ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଲୋକମାନଙ୍କର ମୁଣ୍ଡବିଧାର କାରଣ ହେଲା କରୋନା, କରୋନାର ଡେଲଟା ଭାରିଆଣ୍ଟ ବ୍ୟ-ତି-ବ୍ୟ-ସ୍ତ କରି ସାରିଲାଣି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃ-ଖ-ଦ ତଥା ଅ-ସ-ହା-ୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି। କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି। କେଜାଣି ଏହି କରୋନା ମ-ହା-ମା-ରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି। ଏହି କରୋନା କଉ ପିଲା ର ମୁଣ୍ଡ ଉପରୁ ନିଜ ବାପା ମାଆ ଙ୍କ ର ହାତ କୁ ସବୁ ଦିନ ପାଇଁ ଛଡାଇ ନେଇଛି ତ ଆଉ କେଉଁ କଅଁଳ ଶିଶୁ କୁ ନିଜ ବାପା, ମାଆ ବୋଲି କିଏ ଜାଣିବା ପୂର୍ବରୁ ତାହା ଠାରୁ ତାର ବାପା ମାଆ ଙ୍କୁ ଛଡାଇ ନେଇଛି। ଏହି କରୋନା ଅନେକ ବାପା ମାଆ ଙ୍କ କୋଳକୁ ମଧ୍ୟ ଖାଲି କରି ଦେଇଛି।
ଏହି ମ-ହା-ମା-ରୀ ଟି ଏପରି ଯେ ଯଦି ସାମ୍ନା ରେ ଜଣେ ନିଜ ଲୋକ ଛ-ଟ-ପ-ଟ ହୋଇ ମ-ରୁ-ଥି-ବ ତାର ମ-ରି-ବା ସମୟ ରେ ପାଟି ରେ ପାଣି ଟିକେ ଦେବା ପାଇଁ ମନ ଡାକୁଥିଲେ ବି ଠୁପେ ପାଣି ମଧ୍ୟ ଦେଇ ପାରିବ ନାହିଁ। ସତରେ କରୋନା ର ଏହି ରୂପ କୁ ଦେଖି ଲୋକ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ସତରେ କଣ ଏଡେ ନି-ର୍ଦ-ୟ ହୋଇପାରେ ଏହି ଭୂତାଣୁ? କରୋନା ପ୍ରଥମରୁ ହିଁ ବହୁତ ପ୍ର-ଭା-ବ-ଶା-ଳୀ ଅଟେ, ଏହା ପ୍ରଭାବରେ ଲୋକମାନେ ଭଲରେ ଠିକ୍ ସେ ନିଃଶ୍ୱାସ ମଧ୍ୟ ନେଇ ପାରନ୍ତି ନାହିଁ ଏବଂ ମ-ରି ଥାଆନ୍ତି। ଆଉ ଏହା ଉପରେ ପୁଣି ଏହାର ଗୋଟିଏ ଗୋଟିଏ ଭାରିଆଣ୍ଟ, ସିଏ ଆହୁରି ମଧ୍ୟ ଖ-ତ-ର-ନା-କ ସାବ୍ୟସ୍ତ ହେଉଛି ଲୋକଙ୍କ ପାଇଁ।
ଆଉ ପୁଣି ଏବେ ତ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ବ୍ୟ-ତି-ବ୍ୟ-ସ୍ତ କରି ସାରିଲାଣି, ଦିନକୁ ଦିନ ପୁଣି ଏହାର ସଂ-କ୍ର-ମ-ଣ ବଢିବାରେ ଲାଗିଛି। କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ଅଣାୟତ ହେବାରେ ଲାଗିଛି କରୋନା । କୋଭିଡର ଡେଲଟା ଭ୍ୟାରିଆଣ୍ଟ ସେଠାରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସଂ-କ୍ର-ମ-ଣ ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ପୁଣି ଲକଡାଉନ୍ ଘୋଷଣା କରାଯାଇଛି । ଏହା ସହିତ ପର୍ଯ୍ୟଟକମାନଙ୍କ ପାଇଁ କଟକଣା ଜାରି କରାଯାଇଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବନ୍ଦ କରିଦିଆଯାଇଛି ।ଚୀନର ମଙ୍ଗୋଲିୟା ସ୍ଥିତ ଏଜିନ୍ କାଉଣ୍ଟିଂ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ସେଠାରେ କରୋନା ସଂ-କ୍ର-ମ-ଣ ପୁଣିଥରେ ବୃଦ୍ଧିପାଇବାରେ ଲାଗିଛି ।
ଏଜିନ୍ର ଜନସଂଖ୍ୟା ହେଉଛି ୩୫,୭୦୦ । ସେଠାରେ ଗତ ସପ୍ତାହକ ମଧ୍ୟରେ ୧୫୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଠାରେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ପାଇଁ ଲୋକମାନଙ୍କୁ କ-ଡା ଚେ-ତା-ବ-ନୀ ଦିଆଯାଇଛି । ଚୀନ ସରକାରଙ୍କ ପକ୍ଷରୁ କରୋନା କ-ଟ-କ-ଣା ପାଳନ କରିବା ପାଇଁ ଜନସାଧାରଣଙ୍କୁ ଚେ-ତା-ବ-ନୀ ଦିଆଯାଇଛି ।ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଚୀନର ୧୧ ରାଜ୍ୟରେ ସଂ-କ୍ର-ମ-ଣ ତୀବ୍ର ହେବାରେ ଲାଗିଛି । ଆସନ୍ତା କିଛି ଦିନ ମଧ୍ୟରେ ସଂ-କ୍ର-ମ-ଣ ଆହୁରି ବଢିବା ନେଇ ଆକଳନ କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଚୀନର ଏଜିନ୍ ସମେତ ଅନ୍ୟ କିଛି ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ରାଜଧାନୀ ବେଜିଂରେ ମଧ୍ୟ ସଂ-କ୍ର-ମ-ଣ ପୁଣି ଥରେ ବୃଦ୍ଧିପାଇବା ଆରମ୍ଭ କରିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।