁକ୍ କରୁଛନ୍ତି ଷ-ଡ଼-ଯ-ନ୍ତ୍ର । NCB ଅଫିସର୍ ସମୀର ୱାଙ୍ଖେଡେ ଙ୍କ ନାଆରେ ଆସିଛି ଏକ ବଡ଼ ଅ-ଭି-ଯୋ-ଗ।
ଆର୍ଯ୍ୟାନ୍ ଙ୍କୁ ଛାଡ଼ିବା ପାଇଁ NCB ଅଫିସର୍ ସମୀର ୱାଙ୍ଖେଡେ ସାଜାରୁଖ ଙ୍କୁ ୨୫ କୋଟି ଟଙ୍କା ମାଗିଥିବାର ଅ-ଭି-ଯୋ-ଗ ଆସିଛି । ଆଉ ଏହି ଡ଼ିଲ କୁ ଶାହାରୁଖ ଙ୍କ ମ୍ୟାନେଜର ପୂଜା ଦାଦଲାଣି କରିଥିଲେ ବୋଲି ସୂଚନା ମିଳିଛି । ତେବେ NCB ଅଫିସ ରେ ୧୮ କୋଟି ଟଙ୍କାରେ ଡିଲ ଫାଇନାଲ ହୋଇଥିବାର ସୂଚନା ଦେଇଥିଲେ ସେକ୍ୟୁରିଟି ପ୍ରଭାକର ସେଲ୍ । ତେବେ ଏହି ଡିଲ୍ ରେ ସମୀର ଙ୍କ ସମେତ କେ ପି ଗୋଷାବି ଏବଂ ଶ୍ୟାମ ଦିଶୋଜା ସଂପୃକ୍ତ ଥିବାର ସୂଚନା ଦେଇଥିଲେ ପ୍ରଭାକର ସେଲ୍ । ତେବେ ଏନେଇ ସାହରୁକ୍ ଓ ମ୍ୟାନେଜର ପୂଜା ଙ୍କ ପାଖରୁ କୌଣସି ସୂଚନା ମିଳିନାହିଁ । ତେବେ ପ୍ରଶ୍ନ ଉଠୁଛି ଯଦି ସମୀର ଟଙ୍କା ମାଗିଥାନ୍ତେ ତେବେ ସେ ପ୍ରତ୍ୟକ୍ଷ ଭାବରେ ସାହରୁକ୍ ଙ୍କୁ କହିଥାନ୍ତେ ।
ତେବେ ଏହା କଣ NCB ଅଫିସର୍ ସମୀର ୱାଙ୍ଖେଡେ ଙ୍କୁ ବ-ଦ-ନା-ମ କରିବାର ପ୍ଲାନ୍ । ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ପୁଅ ଆର୍ଯ୍ୟାନ୍ ଜେ-ଲ ରେ ରହିଛି ବଡ଼ ବଡ ଓକିଲଙ୍କ ପ୍ରୟାସ ସତ୍ତ୍ଵେ ବି କୌଣସି ବେ-ଲ୍ ମିଳିପାରିନାହିଁ । ପ୍ରଭାକର ସେଲ୍ ଙ୍କ କହିବା ଅନୁଯାୟୀ ଏକ ନୀଳ ଗାଡ଼ିରେ ପୂଜା ଆସିଥିଲେ ଏବଂ ଏହି ଡ଼ିଲ୍ ଫାଇନାଲ କରିଥିଲେ । କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ଏସବୁ ମି-ଥ୍ୟା ବୋଲି NCB ପକ୍ଷରୁ ସୂଚିତ କରାଯାଇଛି । ସମୀର ଙ୍କ ଉପରେ ପୂର୍ବରୁ ଅନେକ ନେତା ମନ୍ତ୍ରୀ ଆରୋପ ଲଗାଇଛନ୍ତି । ହେଲେ ଏହି ଆରୋପ ସତ କି ମି-ଛ ଏହା ସମୟ କହିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।