କଟକ ରୁ ଗିରଫ ହେଲେ ଲେଡି Don ମାନସୀ । ଆସନ୍ତୁ ଜାଣିବା ମାନସୀ ଙ୍କ କାରନାମା ବିଷୟରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଟକ ରୁ ଗି-ର-ଫ ହେଲା ଲେଡୀ ଡନ ମାନସୀ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦିନକୁ ଦିନ ସମାଜ କ-ଳୁ-ଷି-ତ ହୋଇଚାଲିଛି । ସମାଜ ଯେତେ ସଭ୍ୟ ହବାକୁ ଚାହିଁଲେ ମଧ୍ୟ କିଛି ଅ-ନୈ-ତି-କ ଲୋକ ଙ୍କ କାର୍ଯ୍ୟ କଳାପ ସମାଜ କୁ ତଳିତଳାନ୍ତ କରିଦେଉଛି । ଧୀରେ ଧୀରେ ସମାଜ ଏପରି ସବୁ ଦୁ-ର୍ନୀ-ତି ଓ ଅ-ନୀ-ତି କାର୍ଯ୍ୟ ରେ ଯୋଡ଼ିତ ହେଉଛି ଯାହା ସାଧାରଣ ଲୋକ କେବେ ଶୁଣି ନଥିବେ କିମ୍ବା ଜାଣି ନଥିବେ । ଆଜିକାଲି ର ସ୍ୱା-ର୍ଥ-ପ-ର ସମାଜ ରେ ସମସ୍ତେ ଟଙ୍କା ଲୋ-ଭୀ ପାଲଟି ଯାଇଛନ୍ତି । ଚୋ-ରୀ ଡ-କା-ୟ-ତି ମା-ରି-ବା କିଛି କରିବାକୁ ପଛାଉ ନାହିଁ ଏହି ମଣିଷ । ଟଙ୍କା ଲୋ-ଭ ରେ ମଣିଷ ମନୁସତ୍ୟ ହରାଇ ଦେଇଛି । ଗୁ-ଣ୍ଡା-ଗ-ର୍ଦି, ଦା-ଦା-ଗି-ରି ଯେମିତି ମଣିଷ ର ପେଶା ହୋଇଯାଇଛି । 

 

ଟଙ୍କା କିପରି ସହଜ ରେ କମାଇବ ଭାବି ମଣିଷ ଅନ୍ୟ ମଣିଷ ର କ୍ଷ-ତି କରିବା ପୂର୍ବରୁ ଥର ଟିଏ ହେଲେ ଭାବୁନାହିଁ । ଏଭଳି ଏକ ଟଙ୍କା ପାଇଁ ଗୁ-ଣ୍ଡା ଗ-ର୍ଦୀ କରି ଟଙ୍କା ହ-ଡ଼-ପ କରୁଥିବା ଲେଡୀ ଡନ କୁ ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ ।ବିଖ୍ୟାତ ଗ୍ୟା-ଙ୍ଗ-ଷ୍ଟା-ର ଶକିଲ ର ଗର୍ଲଫ୍ରେଣ୍ଡ୍ ଲେଡୀ ଡନ ମାନସୀ କୁ ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ । ଗୁ-ଣ୍ଡା-ଗ-ର୍ଦୀ ଦେଖାଇ ଦାଦା ବଟି ମାଗିବା ତା ପାଇଁ ଥିଲା ପ୍ରତ୍ୟେକ ଦିନ ର କାମ । ତା ପାଇଁ ମା-ରି-ବା-କୁ ମଧ୍ୟ ପଛାଉ ନଥିଲା ସେ । ଏହି ମା-ମ-ଲା ରେ ଜେ-ଲ୍ ବି ଯାଇଛି ଏହି ଲେଡୀ ଡନ୍ ମାନସୀ । ଆଜି କଟକ ରେ ଧରା ପଡ଼ିଛି ଏହି ଗ୍ୟା-ଙ୍ଗ-ଷ୍ଟା-ର ମାନସୀ । 

 

ବିଲଡର ଙ୍କୁ ଦାଦା ବଟି ମାଗିବା ଏବଂ ତାଙ୍କୁ ଆ-କ୍ର-ମ-ଣ କରିବା ଅ-ଭି-ଯୋ-ଗ ରେ ଲେଡୀ ଡନ ମାନସୀ ନାୟକ କୁ ଆଜି ଗି-ର-ଫ କରିଛି କଟକ କମିଶନରେଟ ଆରକ୍ଷୀ ଅଧିକାରୀ । ମାନସୀ ସହ ତାର ଦୁଇଜଣ ସହଯୋଗୀ କୁ ମଧ୍ୟ ଗି-ର-ଫ କରିଛନ୍ତି ଆରକ୍ଷ ଅଧିକାରୀ । ମାନସୀ ର ଘର ହେଉଛି ଜଗତସିଂହପୁର ଜିଲ୍ଲା ରେ । କିଛି ଦିନ ତଳେ ସେ କଟକ ର ଲାଲବାଗ ଥାନା ଅଂଚଳ ର ଜଣେ ବିଲଡର ଙ୍କୁ ଦାଦା ବଟି ମାଗିଥିଲେ । ତା ସହ ବିଲଡର କୁ ଆ-କ୍ର-ମ-ଣ ମଧ୍ୟ କରିଥିଲା ଲେଡୀ ଡନ୍ ମାନସୀ । ବିଲଡର ଜଣଙ୍କ ଏହି ବି-ରୁ-ଦ୍ଧ-ରେ ଥା-ନା ରେ ଅ-ଭି-ଯୋ-ଗ କରିବା ପରେ ଆରକ୍ଷୀ ଅଧିକାରୀ ତୁରନ୍ତ ଆକ୍ସନ ନେଇଥିଲେ ଏବଂ ମାନସୀ କୁ ଗି-ର-ଫ କରିଥିଲେ। 

 

ପ୍ରଥମେ ମାନସୀ ଗ୍ୟା-ଙ୍ଗ-ଷ୍ଟା-ର ଶକିଲ୍ ର ସହଯୋଗୀ ଭାବେ କାମ କରୁଥିଲା । ପରବର୍ତ୍ତୀ ସମୟରେ ସେ ଶକିଲ୍ ର ଗର୍ଲଫ୍ରେଣ୍ଡ୍ ହୋଇଥିଲା ଏବଂ ଶକିଲ୍ ର ଇଶାରା ରେ ହିଁ ସେ ଏସବୁ କାମ କରୁଥିଲା ବୋଲି ଆରକ୍ଷୀ ଅଧିକାରୀ ଆଗରେ ସ୍ବୀକାର କରିଛି । ମାନସୀ ନା ରେ ଥା-ନା ରେ ଏକାଧିକ ଅ-ପ-ରା-ଧି-କ ରେ-କ-ର୍ଡ ମଧ୍ଯ ରହିଛି । ୨୦୧୪ ରେ ଏକ ମା-ମ-ଲାରେ ଜଗତସିଂପୁର ରୁ ମାନସୀ କୁ ଗି-ର-ଫ କରିଥିଲା ଆରକ୍ଷୀ ଅଧିକାରୀ । ଗି-ର-ଫ ପରେ କୋ-ର୍ଟ ଚାଲାଣ ମଧ୍ୟ ହୋଇଥିଲା । ତେବେ ପରେ ସେ ଜାମିନ ପାଇ ଯାଇଥିଲା । ଏବେ ପୁଣିଥରେ ସେ ତାର ଦା-ଦା-ଗି-ରି ଚଳାଇଥିବା ଖବର ପାଇ ତାକୁ ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ । ଏହି ମା-ମ-ଲା-ରେ ଆରକ୍ଷୀ ଅଧିକାରୀ ଅଧିକ ତ-ଦ-ନ୍ତ ଚଳାଇଛି । ଏଥିରେ ଆଉ କିଏ ସାମିଲ ଅଛି ତାହା ଖୋଳ ତାଡ଼ କରିବାରେ ଲାଗିଛି ଆରକ୍ଷୀ ଅଧିକାରୀ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *