ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତ ପାକିସ୍ତାନ ବି-ପ-କ୍ଷ-ରେ ମ୍ୟାଚ୍ ଜିତିବା ପରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ କୁ କଲେ ପ-ରି-ହା-ସ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଅକ୍ଟୋବର ୧୭ ରୁ ଆରମ୍ଭ ହୋଇଥିବା ଇଣ୍ଟରନ୍ୟାସନାଲ କ୍ରିକେଟ ଟି-୨୦ ମ୍ୟାଚ୍ ରେ ଭାରତ ର ପ୍ରଥମ ମ୍ୟାଚ୍ ଯାହା କି ଥିଲା ପାକିସ୍ତାନ ସହ ଅକ୍ଟୋବର ୨୪ ତାରିଖ ରେ ଶେଷ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ଦୁଇ ଚିରାଚରିତ ପ୍ର-ତି-ଦ୍ବ-ନ୍ଦୀ ଭାରତ ଏବଂ ପାକିସ୍ତାନ ମୁଁହାମୁଁହି ହୋଇଥିଲେ । ପୂର୍ବରୁ ଟି-୨୦ ବିଶ୍ୱକପ୍ ମୁକାବିଲାରେ ପାକିସ୍ତାନ ବିପକ୍ଷ ରେ ଭାରତ ୫ ଥର ବିଜୟ ହାସଲ କରିଥିବା ବେଳେ ଏଥର ପ୍ରଥମ ଥର ପାଇଁ ପାକିସ୍ତାନ ଭାରତ କୁ ପ-ରା-ସ୍ତ କରିଥିଲା । ପାକିସ୍ତାନ ଭାରତ କୁ ୧୦ ଓ୍ଵିକେଟ୍ରେ ପ-ରା-ସ୍ତ କରିଥିଲା । ଏହା କୁ ନେଇ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ରଖିଛନ୍ତି ପ୍ରତିକ୍ରିୟା ।
ସାଉଦି ଆରବ ର ରାଜଧାନୀ ରିୟାଦରେ ହେଉଥିବା ପାକିସ୍ତାନ-ସାଉଦି ନିବେଶ ଫୋରମ୍ ରେ ଯୋଗ ଦେବା ପାଇଁ ସାଉଦି ରେ ଅଛନ୍ତି ପାକ୍ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ । ଏହି ଫୋରମକୁ ସମ୍ବୋଧିତ କରିବା ସମୟରେ ଇମ୍ରାନ ଖାନ ଭାରତ ସମ୍ପର୍କରେ କହିଛନ୍ତି ଯେ, ” ପାକିସ୍ତାନ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ମାତ୍ର ଏବେ ହିଁ ପାକିସ୍ତାନ ଭାରତ ମଧ୍ୟରେ ମ୍ୟାଚ ରେ ପାକିସ୍ତାନ କ୍ରିକେଟ ଟିମ୍ ଭାରତକୁ ହରାଇଛି । ତେଣୁ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା କଥା କହିବା ଠିକ୍ ହେବ ନାହିଁ ଏବଂ କହିଥିଲେ ପାକିସ୍ତାନ ର ଚୀନ୍ ସହିତ ଭଲ ସମ୍ପର୍କ ଅଛି । ପାକିସ୍ତାନ ଭାରତ ସହ ମଧ୍ୟ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଚାହେଁ, କିନ୍ତୁ ଏବେ ତ ପାଇଁ ଠିକ୍ ସମୟ ନୁହେଁ। ”
ଉଲ୍ଲେଖ ଯୋଗ୍ୟ, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହୋଇଥିବା ଭାରତ ଏବଂ ପାକିସ୍ତାନ ର ମ୍ୟାଚ୍ ରେ ୧୫୨ ରନ୍ର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୭.୫ ଓଭରରେ କୌଣସି ଓ୍ଵିକେଟ ନ ହ-ରା-ଇ ହାସଲ କରିନେଇଥିଲା । ଟି-୨୦ ବିଶ୍ଵକପ ର ଏହ ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନ ଟସ୍ ଜିତି ବୋଲିଂ କରିବା ର ନିଷ୍ପତ୍ତି ନେବା ପରେ ଭାରତ କୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ପଡ଼ିଥିଲା । ଅପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଟିମ୍ ଇଣ୍ଡିଆ ପକ୍ଷରୁ କେଏଲ୍ ରାହୁଲ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ, ଯେଉଁଥିରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହ-ରା-ଇ ୧୫୧ ରନ୍ ହାସଲ କରିଥିଲା । ଏବଂ ପାକିସ୍ତାନ ଏହି ରନ ଟାର୍ଗେଟ କୁ ୧୭ ଓଭୋର ରେ ପୁରଣ କରି ମ୍ୟାଚ୍ ରେ ବିଜୟ ହାସଲ କରିଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।