ଭାରତ ଦଳ ରେ ବଡ଼ ପରିବର୍ତ୍ତନ ଆଜି ହେଲା । ପାକିସ୍ତାନ ପାଖରୁ ହାରିବା ପରେ ବଡ଼ ନିଷ୍ପତି…ଷ୍ଟାର ପ୍ଲେୟାର ବସିଲେ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24×7 ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଭାରତ ପାକିସ୍ତାନ ପାଖରୁ ହାରିବା ପରେ ଭାରତ ଦଳରେ ଆସିଲା ବଡ଼ ପରିବର୍ତ୍ତନ । ଯୋଡି ହେଲେ Playing 11 ରେ ଆଉ ଦୁଇ ଖେଳାଳି ।

ଭାରତ ବିଶ୍ୱକପ ରେ ପାକିସ୍ତାନ ଠାରୁ ନୂଆ ଇତିହାସ ସୃଷ୍ଟି କରିଛି । ପୂର୍ବରୁ କେବେ ଭାରତ ହାରି ନଥିଲା ପାକିସ୍ତାନ ପାଖରୁ । ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହୋଇଥିଲା ଯାହା ସ୍ୱାଭାବିକ କାରଣ ଭାରତ ପାକିସ୍ତାନ ମ୍ୟାଚ ସବୁବେଳେ High Voltage ମ୍ୟାଚ ହୋଇଥାଏ ।

ଦଳର ଏଭଳି ଲଜ୍ୟାଜନକ ଜନକ ପରାଜୟ ପରେ ଭାରତ Playing 11 ରେ ଦୁଇ ଖେଳାଳି ଙ୍କୁ ସାମିଲ କରାଯାଇଛି । ଦଳରେ ଭୁବନେଶ୍ୱର କୁମାର ଜାଗାରେ ଶ୍ରଦ୍ଧାଳୁ ଙ୍କୁ ପୁରାଯାଇଛି ଓ ପାଣ୍ଡିଆ ଜାଗାରେ ଇଶାନ କିଶନ ଙ୍କୁ ସୁଯୋଗ ମିଳିଛି Newsland ବିପକ୍ଷ ମ୍ୟାଚ ପାଇଁ କରାଯାଇଛି ।

ଯଦି ଆଗକୁ ଏଭଳି ଖବର ପଢିବାକୁ ଚାଂହୁଛନ୍ତି ତାହେଲେ ତଳେ ଗୋଟିଏ Like କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *