ସାରୁଖାନ ନେଲେ ପ୍ରତିଶୋଧ ! ଏମିତି ବିପଦରେ ପଡିଲେ NCB ଅଫିସର ସମୀର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆର୍ୟ୍ଯନ୍ ଖାନ୍ ଙ୍କ କେ-ସ୍ କୁ ନେଇ ଆସିଲା ଏକ ବଡ ଖବର, ସାକ୍ଷୀ ସାଜିଲା ଶ-ତ୍ରୁ, ଲା-ଞ୍ଚ ଅ-ଭି-ଯୋ-ଗରେ ସମୀର ୱାଙ୍ଖେଡେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆର୍ୟ୍ଯନ୍ ଖାନ୍ ଙ୍କୁ ଏନ୍ସିବି ହାତାହାତି ଡ୍ର-ଗ୍ସ ନେବାର ଧରିବା ପରେ ଆ-ରେ-ଷ୍ଟ କରି ଆଣି ଅନେକ କଥା ପଚରାଉଚରା କରିଥିଲା। ଆର୍ୟ୍ଯନ୍ କିନ୍ତୁ କହିଥିଲେ କି ତାଙ୍କୁ ସେଠାକୁ ଗେଷ୍ଟ ହିସାବରେ ଡକା ଯାଇଥିଲା, ସେ ସେଠାରେ ଥିବା ଡ୍ର-ଗ୍ସ ସମ୍ପର୍କରେ କିଛି ବି ଜାଣି ନାହାଁନ୍ତି, ଯେହେତୁ ସିପ୍ ରେ ଏକ କୋଣରେ କୋଠରୀ ମଧ୍ୟରେ ଆର୍ୟ୍ଯନ୍ ଡ୍ର-ଗ୍ସ ନେଉଥିବାର ଏନ୍ସିବି ନିଜ ଆଖିରେ ଦେଖିଥିଲା, ସେଥିପାଇଁ ସେ ଆର୍ୟ୍ଯନ୍ ଙ୍କ ର ଏହି କଥାକୁ ଏତେ ସହଜରେ ଗ୍ରହଣ କରିଲା ନାହିଁ। ଆର୍ୟ୍ଯନ୍ ଙ୍କ ସମେତ ଆହୁରି ୭ଜଣଙ୍କୁ ଆ-ରେ-ଷ୍ଟ କରି ଆଣିଥିଲା ଏନ୍ସିବି। ଏହାପରେ ଏନ୍ସିବି ଆର୍ଯ୍ୟନ୍ ଙ୍କୁ କୋ-ର୍ଟ ଫର୍ୱାଡ୍ କରିଦେଇଥିଲା, କୋ-ର୍ଟ ଅନେକ ଦିନ ପର୍ଯ୍ୟନ୍ତ ଆର୍ୟ୍ଯନ୍ ଙ୍କୁ ନେଇ ନିଷ୍ପତ୍ତି ନେଇ ପାରୁନଥିଲେ। ଅକ୍ଟୋବର ୨୦ ତାରିଖ ଉଭୟ ପକ୍ଷଙ୍କ କଥା ଶୁଣିବା ପରେ ଆର୍ୟ୍ଯନ୍ ଙ୍କ ବେଲ୍ କୁ କୋ-ର୍ଟ ଖା-ର-ଜ କରିଦେଇଛନ୍ତି। 

 

ଏବେ କିନ୍ତୁ ଏନ୍ସିବି କୁ ନେଇ ଏକ ନୂଆ କଥା ଶୁଣିବାକୁ ମିଳିଛି,ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଛାଡ଼ିବା ଲାଗି ଅନ୍ୟ ଜଣେ ସାକ୍ଷୀଙ୍କ ମାଧ୍ୟମରେ ‘ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ର କ୍ଷେତୀୟ ନିର୍ଦେଶକ ସମୀର ଓ୍ଵଙ୍ଖେଣ୍ଡେ ୨୫ କୋଟି ଟଙ୍କା ଲା-ଞ୍ଚ ମାଗିଥିବା କଥା ଜଣେ ସା-କ୍ଷୀ ଅ-ଭି-ଯୋ-ଗ କରିବା ପରେ ‘ଏନ୍‌ବିସି’ ସମୀରଙ୍କ ବି-ପ-କ୍ଷ-ରେ ଭିଜିଲନ୍‌ସ୍‌ ତ-ଦ-ନ୍ତ କରିବାକୁ ଆଦେଶ ଦେଇଛି।ଆର୍ଯ୍ୟନ୍‌ ଖାନ୍‌ ଡ୍ର-ଗ୍‌ ମା-ମ-ଲାର ଅନ୍ୟତମ ସାକ୍ଷୀ ପ୍ରଭାକର ସେଲ୍‌ ଶ-ତ୍ରୁ ପାଲଟି ଯାଇଥିବା କଥା ଆଜି ‘ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ ଆଜି ସକାଳେ ମୁମ୍ବାଇ ସେସନ୍‌ ଅ-ଦା-ଲ-ତଙ୍କୁ କହିଥିଲା। ଏହି ମା-ମ-ଲାରେ ଲା-ଞ୍ଚ କାରବାର ହୋଇଥିବା କଥା ଶୁଣିଛନ୍ତି ବୋଲି ସେ ଅ-ଭି-ଯୋ-ଗ କରିଥିଲେ।ଏନ୍‌ସିବି’ ଉପମହାନିର୍ଦେଶକ ଜ୍ଞାନେଶ୍ୱର ସିଂହ କହିଛନ୍ତି, ମୋ ତତ୍ତ୍ୱାବଧାନରେ ଏହି ଅ-ଭି-ଯୋ-ଗର ତ-ଦ-ନ୍ତ ହେବ। 

 

ଓ୍ଵାଙ୍ଖେଣ୍ଡେ ପଦବୀରେ ରହିବେ କି, ନାହିଁ ବୋଲି ପଚାରିବାରୁ ସେ କହିଲେ, ଏବେ ସେ ବିଷୟରେ କହିବା ଅନୁଚିତ। ଆମେ ତ-ଦ-ନ୍ତ ଆରମ୍ଭ କରିଛୁ।ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ମଙ୍ଗଳବାର ଦିନ ସମୀର ଓ୍ଵାଙ୍ଖେଣ୍ଡେ ଦିଲ୍ଲୀସ୍ଥିତ ‘ଏନ୍‌ସିବି’ର ମୁଖ୍ୟାଳୟରେ ହାଜର ହେବେ।ସମୀର ତାଙ୍କୁ ଧ-ମ-କ ଦେବାକୁ ଉଦ୍ୟମ ଏବଂ ତ-ଦ-ନ୍ତରେ ବ୍ୟାଘାତ ସୃଷ୍ଟି କରାଯିବା ସଙ୍କ୍ରାନ୍ତରେ ଅବଗତ ହେବାକୁ ଅନୁରୋଧ କରି ସମୀର ଓ୍ଵାଙ୍ଖେଡ଼େ ସତ୍ୟପାଠ ଦାଖଲ କରିବେ। ସେହିପରି, ସାକ୍ଷୀ ଶ-ତ୍ରୁ ପରି ଆଚରଣ କରିବା ଏବଂ ତ-ଦ-ନ୍ତକୁ ପ୍ରଭାବିତ କରିବା ପାଇଁ କିଛି ବ୍ୟକ୍ତି ପ୍ରଭାବ ପକାଉଥିବା ଉଲ୍ଲେଖ କରି ‘ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ ସତ୍ୟପାଠ ଦାଖଲ କରିବ। 

 

ପ୍ରଭାକର ସେଲ୍‌ ନାମରେ ଜଣେ ସ୍ୱାଧୀନ ସା-କ୍ଷୀ ରବିବାର ଦିନ ଲା-ଞ୍ଚ କାରବାର କଥା ଉଠାଇବାରୁ ‘ମୁମ୍ବାଇ କ୍ରୁଜ୍‌ ଡ୍ର-ଗ୍‌ ମାମଲା’ ଭିନ୍ନ ମୋଡ଼ ନେଇଛି। ଘରୋଇ ତ-ଦ-ନ୍ତ-କା-ରୀ କେ.ପି. ଗୋସାବୀଙ୍କ ଅଙ୍ଗରକ୍ଷୀ ପ୍ରଭାକର ସେଲ୍‌ ଦାବି କରିଛନ୍ତି ଯେ, ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଛାଡ଼ିବା ଲାଗି ‘ଏନ୍‌ସିବି’ର କ୍ଷେତ୍ରୀୟ ନିର୍ଦେଶକ ସମୀର ଓ୍ଵାଙ୍ଖେଡ଼େଙ୍କ ତରଫରୁ ୨୫ କୋଟି ଟଙ୍କା ଲା-ଞ୍ଚ ଦାବି କରିଥିଲେ। ଏହି ମା-ମ-ଲା ରେ ‘ଏନ୍‌ସିବି’ ତାଙ୍କ (ପ୍ରଭାକର) ଠାରୁ ଗୋଟାଏ ସାଦା ପଞ୍ଚନାମାରେ ମଧ୍ୟ ସ୍ୱାକ୍ଷର କରାଇ ନେଇଛି।ଅ-ଭି-ଯୋ-ଗକୁ ଖଣ୍ଡନ କରିବା ସହ ସମୀର ଓ୍ଵାଙ୍ଖେଡ଼େ ସୁରକ୍ଷା ପାଇଁ ମୁମ୍ବାଇ ଆରକ୍ଷୀ ଅଧିକାରୀ କମିସନର୍‌ଙ୍କୁ ପତ୍ର ଲେଖିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *