ସୁର ଭାଇଙ୍କ ନୂଆ ଗୀତ ଆସୁ ଆସୁ ମାର୍କେଟରେ ହାଇଲାଇଟ ହେଲା… Watch Video…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଆଉଥରେ ଚର୍ଚ୍ଚାରେ ସୁର ରାଉତରାୟ, ଗୀତରେ ଅଭିନୟ କରିବେ ସୁର ଏବଂ ତାଙ୍କ ଧର୍ମପତ୍ନୀ, ଥରେ ଶୁଣ ଏହି ଗୀତ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ସୋ-ସି-ଆ-ଲ ସାଇଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। 

 

ହେଲେ ସୋ-ସି-ଆ-ଲ ମି-ଡି-ଆ ରେ ରାଜନୀତିର ଖବର ଲୋକଙ୍କ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଥାଏ। ଯେତେବେଳେ ବି ଦେଖିବେ ବା ଶୁଣିବେ, ସବୁବେଳେ ରାଜନୀତି କୁ ନେଇ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ। ତେବେ ଓଡିଶାର ରାଜନୀତି ସବୁବେଳେ ସରଗରମରେ ଥାଏ, ଓଡିଶାରେ ରାଜନୀତିକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ। ଓଡିଶାରେ ବି-ପ-କ୍ଷ ଦଳର ଲୋକମାନେ କେବେବି ବି-ପ-କ୍ଷ ଦଳର ଦୁ-ର୍ନା-ମ ଗାଇବାରେ ପଛାନ୍ତି ନାହିଁ, ସମସ୍ତେ କେବଳ ଗୋଟିଏ ଗୋଟିଏ ସୁଯୋଗ ଅପେକ୍ଷାରେ ଥାଆନ୍ତି, କେମିତି ଜଣେ କିଛି ଭୁ-ଲ କରିବ ଆଉ ଅନ୍ୟ ଦଳ ସେହି କଥାକୁ ନେଇ ରାଜନୀତି କରିବେ। 

 

ଯଦି ଏପରି କଥା କହିବା,ତେବେ ସବୁଠାରୁ ପ୍ରଥମେ ଆସିବେ ସୁର ରାଉତରାୟ। ସିଏ ଆମ ରାଜ୍ୟର ଜଣେ ବହୁତ ହିଁ ଟାଣୁଆ ନେତା, ସିଏ କେବେବି ବି-ପ-କ୍ଷ ଦଳକୁ ଛାଡନ୍ତି ନାହିଁ, ମୁହେଁ ମୁହେଁ ଜବାବ ଦେଇ ଦିଅନ୍ତି। ଆଉ ସେ ନିଜର କଟୁ ମନ୍ତବ୍ୟ, ଏବଂ ନିଜର କିଛି ମଜାଦାର ଡାଇଲଗ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏହି କିଛିଦିନ ତଳେ ସେ ଅନ୍ୟ ଏକ କଥାକୁ ନେଇ ଚର୍ଚ୍ଚାକୁ ଆସିଥିଲେ, ସେ ଏହି କିଛିଦିନ ତଳେ ରାପ୍ ସଙ୍ଗ୍ ରେ ନିଜର କଣ୍ଠଦାନ କରି ଚର୍ଚ୍ଚାକୁ ଆସିଥିଲେ। 

 

ଆଉ ଏବେ ମଧ୍ୟ ଆଗକୁ ତାଙ୍କର ଆଉ ଏକ ଗୀତ ଆସିବାକୁ ଯାଉଛି, ଯାହାକି ସୁରଙ୍କ ଉପରେ ତିଆରି ହୋଇଛି। ଏଥିରେ ସୁର ରାଉତରାୟ ଏବଂ ତାଙ୍କର ଧର୍ମପତ୍ନୀ ଙ୍କୁ ଦେଖିବାକୁ ମିଳିବ, ଦୁଇ ଜଣ ଏଠାରେ ଅଭିନୟ କରିଛନ୍ତି। ସୁରଙ୍କର ଏକ ନୂଆ ଡାଇଲଗ୍ ମାନି ଆଇଲଭୟୁ ମଧ୍ୟ ଶୁଣିବାକୁ ମିଳିବ, ଗୀତଟିର ନାମ, ‘ ତୋ ପ୍ରେମରେ ପଡିଗଲି କି ’।ଏହି ଗୀତଟିକୁ ଗାଇଛନ୍ତି ମୁମ୍ବାଇ ସିଙ୍ଗର୍ ଅଭିଜିତ ଭଟ୍ଟାଚାର୍ଯ୍ୟ, ଜ୍ୟୋତିର୍ମୟୀ ନାଏକ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *