ଆସୁଛି ଭୟଙ୍କର ‘ଲାଲିନ, ! କେମିତି ରହିବ ଓଡିଶା କୁ ଆସନ୍ତୁ ଜାଣିବା…ପୁରା ଦେଶ କୁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସୁଛି ‘ଲାନିନା’, ପ୍ରବଳ ଥରାଇବ ସମଗ୍ର ଦେଶ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମଗ୍ର ଦେଶ ଥରିବ ଲାନିନା ପ୍ରଭାବ ରେ ।ଲାନିଁନା ପ୍ରଭାବ ରେ ଦେଶ ରେ ଶୀତ ର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂରବାନୁମାନ କରିଛି। ଉତ୍ତର ଭାରତ ରେ ଜାନୁଆରୀ ରୁ ଫେବୃୟାରୀ ମଧ୍ୟ ରେ ସର୍ବନିମ୍ନ ତାପମାତ୍ରା ୩ରହିବ। ଯେଉ ଋତୁକାଳୀନ ପ୍ରଶାନ୍ତ ମହାସାଗରରେ ସୃଷ୍ଟିହୁଏ ତାକୁ ଲାନିନା କୁହାଯାଏ। ଏହା ସମସ୍ତ ବିଶ୍ଵ କୁ  ପ୍ରଭାବିତ କରେ। 

 

ଗତ କିଛି ସପ୍ତାହ ହବ ଭାରତ ରେ ପାଣିପାଗ ର ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ବିଶେଷ କରି ସମୁଦ୍ର ରେ ଉତ୍ତାପ ବୃଦ୍ଧି, କାରଣ ରୁ ପାଣିପାଗ ରେ ଅନିୟମିତ ପରିବର୍ତ୍ତନ ହେଇ ଏହିଭଳି ସମସ୍ୟା ମାନ ଉପୁଜି ଥିବା ପାଣିପାଗ ବିଭାଗ ପକ୍ଷ ରୁ କୁହାଯାଇଛି।ତେବେ ଦକ୍ଷିଣ ପଶ୍ଚିମ ବାୟୁ ସୋମୋବାର ଠାରୁ ପୁଣି ଫେରିଛି ବିଳମ୍ବିତ ମୌସୁମୀ ପ୍ରତ୍ୟାବର୍ତ୍ତନ ୧୯୭୫ଠାରୁ ଏହା ସପ୍ତମ ଥର ବୋଲି କୁହାଯାଇଛି। 

 

୨୦୧୦ ରୁ ୨୦୨୧ ମଧ୍ଯ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ର ବାୟୁ ଅକ୍ଟୋବର ୨୫ ପରେ ଫେରିଥିବା ର ଫେରିଥିବା ପାଣିପାଗ ବିଭାଗ ପକ୍ଷ ରୁ କୁହାଯାଇଛି। ଗୁଜୁରାଟ ଓ ରାଜସ୍ଥାନ ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଅକ୍ଟୋବର ୬ ସୁଦ୍ଧା ହ୍ରାସ ପାଇଥିଲା।ଏହା ଥିଲା ୧୯୭୫ ପର ଠାରୁ ଦ୍ୱିତୀୟ ବିଳମ୍ବିତ ପତ୍ୟାହାର। ଏହି ମୌସୁମୀ ବାୟୁ ସାଧାରଣ ରେ ସେପ୍ଟେମ୍ବର ୧୭ଆଡ଼କୁ ପତ୍ୟାହର ପ୍ରକ୍ରିୟା ଆରମ୍ଭ କରିଥାଏ। 

 

ମୌସୁମୀ ପ୍ରବେଶ ର ଜୁନ ରୁ ସେପ୍ଟେମ୍ବର ମଧ୍ଯ ରେ ୪ମାସ ଧରି ସ୍ଵାଭାବିକ ବର୍ଷା ହେଇଥିଲା ବୋଲି ପାଣିପାଗ ବିଭାଗ ରୁ କୁହାଯାଇଛି। ଭାରତ ଚାରିପଟେ ଥିବା ସମୁଦ୍ର ରେ ଉତ୍ତାପ ବଢୁଥିବାରୁ ମୌସୁମୀ ବାୟୁ ଡେରି ରେ ପ୍ରତ୍ୟାହାର ହେଇଚି ବୋଲି ପାଣିପାଗ ବିଭାଗ କହିଛି।ସେହିଭଲି ବଙ୍ଗୋପ ସାଗର ରେ ଓ ଆରବ ସାଗର ରେ ବାୟୁ ଉତପ୍ତ ହେଲେ ସାଉକ୍ଲୋନେ ର ରୂପ ନିଏ। ଫଳ ରେ ଲାନିନା ଭଳିଆ ପରିସ୍ଥିତି ସୃଷ୍ଟି ହୁଏ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *