ସିନେ ଜଗତରେ ଫୁଣି ଶୋକର ଛାୟା । ହଟାତ ପ୍ରାଣ ହରେଇଲେ ଏହି ଅଭିନେତ୍ରୀ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚଳଚ୍ଚିତ୍ର ଜଗତ ପୁଣି ଜଣେ କଳାକାର କୁ ହ-ରା-ଇ-ଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୁଣି ଆସିଲା ଚଚିତ୍ର ଜଗତ ରୁ  ଦୁଃ-ଖ-ଦ ଖବର । କିଛି ଦିନ ହେବ ଚଳଚ୍ଚିତ୍ର ଏବଂ ସିରିଏଲ ଜଗତର ଅନେକ ଗୁଡିକ ବଡ ଦୁଃ-ଖ-ର ଖବର ସାମ୍ନାକୁ ଆସୁଛି । ସିରିଆଲ ଜଗତ ପୁଣି ଜଣେ ହିଁରୋଇନ ତଥା ଅଭିନେତ୍ରୀ କୁ ହରାଇଛି ।ପୁଣି ଜଣେ ଅଭିନେତ୍ରୀ କୁ ହ-ରା-ଇ ସର ଚଳଚ୍ଚିତ୍ର ଜଗତ ଦୁଃ-ଖି-ତ। ହଠାତ୍ ତଳେ ପଡିଯିବା ଯୋଗୁଁ ସେ ଅ-ସୁ-ସ୍ଥ ହୋଇପଢିଥିଲେ ।ଆଉ କିଛି ସମୟ ପରେ ଡାକ୍ତରଖାନାରେ ତାଙ୍କୁ ମୃ-ତ ଘୋଷିତ କରାଯାଇଥିଲା । ଆମ ଦେଶ ଗୋଟିଏ କଳା ସଂସ୍କୃତିର ଦେଶ ଏବଂ ଆମ ଦେଶରେ କଳାକାର ମାନେ ଅଧିକ ମାତ୍ରାରେ ରହିଛନ୍ତି ।

 

 କିନ୍ତୁ ଅନେକ ସମୟରେ ସେହି କଳାକାର ମାନଙ୍କର ଅ-କା-ଳ ବି-ୟୋ-ଗ ସମସ୍ତ କୁ ଅନେକ ଦୁଃ-ଖ ଦେଇଥାଏ । ତେବେ ବର୍ତ୍ତମାନ ସମୟରେ ସେମିତି ଏକ ବଡ ଦୁଃ-ଖ ଦାୟକ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ଚଳଚ୍ଚିତ୍ର ଜଗତର ଏକ ମାନି କଳାକାର ଅଭିନେତ୍ରୀ ତଥା ହିରୋଇନ ଉମା ମହେଶ୍ୱରୀ ତାଙ୍କର ଆଜି ପ-ର-ଲୋ-କ ଘଟିଛି ।  ସେ ସାଉଥ୍ ଇଣ୍ଡଷ୍ଟ୍ରୀରେ ଅନେକ ଫିଲ୍ମ କରିବା ସହିତ ସେ ନିଜ କ୍ୟାରିଅର ରେ ଅନେକ ଗୁଡିଏ ଚଳଚ୍ଚିତ୍ର ଏବଂ ସିରିଏଲ ରେ ନିଜର ଆଚମ୍ବିତ ଅଭିନୟ କରି ଦର୍ଶକ କ ମାନ କୁ କିଣି ନେଇଥିଲେ।  

 

ସେ ସୁଟିଙ୍ଗ ସେଟ୍ ରୁ ଫେରୁଥିବା ସମୟରେ ହଠାତ୍ ଅ-ସୁ-ସ୍ଥ-ତା ଅନୁଭବ କରିଥିଲେ ଓ କିଛି ସମୟ ପରେ ସରେ ତଳେ ପଡି ଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସାଳୟ ନିଆ ଯାଇଥିଲା ଏବଂ ସେଠାରେ ତାଙ୍କୁ ଡକ୍ଟର ମ-ରି ଯାଇଥିଲେ ଘୋଷିତ କରିଥିଲେ ।ଯାହା ଶୁଣିବା ପରେ ଚଳଚ୍ଚିତ୍ର ଜଗତ ଶୋ-କା-କୁ-ଳ ଯାଇଥିଲା । ଉମା ମହେଶ୍ୱରୀ ସାଉଥ୍ ଇଣ୍ଡଷ୍ଟ୍ରୀରେ ନିଜର ଭଲ ଅଭିନୟ ପ୍ରଦର୍ଶନ କରି ସମସ୍ତ କ ମନ କିଣିଥିଲେ । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁ ସଂଖ୍ୟରେ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଥିଲେ । 

 

କିନ୍ତୁ ହଠାତ୍ ଏପରି ଆ-କ-ସ୍ମି-କ ଭାବରେ ତାଙ୍କର ଏପରି ହେବା ସମସ୍ତ କ ମନ ରେ ଶୋ-କ-ର ଛାୟା ଖେଳାଇ ଦେଚେ । ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ବିରାଟ ବଡ ଦୁଃ-ଖ-ର ସମୟ ଥିବାବେଳେ  ଅଲିଉଡ୍ ଇଣ୍ଡଷ୍ଟ୍ରୀ ରେ ଉମା ମହେଶ୍ୱରୀଙ୍କୁ ହରାଇ ଦୁଃ-ଖି-ତ । ଉମା ଙ୍କ ବି-ୟୋ-ଗ ରେ ଚଳଚ୍ଚିତ୍ର ଜଗତ ରେ ଶୋ-କର ଛାୟା ଖେଳିଯାଇଛି ଏହା ସହିତ ତାଙ୍କ ପରିବାର ରେ ମଧ୍ୟ ସମସ୍ତ ସଦସ୍ୟ ଦୁଃ-ଖରେ ଭାଙ୍ଗି ପଡିଛନ୍ତି । ସେ ଆଉ ଆମ ଗହଣରେ ନାହାନ୍ତି  ତେଣୁ  ତାଙ୍କର ଅଭିନୟ ତାଙ୍କର କଳା ଆମ ସମସ୍ତ କୁ ସବୁବେଳେ ଆମ କୁ ମନ ପକାଇବ । ଏନେଇ ଚଳଚ୍ଚିତ୍ର ଜଗତ ରେ ଶୋ-କର ଛାୟା ଖେଳିଯାଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *