ଭାରତ ହାରିଲା ପରେ ପାକିସ୍ତାନ ସୋଏବ ଅକ୍ତର ଭାରତ କୁ କଲେ ଏମିତି କଟାକ୍ଷ । Watch Video…

 

ସୋଏବ ଅକ୍ତର କଲେ ଭାରତ କୁ କଟାକ୍ଷ ଯେଉଁ Video ଦେଖି ଭାରତ କ୍ରିକେଟ ପ୍ରେମୀଙ୍କ ଦେହରେ ନିଆଁ ଲାଗିଛି । ତେବେ ଆସନ୍ତୁ ଦେଖିବା Video କେମିତି କରିଥିଲେ କଟାକ୍ଷ ।

ଗତ ରବିବାର ଦିନ ଖେଳାଯାଇଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚରେ ପାକିସ୍ତାନ ୧୦ ଟି ୱି-କେ-ଟ ରେ ଭାରତ କୁ ପରାଜିତ କରିଛି , ସେହି ମ୍ୟାଚ୍ ରେ ଭାରତ ଗୋଟେ ମଧ୍ୟ ୱି-କେ-ଟ ଅକ୍ତିଆର କରି ପାରି ନଥିଲା। ୨୯ ବର୍ଷ ମଧ୍ୟରେ ହୋଇଥିବା  ବିଶ୍ୱକପ ମଧ୍ୟରେ  ପାକିସ୍ତାନ ପ୍ରଥମ ଥର ପାଇଁ ଭାରତ ବି-ପ-କ୍ଷ ରେ ଜିତିଛି। ଗତ ମ୍ୟାଚ୍ ରେ  ପାକିସ୍ତାନ ବି-ପ-କ୍ଷ ରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ସେହି ମ୍ୟାଚ୍ ରେ କୋହଲିଙ୍କ ୫୭ ରନ୍ ପାଇଁ ୧୫୧ ରନ ସଂଗ୍ରହ କରିଥିଲେ । ଭାରତ ୧୫୨ ରନ ର ଲକ୍ଷ୍ୟ ରଖିଥିଲା ପାକିସ୍ତାନ ଆଗରେ । 

 

କିନ୍ତୁ ଅପର ପକ୍ଷରେ  ପାକିସ୍ତାନ ଟିମ୍ ର ଓପନର ବ୍ୟା-ଟ୍ସ-ମ୍ୟା-ନ୍ ମହମ୍ମଦ ରିଜୱାନ୍ ଏବଂ ବାବର ଆଜାମ ଙ୍କ ଚ-ମ-ତ୍କା-ର ପ୍ରଦର୍ଶନ ଫଳରେ ପାକିସ୍ତାନ ଦଳ ୧୦ ଟି ୱିକେଟ ରେ ବିଜୟ ପ୍ରାପ୍ତ କରିଥିଲା । ସେହି ମ୍ୟାଚ୍ ରେ ମହମ୍ମଦ ରିଜୱାନ୍ କରିଥିଲେ ୭୯ ଏବଂ ବାବର ଆଜାମ କରିଥିଲେ ୬୮ ରନ ।

 

 କିଛି ଦିନ ସୋଏବ ଅଖ ତର ଙ୍କୁ ହରଭଜନ ସିଂ ଏହା କହିଥିଲେ ଯେ ” ସମସ୍ତ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ରେ ଭାରତର ଉ-ତ୍କୃ-ଷ୍ଟ ହିଁ ପ୍ରଦର୍ଶନ କରିଛି ସେଥିପାଇଁ ପାକିସ୍ତାନ ଏହି ମ୍ୟାଚ୍‌ରେ ଭାରତକୁ ଏକ ପଦଯାତ୍ରା ଦେବା ଉଚିତ୍ । ଭଜି ଏମିତି କହିଥିଲେ କି ତୁମେ ଆମ ସହ ଖେଳିବ ଆଉ ହାରିଯିବ , କାହିଁକି ନା ଭାରତ ବି-ପ-କ୍ଷ ରେ ପାକିସ୍ତାନ ଦଳ ଜିତିବାର କୌଣସି ବି ସମ୍ଭାବନା ନାହିଁ ।

 

 ଏହା ପରେ କହିଥିଲେ ଯେ ଭାରତ ହେଉଛି ଏକ ଶକ୍ତିଶାଳୀ  ଦେଶ, ମାରିକି ଉଡ଼ାଇ ଦେବ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ର ବିଜୟ ପରେ ଶୋଏବ କହିଛନ୍ତି ଯେ ,”କଣ  ହରଭଜନ ସିଂଙ୍କୁ ଏବେ ଏକ ପଦଯାତ୍ରା କରିବାକୁ ପଡିବ କି ? ହରଭଜନ ସିଂ ଙ୍କ କ୍ଷତ ଉପରେ ଲୁଣ ଛିଞ୍ଚିଥିବା ଶୋଏବ ଏକ ଭିଡିଓ ମେସେଜ ଟ୍ୱି-ଟ କରିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *