ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ medical ନେଲେ କେତେ ଟଙ୍କା ମିଳିବ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦେଶ ରାଜ୍ୟରେ ଜନସାଧାରଣ ଙ୍କ ସେବା ସୁବିଧା ପାଇଁ ସରକାର ଗଠିତ । ତେବେ ଗଣତନ୍ତ୍ର ଲୋକମାନଙ୍କ ଦ୍ବାରା , ଲୋକମାନଙ୍କ ପାଇଁ , ଲୋକମାନଙ୍କୁ ନେଇ ଗଠିତ ହୋଇଥାଏ ବୋଲି ଆମେ ପୂର୍ବରୁ ଜାଣିଛୁ । ତେବେ ଜନ ସାଧାରଣ ଙ୍କ ହିତ କଲ୍ୟାଣ ନିମିତ୍ତ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସମସ୍ତ ସେବା ଯୋଗାଇ ଦିଆଯାଇଥାଏ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଯୋଜନା ର ଘୋଷଣା କରାଯାଇଛି । ଯାହାଦ୍ଵାରା ଜନ ସାଧାରଣ ଅଧିକ ଉପକୃତ ହୋଇପାରିବେ । ବର୍ତ୍ତମାନ ସମୟରେ ମଣିଷ ଯାତାୟାତ ପାଇଁ ଅଧିକତର ଯାନବାହାନ ଚଳାଚଳ କରୁଛନ୍ତି । ଯାହା ଫଳରେ ଅନେକ ଲୋକ ଏହାର ଶିକାର ହେଉଛନ୍ତି ଓ ନିଜର ଜୀବନ ମଧ୍ୟ ଯାଉଛି।
ଯାନବାହାନ ଚଳାଚଳ ପାଇଁ ସରକାର ଙ୍କ ପକ୍ଷରୁ ସ୍ଵତନ୍ତ୍ର ନିୟମ ମାନ ଥିଲେ ମଧ୍ୟ ଲୋକେ ଅଭାବନୀୟ ଘଟଣାର ଶୀକାର ହୋଇଥାନ୍ତି । ତେବେ ଦେଶରେ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ଅଭାବନୀୟ ଘଟଣା ଘଟୁଛି ଏବଂ ତନ୍ମଧ୍ୟରୁ ଦେଢ଼ ଲକ୍ଷ ଲୋକଙ୍କର ଏହି ଅଭାବନୀୟ ଘଟଣା ର ସାହାଯ୍ୟ ଅଭାବରୁ ଜୀବନ ଯାଉଛି । ଆଉ ସାଢ଼େ ୪ ଲକ୍ଷ ଲୋକ ଜୀବନ ସାରା ଆ-ହ-ତ ହୋଇ ଜୀବନଯାପନ କରୁଛନ୍ତି । ତେଣୁ ଏହିଭଳି ସଡ଼କ ଘଟଣା କୁ ଆଖିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଆ-କ୍ରା-ନ୍ତ ବ୍ୟକ୍ତି ଙ୍କୁ ଯେଉଁ ବ୍ୟକ୍ତି ମେ-ଡ଼ି-କା-ଲ ରେ ନେଇ ପହଞ୍ଚାଇବ ତାଙ୍କୁ ସରକାରଙ୍କ ପକ୍ଷରୁ ୫୦୦୦ ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ଦେଶରେ ହେଉଥିବା ଏହି ହାର କୁ କମାଇବାକୁ ଯାଇ ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ମୋଦି ସରକାର ।
ତେବେ ନିୟମ ଅନୁଯାୟୀ ସଡ଼କ ରେ ଜଣେ ବ୍ୟକ୍ତି ଯଦି ୧ ଘଣ୍ଟା ମଧ୍ୟରେ ଆ-ହ-ତ ଙ୍କୁ ହ-ସ୍ପିଟା-ଲ ରେ ଭର୍ତ୍ତି କରିପାରିବ , ତେବେ ସେହି ବ୍ୟକ୍ତି ଏହି ଯୋଜାନ ରେ ଲାଭବାନ ହୋଇପାରିବେ । କେନ୍ଦ୍ର ସଡ଼କ ଓ ପରିବହନ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ଯୋଜନା ବିଷୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ ମାନଙ୍କୁ ଚିଠି ଜରିଆରେ ସୂଚିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଅକ୍ଟୋବର ୧୫ , ୨୦୨୧ ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ । ଗତ ସୋମବାର ଦିନ ଆପତ୍ତ କାଳୀନ ପରିସ୍ଥିତିରେ ସାହାଯ୍ୟ କାରୀ ଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ଯାହାଦ୍ଵାରା ଏଭଳି ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ଙ୍କ ଜୀବନ ବଞ୍ଚାଇବାକୁ ଏହା ଅଧିକ ପ୍ରେରଣା ଦେବ । ଏହା ବ୍ୟତୀତ ସାହାଯ୍ୟ କାରୀ ଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ , ଅଧିକ ଭଲ ସାହାଯ୍ୟ କରିଥିବା ବ୍ୟକ୍ତି ଙ୍କୁ ରାଷ୍ଟ୍ରପତି ଙ୍କ ଦ୍ଵାରା ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ତେବେ ଦେଶରେ ଏଭଳି ଘଟଣା କୁ କମ୍ କରିବା ପାଇଁ ସରକାର ଙ୍କ ର ଏହା ନୂଆ ପ୍ରୟାସ । ୨୦୨୫ ସୁଦ୍ଧା ଦେଶରେ ୫୦ ପ୍ରତିଶତ ଅଭାବନୀୟ ଘଟଣା କମିବ ବୋଲି ସରକାର ଆଶା ରଖିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।