ଦେଖ Video : କେମିତି କରାଯାଇଥିଲା ସୌମ୍ୟଙ୍କ ମୂ-ର୍ତ୍ୟୁ ଦିନ ପ୍ରମାଣ ନଷ୍ଟ…ଦେଖ video

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଦେଖେଇଇବୁ କେମିତି କରାଯାଇଥିଲା ସୌମ୍ୟଙ୍କ ପ୍ରମାଣ ନଷ୍ଟ, ପ୍ରଥମେ ପଢନ୍ତୁ ଓ ଶେଷରେ video ଦେଖିଲେ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ପ୍ରାୟ ଆଡେ଼ଇ ମାସ ତଳେ ସୌମ୍ୟ ଙ୍କ ଉପର କିଛି ଚାଲି ଯାଇଥିବା କଥା ଏବେ ପୁଣି ଥରେ ଚର୍ଚ୍ଚା ର ବିଷୟ ପାଲଟିଛି। ତାଙ୍କ ସହ ଘଟିଥିବା ଏହିପରି ଘଟଣା ଖଇରା ଏବଂ ପାରଳାଖେମୁଣ୍ଡି କୁ ଦୋହଲାଇ ଦେଇଥିଲା। ଆମେ ସମସ୍ତେ ଜାଣିଚେ କି ସୌମ୍ୟ ଏବଂ ବିଦ୍ୟାଭାରତୀ ଙ୍କ ର ନୂତନ କରି ବିବାହ ହୋଇଥିଲା ଏବଂ ବିବାହର କିଛି ଦିନ ପରେ ହିଁ ନିଆଁରେ ପୋ-ଡି ହୋଇ ସୌମ୍ୟ ଆରପାରି କୁ ଚାଲି ଯାଇଥିଲେ  । ନିଆଁ ରେ ସୌମ୍ୟ ଙ୍କର ଶରୀରର ପ୍ରାୟ  ୯୫ ପ୍ରତିଶତ ଅଂଶ ପୋ-ଡି ଯାଇଥିଲା ଆଉ ଏହି କାରଣ ରୁ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା ।  

 

ଏହି ଘଟଣା  ଟି ଏବେ ରହସ୍ୟ ଘେରରେ । ଆରକ୍ଷୀ ଅଧିକାରୀଙ୍କର ତଦନ୍ତ ପରେ ଘଟଣା ର କିଛି ତଥ୍ୟ  ସାମ୍ନା କୁ ଆସି ଛି । ପ୍ରଥମେ ସନ୍ଦେହ ଘେର ରେ  ପତ୍ନୀ ବିଦ୍ୟାଭାରତୀ ଥିବା ବେଳେ ୨ ୟ ରେ DFO ସଂଗ୍ରାମ କେଶରୀ ବେହେରା ରହିଥିଲେ । ସୌମ୍ୟ ଙ୍କ ବାପା ମା ଅଵଂ  ପରିବାର ବର୍ଗ ଙ୍କ କହିବା ଅନୁସାରେ  ବିଦ୍ୟାଭାରତୀ ହିଁ ଯୋଜନାବଦ୍ଧ ଭାବେ ସୌମ୍ୟ ଙ୍କୁ ମା-ରି-ଛ-ନ୍ତି ଏବଂ ତାହା ପରେ ଏହି ଘଟଣା  ର ରୂପ ଦେ ଇ ଛନ୍ତି । ତାହା ପରେ ବିଦ୍ୟାଭାରତୀ ଙ୍କ ର ସଂଗ୍ରାମ କେଶରୀ ବେହେରା ଙ୍କ ସହିତ ଖରାପ ସମ୍ପର୍କ ଥିବା କଥା ମଧ୍ୟ ସେମାନେ ଆରକ୍ଷ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରି ଏଟେଲା ମଧ୍ୟ ଦେଇଛନ୍ତି। 

          

ସୌମ୍ୟରଞ୍ଜନ ଙ୍କ ଦେହାନ୍ତ ରହସ୍ୟ ଉପରୁ ପରଦା  ହଟିନ ପତ୍ନୀ ବିଦ୍ୟାଭାରତୀଙ୍କ ର ପରୀକ୍ଷା ହେଇଛି ।  ଯେତେବେଳେ ସୌମ୍ୟ ଙ୍କ କଥା ପଚାରା ଯାଇଥିଲା ସେତେବେଳେ କାନ୍ଦି ପକାଇଲେ ବିଦ୍ୟା । କିନ୍ତୁ ଏବେ ଆଉ ଏକ ପ୍ରମାଣ ସାମ୍ନା କୁ ଆସିଚି। DFO ସଂଗ୍ରାମ ବେହେରା ଆଉ ଵିଦ୍ୟା ଭାରତୀକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଆଉ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ଆଇଆଇସି ବିବେକାନନ୍ଦ ସ୍ୱାଇଁ ଆଉ ଓ ଆଇ ସି ମମତା ପଣ୍ଡା । ସୌମ୍ୟ ଙ୍କ ଶରୀର 95 ପ୍ରତିଶତ ପୋଡି ଯାଇଥିବା ବେଳେ ସୌମ୍ୟ ନିଜ ଜୀବନ ସହିତ ଲଦୀ କରୁଥିବା ବେଳେ ଆମ୍ବୁଲାନ୍ସ ଅଟକାଇ ସୌମ୍ୟ ଙ୍କ ଘରୁ ପ୍ରମାଣ ନଷ୍ଟ କରାଯାଉଥିଲା। ଯାହା ର ଏକ ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଏ-ରା-ଲ୍ ହେବାରେ ଲାଗିଛି ।ଏହି ଭିଡିଓ ରୁ ପ୍ରମାଣ ମିଲୁଚିକି ଏହା ଏକ ପୂର୍ବ  ଷ-ଡ଼-ଯ-ନ୍ତ୍ର ଥିଲା ବୋଲି। ଆସନ୍ତୁ ଦେଖିବା Video ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *