ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡ଼ି-ଆ ରେ ହେଲା ଭା-ଇ-ରା-ଲ କୁନି ପିଲା ର ଅଭିନୟ । ଏପରି କରିଛି ଅଭିନୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ Video ବି ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜ ରେ ଅନେକ ଘ-ଟ-ଣା ଘଟୁଛି । ପୂର୍ବରୁ ଖବର ଜାଣିବା ପାଇଁ ରେଡ଼ିଓ ର ବ୍ୟବହାର କରୁଥିଲେ । ଟିକେ ପରିବର୍ତ୍ତନ ପରେ ଟେଲିଭିଜନ ମାଧ୍ୟମରେ ଜାଣିବାକୁ ପାଇଲେ । ମାତ୍ର ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋ-ସି-ଆ-ଲ ମି-ଡ଼ିଆ ର ବ୍ୟବହାର କରିଥାନ୍ତି । ସୋ-ସି-ଆ-ଲ ମି-ଡ଼ି-ଆ ରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଅନେକେ ବିଷୟ ରେ ବିବରଣୀ ରହିଥାଏ । ପ୍ରତ୍ୟେକ ଦିନ ଭଳି କି ଭଳି ଆ-ଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ।
ଆପଣ ମାନେ ସୋ-ସି-ଆ-ଲ ମି-ଡ଼ି-ଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆ-ଶ୍ଚ-ର୍ଯ୍ୟ କରାଉ ଥିବ । ଏହି ସୋ-ସି-ଆ-ଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଆଜିକାଲି ର ଯୁବ ପୀଢ଼ି ସୋ-ସି-ଆ-ଲ ମିଡ଼ିଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି । ନିକଟ ରେ ସୋ-ସି-ଆ-ଲ ମି-ଡି-ଆରେ ଏକ ଖବର ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।
ଏକ କୁନି ପିଲା ର ଭିଡ଼ିଓ ବର୍ତ୍ତମାନ ସୋ-ସି-ଆ-ଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଛୋଟ ପିଲା ମାନେ ତାଙ୍କ ଚାରି ପାଖରେ ଯାହା ଘଟି ଥାଏ ଓ ଯେଉଁ ଭଳି ପରିବେଶ ରହି ଥାଏ ସେଥି ରୁ ନିଜେ ନିଜେ ଅନେକ ଜିନିଷ ସିଖିଥାନ୍ତି । ବର୍ତ୍ତମାନ ର ପିଲା ମାନେ ଅଧିକ ଚତୁର । ଏପରି କଥାବାର୍ତ୍ତା କରୁଛନ୍ତି ଯେପରି ସେ ତାଙ୍କୁ କେହି ଶିଖାଇ ଦେଇଛି କିମ୍ବା ଅନେକ କିଛି ଜାଣିଛନ୍ତି । ବେଳେ ବେଳେ ଏହି କୁନି ପିଲା ମାନେ ଏପରି କଥା କହିଥାନ୍ତି ତାହା କୌତୁହଳ ପୂର୍ଣ୍ଣ ହୋଇ ଥାଏ ଅନେକ ଖୁସି ମଧ୍ୟ ଦେଇଥାଏ । ଟିଭି ଦେଖି ସେଥିରୁ ସବୁ କିଛି ଶିଖି ଯାଉଛନ୍ତି ।
ଯେଉଁ କଳାକାର ମାନଙ୍କ କଳା ପସନ୍ଦ ଆସି ଥାଏ ସେମାନଙ୍କ ଭଳି ଅଭିନୟ ମଧ୍ୟ କରିଥାନ୍ତି । ବର୍ତ୍ତମାନ ସମୟ ରେ ଜଣେ କୁନି ପୁଅ ବିଖ୍ୟାତ ଯାତ୍ରା କଳାକାର ଦଇତାରୀ ପଣ୍ଡା ଙ୍କ ଦା ଡାଇଲାଗ କହି ଇଣ୍ଟର୍ନେଟ୍ ରେ ବେଶ୍ ଚର୍ଚ୍ଚା ରେ ରହିଛି । ଯାତ୍ରା ଦୁନିଆ ରେ ଦଇତାରୀ ପଣ୍ଡା ଙ୍କ ନାମ ଅନେକ ଉଚ୍ଚ ରେ । ନିଜ ଅଭିନୟ ବଳ ରେ ସେ ନିଜ ର ସ୍ଥାନ ପ୍ରତିଷ୍ଠା କରି ପାରିଛନ୍ତି । ଏହି କୁନି ପିଲା ଟି ଦଇତାରୀ ପଣ୍ଡା ଙ୍କ ପରି ହସି ଏକ ଭିଡ଼ିଓ କରି ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋଷ୍ଟ କରିଥିଲା । ଯାହା ବର୍ତ୍ତମାନ ଦର୍ଶକ ଙ୍କ ପ୍ରିୟ ହୋଇଛି । ପିଲା ଟି ର ଅଭିନୟ ଦେଖି ସମସ୍ତେ ବାଃ ବାଃ କହୁଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।