Pakistan ଠାରୁ India ହାରିଲା ପରେ Shoaib Aktar ଭାରତକୁ ଏମିତି କଲେ କଟାକ୍ଷ । Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗତକାଲି ଇଣ୍ଡିଆର ଏପରି  ପ-ରା-ଜ-ୟ ପରେ ଶୋଏବ ଅବତାର ଦେଲେ ଏପରି କିଛି ମନ୍ତବ୍ୟ,  ଭାରତ କୁ କହିଲେ ଏହିସବୁ କଥା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର  ସଟ୍ ମାରୁଥିବା ଖେଳାଳି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ। 

 

କେବଳ ଧୋନି ହିଁ ନୁହଁନ୍ତି ସବୁ ଖେଳାଳି ମାନଙ୍କ ପାଇଁ ଲୋକମାନଙ୍କ ମନରେ ଅଲଗା ଅଲଗା ସ୍ଥାନ ରହିଛି, କାରଣ ସବୁ ଖେଳାଳି ମାନଙ୍କୁ ନେଇ ଆମ ଇଣ୍ଡିଆ ଟିମ୍ ଗଠିତ। ଆଉ ସେହି ଟିମ୍ ରେ ଥିବା ପ୍ରତ୍ୟେକଟି ଖେଳାଳିଙ୍କର କିଛି ନା କିଛି ଅବଦାନ ରହିଥାଏ ଟିମ୍ ପାଇଁ ତଥା ଟିମ୍ ର ହାର୍ ଜିତ୍ ପାଇଁ। ସାରା ବିଶ୍ୱରେ ଖେଳ ତ ହୁଏ ନିଜ ନିଜର ଦେଶ ମାନଙ୍କର ଖେଳ ଥିଲେ ସେହି ଦେଶର ଲୋକମାନେ ବହୁତ ହିଁ ଏକ୍ସସାଇଟେଡ୍ ହୋଇ ରହିଥାଆନ୍ତି ନିଜ ମେଚ୍ ପାଇଁ, ଉଭୟ ପକ୍ଷ ଦେଶର ଲୋକମାନେ ଆଶାବାଦୀ ଥାଆନ୍ତି କି ଆମ ଦେଶ ଜିତୁ ବୋଲି। ହେଲେ ଏପରି ଦୁଇଟି ଟିମ୍ ରହିଛି ଯେଉଁ ମାନଙ୍କ ମଧ୍ୟରେ ମେଚ୍ ହେଲେ ସାରା ବିଶ୍ଵର ନଜର ଥାଏ ସେହିଦିନର ଖେଳ ଉପରେ। 

 

ଆପଣମାନେ ହୁଏତ ଆମ କଥାରୁ ଟିକେ ଟିକେ ଜାଣି ସାରିବେଣି ଆମେ କେଉଁ ଦୁଇ ଦେଶ ବିଷୟରେ କହୁଛୁ, ଆଜ୍ଞା ହଁ ଆମେ ସେହି ଇଣ୍ଡିଆ ବନାମ ପାକିସ୍ତାନର ହାଇ ଭୋଲଟେଜ୍ ମେଚ୍ ସମ୍ପର୍କରେ କହୁଛୁ। ଗତକାଲି ବିଶ୍ୱକପ୍ ରେ ଦୁଇଟି ଦଳର ପ୍ରଥମ ମ୍ୟାଚ୍ ଥିଲା, ତେବେ ୨୯ ବର୍ଷର ଖେଳ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଇଣ୍ଡିଆକୁ ହରାଇଛି, କେବଳ ହରାଇ ନାହିଁ ବହୁତ ଅପମାନ ଜନକ ପରାଜୟ ଦେଇଛି। ଇଣ୍ଡିଆର ୭ଟି ୱିକେଟ୍ ଯାଇଥିବା ବେଳେ ପାକିସ୍ତାନ ୦ ୱିକେଟ୍ ରେ ବିଜୟୀ ହୋଇଛି। ପାକିସ୍ତାନ ବି-ପ-କ୍ଷ-ରେ ଭାରତୀୟ ଦଳର ଅପମାନଜନକ ପରାଜୟ ପରେ ଶୋଏବ ଅଖତର ଟୁଇଟ୍ କରି କହିଛନ୍ତି ଯେ ଭାଜୀଙ୍କୁ ଏପର୍ଯ୍ୟନ୍ତ ଚାଲିବା ଆବଶ୍ୟକ?

 

 କିଛି ଦିନ ପୂର୍ବରୁ ହରଭଜନ ସିଂ କହିଥିଲେ ଯେ ପାକିସ୍ତାନ ବିପକ୍ଷ ବିଶ୍ୱକପ୍‌ରେ ଭାରତର ଉତ୍କୃଷ୍ଟ ରେକର୍ଡକୁ ଦର୍ଶାଇ ପାକିସ୍ତାନ ଏହି ମ୍ୟାଚ୍‌ରେ ଭାରତକୁ ଏକ ପଦଯାତ୍ରା ଦେବା ଉଚିତ୍। ତୁମେ ଆମ ବି-ପ-କ୍ଷ-ରେ ଖେଳିବ ଏବଂ ତାପରେ ତୁମେ ହାରିଯିବ | କାରଣ ବାବର ଆଜାମଙ୍କ ଦ୍ୱାରା ଅଧିନାୟକ ହୋଇଥିବା ପାକିସ୍ତାନୀ ଦଳର ବିଜୟର କୌଣସି ସୁଯୋଗ ନାହିଁ, ଭାଇ। ଆମ ଦଳ ବହୁତ ଶ-କ୍ତି-ଶା-ଳୀ ଏବଂ ଆପଣଙ୍କୁ ଉଡ଼ାଇ ଦେବ |ଶୋଏବ ତାଙ୍କ କ୍ଷ-ତରେ ଲୁଣ ଛିଞ୍ଚିଥାଏ ଏଭଳି ପରିସ୍ଥିତିରେ ହରଭଜନ ସିଂଙ୍କ କ୍ଷ-ତ ଉପରେ ଲୁଣ ଛିଞ୍ଚିଥିବା ଶୋଏବ ଏକ ଭିଡିଓ ମେସେଜ ଟ୍ୱିଟ କରି କହିଛନ୍ତି, ହଁ ଭାଜୀ ହରଭଜନ ସିଂଙ୍କୁ ଏକ ପଦଯାତ୍ରା କରିବାକୁ ପଡିବ କି? ନିଅ ନାହିଁ? ଭଲରେ ଆସ, ତୁମେ ମଣିଷ କ’ଣ କରିପାରିବ, ମଣିଷକୁ ଆରାମ ଦେବ, ଦିନଟି ଉପଭୋଗ କରିବ ଏବଂ ସହ୍ୟ କରିପାରିବ |

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *