ହରଭଜନ ଙ୍କ ଏହି ମୁହଁ ତୋଡ ଜବାବ ରେ ପାକିସ୍ତାନ ର କ୍ରିକେଟର ଙ୍କ ହୋଇଗଲା ମୁହଁ ଚୁପ୍ – ଜାଣନ୍ତୁ ସଂପୂର୍ଣ୍ଣ ଖବର…

 

 

ଫି-କ୍ସ-ର ଙ୍କୁ ସି-କ୍ସ-ର ଆଉଟ୍ ଅଫ୍ ଦି ପାର୍କ , ମହମ୍ମଦ ଅମିର ଦଫା ହୋଇଯାଅ ଏହି ଗୋଟେ ଟ୍ୱି-ଟ ପୂର୍ବତନ ପାକିସ୍ତାନ ଟିମ୍ ର ଖେଳାଳି ଆମିର ଙ୍କ ମୁହଁ ଙ୍କୁ ଚୁପ୍ କରିବା ପାଇଁ ଯ-ଥେ-ଷ୍ଟ ହୋଇଗଲା । ଆଉ ଏଭଳି ଟ୍ୱି-ଟ କରି ଚ-ର୍ଚ୍ଚାର କେ-ନ୍ଦ୍ର-ବି-ନ୍ଦୁ ପାଲଟି ଛନ୍ତି ଭାରତୀୟ ପୂର୍ବତନ ଖେଳାଳି ହରଭଜନ ସିଂହ ।

 

ଭାରତ ଏବଂ ପାକିସ୍ତାନ ମ୍ୟା-ଚ ଶେଷ ହୋଇଯିବା ପରେ ବର୍ତ୍ତମାନ ଟ୍ୱି-ଟ ରେ ଯୁ-ଦ୍ଧ ଆ-ର-ମ୍ଭ ହୋଇଛି। ବର୍ତ୍ତମାନ ସମୟ ରେ ଦେଶ ର ପୂର୍ବତନ ଖେଳାଳି ଙ୍କ ମଧ୍ୟରେ ଏଭଳି ଟ୍ୱି-ଟ ୱା-ର ଦେଖିବାକୁ ମିଳିଛି । ଆଉ ଟ୍ୱିଟର ରେ ଏଭଳି ଟ୍ୱି-ଟ କରି ପୂର୍ବତନ ପାକିସ୍ତାନ ଖେଳାଳି ଙ୍କ ବେ-ଜ୍ଜି-ତ କରିଛନ୍ତି ହରଭଜନ ସିଂହ ।

 

ଭାରତ ଏବଂ ପାକିସ୍ତାନ ମ୍ୟା-ଚ ଶେଷ ହୋଇଯିବା ପରେ ମଧ୍ୟ ଏବେ ବି ସୋସିଆଲ ମି-ଡି-ଆ ରେ ଲ-ଢେ-ଇ ଲାଗୁଛି । ହରଭଜନ୍ ଙ୍କ ଟ୍ୱି-ଟ କୁ ଦେଖି ଏହା ପରେ ଅମିର୍ ଏହା ଟ୍ୱି-ଟ କରିଥିଲେ ଯେ , ” ସେ କହିଥିଲେ ଯେ ମୁଁ ପଚାରିବାକୁ ଚାହୁଁଛି ସେହି ମ୍ୟା-ଚ୍ କୁ ଦେଖିବା ପରେ ହରଭଜନ ନିଜର ଟିଭି କୁ ଭାଙ୍ଗିଛନ୍ତି ନା ନାହିଁ । ଏହାପରେ ଏହି ଟ୍ୱି-ଟ ର ଜବାବ ଦମଦାର ଭାବରେ ଦେଇଥିଲେ ହରଭଜନ୍ ।

 

ହରଭଜନ୍ ଏକ ଭି-ଡି-ଓ ସେୟାର କରି କହିଥିଲେ ଯେ ଏହି ଛକା ଟି ତୁମ ଘରର ଟିଭି ଉପରେ ଯାଇ ପଡ଼ି ନାହିଁ ତ । ହରଭଜନ୍ ଯେଉଁ ଭି-ଡି-ଓ ସେୟାର କରିଥିଲେ ସେଥିରେ ସେ ଶେଷ ଓଭର ରେ ଅମୀର ଙ୍କୁ ଛକା ମାରୀ ଭାରତ କୁ ଏକ ବଡ ବିଜୟ ଭେଟି ଦେଇଥିଲେ । ଆଉ ଏହି ଭି-ଡି-ଓ ଟି ସେୟାର କରି ଆମିର୍ ଙ୍କୁ ପୁରୁଣା କଥା ମନେ ପକେଇ ଦେଇଥିଲେ ହରଭଜନ୍ ।

 

ଏହାପରେ ଅମୀର ମଧ୍ୟ ଏକ ଭି-ଡି-ଓ ସେୟାର କରି କହିଥିଲେ ଯେ ,’ ମୁ ଟିକିଏ ବ୍ୟ-ସ୍ତ ଥିଲି କାହିଁକି ନା ମୁଁ ତୁମର ଗୋଟେ ମ୍ୟା-ଚ୍ ଦେଖୁଥିଲି ଆଉ ଏହି ମ୍ୟାଚ୍ ରେ ଲାଲା ତୁମକୁ ୪ ଟି ଛକା ମାରିଥିଲେ। ଏହା ପରେ କହିଥିଲେ ଯେ କ୍ରିକେଟ ରେ ଏମିତି ହୁଏ ହେଲେ ଟେ-ଷ୍ଟ କ୍ରିକେଟ ରେ ଏମିତି ପ୍ର-ହା-ର ଟିକେ ଅଧିକ ହୋଇଗଲା ।

 

ଏହାର ଜବାବ ରେ ହରଭଜନ କହିଥିଲେ ଯେ ,” ଲ-ର୍ଡ- ସ ରେ ନୋ ବଲ୍ କିପରି ହୋଇଗଲା ଏଥିରେ କିଏ କେତେ ଦେଇଥିଲା ,କ୍ରିକେଟ ପରି ଏକ ଖେଳ କୁ ବ-ଦ-ନା-ମ କରୁଥିବା ହେତୁ ତୁମକୁ ଲାଜ ଲାଗିବା କଥା। ପୁଣି ଏହା ପରେ ଅମୀର କହିଥିଲେ ଯେ ,’ ହରଭଜନ ଚାଲି ଯାଅ ଲାଲା ଆସୁଛି ।

 

ଏହି ଟ୍ୱି-ଟ ରେ ଅତି ନି-ମ୍ନ ସ୍ତର କୁ ଖସି ଯାଇଥିଲେ ଅମୀର । ହରଭଜନ୍ ଙ୍କ ପ୍ରତି ଅତି ଖରାପ ଶ-ବ୍ଦ ର ପ୍ରୟୋଗ କରିଥିଲେ । ଆମୀର ଙ୍କ ଏଭଳି କଥା କୁ ସ-ହ୍ୟ କରି ପାରି ନଥିଲେ ହରଭଜନ୍ । ଏହା ପରେ ହରଭଜନ୍ ଦୁଇଟି ସିରିଯ ଟ୍ୱି-ଟ କରି ଏମିତି ଜବାବ ଦେଇଥିଲେ ଯେ ଚୁପ୍ ହୋଇ ଯାଇଥିଲା ପାକିସ୍ତାନ ଖେଳାଳି ଙ୍କ ମୁହଁ। ହରଭଜନ୍ ଏହା କହିଥିଲେ ଯେ ଟିମ୍ ଭଳି କିଛି ଲୋକ ଙ୍କ ପାଇଁ ପଇସା ବଡ , ନା ଇ-ଜ୍ଜ-ତ ନା ଆଉ କିଛି, କେତେ ଟଙ୍କା ମିଳିଥିଲା ସେ କଥା ନିଜର ଦେଶବାସୀ ଏବଂ ନିଜର ପ୍ରଶଂସକ ମାନଙ୍କୁ କହିବନି କି , ଚାଲି ଯା ଅ ତୁମ ଭଳି ଲୋକ ମାନଂକ ସହ କଥା ହେବାକୁ ଘୃ-ଣା ଲାଗୁଛି ,ଯିଏ କି କ୍ରିକେଟ ଭଳି ଖେଳ କୁ କ-ଳ-ଙ୍କି-ତ କରୁଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *