ରାକେଶ ଟିକାୟତ : ଭାରତ ପାକିସ୍ତାନ ପାଖରୁ ହାରିବା ର କାରଣ ମୋଦି । ଜାଣନ୍ତୁ କଣ ପାଇଁ ଏମିତି ବୟାନ ଦେଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୋଦି ସରକାର ଦାୟୀ ଭାରତ କ୍ରିକେଟ୍ ଟିମ୍ ର ପରାଜୟ ପାଇଁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହୋଇଥିବା ଇଣ୍ଟରନ୍ୟାସନାଲ କ୍ରିକେଟ ଟି-୨୦ ମ୍ୟାଚ୍ ରେ ଭାରତ ତାର ପ୍ରଥମ ମ୍ୟାଚ୍ ଖେଳିଥିଲା ଯାହା ଥିଲା ଭାରତ ର ଚିରାଚରିତ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ । ପୂର୍ବରୁ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ପାକିସ୍ତାନ ବି-ପ-କ୍ଷ ରେ ଭାରତ ୫ ଥର ବିଜୟ ହାସଲ କରିଥିବା ବେଳେ, ଏଥର ପ୍ରଥମ ଥର ପାଇଁ ପାକିସ୍ତାନ ଭାରତ କୁ ପ-ରା-ସ୍ତ କରିଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୧ ରନ୍‌ ହାସଲ କରିଥିବା ବେଳେ ପାକିସ୍ତାନ ଏହି ରନ ଟାର୍ଗେଟ କୁ ୧୭ ଓଭୋର ରେ ପୁରଣ କରି ମ୍ୟାଚ୍ ଜିତି ଯାଇଥିଲା ।

 

ଭାରତ ପାକିସ୍ତାନ କ୍ରିକେଟ ଟିମ୍‌ଠୁ ପ-ରା-ସ୍ତ ହେବା ପରେ ଏହି ପ୍ରସଙ୍ଗ ରେ ଭାରତରେ ଆଲୋଚନା ସମାଲୋଚନା ତୀବ୍ର ରୂପ ଧାରଣ କରିଛି। କେବଳ ଖେଳ ଦୁନିଆରେ ଏହା ସୀମିତ ହୋଇ ରହିନାହିଁ । ଏବେ ରାଜନୈତିକ ସ୍ତରରେ ମଧ୍ୟ ଏହା ଏକ ହଟ୍‌ ଟପିକ୍‌ ପଲଟିଯାଇଛି । ଭାରତୀୟ କିଷାନ୍ ୟୁନିଅନ ର ସ୍ପୋକ ପରସନ ରାକେଶ ଟିକାୟତ ଟିମ୍‌ ଇଣ୍ଡିଆର ପ-ରା-ଜ-ୟ ପଛରେ ମୋଦୀ ସରକାରଙ୍କ ହାତ ଥିବା ନେଇ ଦାବି କରିଛନ୍ତି ।

 

ତାଙ୍କ କହିବା ଅନୁସାରେ, ହିନ୍ଦୁ-ମୁସଲିମ୍‌ ବିବାଦ ରୁ ହିଁ ସରକାର ଙ୍କୁ ଭୋଟ ମିଳିବ ବୋଲି ସରକାର ଜାଣନ୍ତି । ମ୍ୟାଚ୍ ହାରିଲେ ବିଜେପି କୁ ଅଧିକ ଭୋଟ ମିଳିବ ବୋଲି ମୋଦି ସରକାର ଙ୍କୁ ଜଣାଥିଲା । ଏହି କାରଣ ରୁ ମ୍ୟାଚ୍ ହା-ରି-ବା-କୁ ନିଷ୍ପତ୍ତି ନିଆଯାଇଥିଲା ବୋଲି କହିଛନ୍ତି ଟିକାୟତ । ଯଦି ଭାରତୀୟ ଖେଳାଳି ଙ୍କୁ ବିକ୍ରି କରି ଭୋଟ୍ ମିଳିବ, ତେବେ ମୋଦି ସରକାର ଏମିତି କାମ ମଧ୍ୟ କରିବାକୁ ପଛଘୁଞ୍ଚା ଦେବ ନାହିଁ । ବିଜେପି ନିଜେ ମଧ୍ୟ ଗୋଟିଏ ବଡ଼ ଖେଳାଳି, ପୁଣି ନିର୍ବାଚନ ଆସୁଥିବାରୁ ସେମାନଙ୍କୁ କିଛି ନୂଆ ଖେଳ ଦରକାର । 

 

ଟିକାୟତ ଙ୍କ ଅନୁଯାୟୀ ମୋଦି ସରକାର ଏବେ ଜଣେ ପାକିସ୍ତାନୀ ଖେଳାଳି ଙ୍କ ବି-ରୋ-ଧରେ ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରଚାର କରିଚାଲିଛି । ଲୋକଙ୍କ ମଧ୍ୟରେ ଝ-ଗ-ଡ଼ା ସୃଷ୍ଟି କରିବା ପାଇଁ ସରକାର ଏଭଳି କରୁଛି ବୋଲି କହିଛନ୍ତି । ଟିକାୟତ ଙ୍କ ମତରେ ବିଜେପି ହେଉଛି ବହୁରୂପୀ । ଯେତେବଳେ ବରିଷ୍ଠ ବ୍ୟକ୍ତିମାନେ ବିଜେପିକୁ ପଦ କୁ ଆସିବା କୁ ଦେବ ନାହିଁ ନଚେତ ସେମାନେ ସବୁ ନ-ଷ୍ଟ କରିଦେବେ କହୁଥିଲେ, ସେହି ମନ୍ତବ୍ୟ କୁ ସତ କରି ଦେଖାଇଛି ବିଜେପି । ବିଜେପି ବି-ରୋ-ଧ-ରେ କହିବାକୁ ଯାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମ୍ୟାଚ ହା-ରି-ବା ପରେ ବିଜେପି ଦେଶ ବି-ରୋ-ଧୀ ନାରା ଲଗାଇ ନିଜର ଫା-ଇ-ଦା କରାଉଛି । ବିସିସିଆଇ ଅଧ୍ୟକ୍ଷଙ୍କୁ ନେଇ ମଧ୍ୟ ରାକେଶ ଟିକାୟତ ଅ-ଭି-ଯୋ-ଗ କରିବାରେ ପଛକୁ ହଟି ନାହାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *