ବିବାହ ର ତିନି ମାସ ପରେ ସ୍ବାମୀ ତାର ସ୍ତ୍ରୀ କୁ ବିକ୍ରି କରିଦେଲା ଏକ ବୁଢ଼ା ହାତରେ , ତା ପରେ ଯାହା ହେଲା ଜାଣନ୍ତୁ….

 

ଏକ ଯୁବକ ଏବଂ ଯୁବତୀ ଙ୍କ ମଧ୍ୟରେ ସୋସିଆଲ ମି-ଡି-ଆ ଜରିଆରେ ପ୍ରେମ ସ-ମ୍ପ-ର୍କ ଗଢି ଉଠି ଥିଲା ଏହାର କିଛି ଦିନ ପରେ ଦୁହେଁ ବିବାହ କରି ନଥିଲେ  । ବିବାହ ର ୩ ମାସ ପରେ ଯୁବକ ନିଜର ସ୍ତ୍ରିଙ୍କୁ ଏକ ୫୫ ବର୍ଷୀୟ ବୁଢ଼ା କୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଦେଲା ଏବଂ ସେହି ପଇସା ରେ ଏକ ଦାମୀ ମୋବାଇଲ କିଣି ଥିଲା । ସେହି ଯୁବକ ଜଣକ ହେଉଛନ୍ତି ଜଣେ କିଶୋର ସେଥିପାଇଁ  ସେହି ଯୁବକ ଜଣକ ଙ୍କୁ ବାର୍ତ୍ତମାନ ପୋ-ଲି-ସ ସୁଧାର ଗୃହକୁ ପଠାଇଛି ଏବଂ  ପୀଡ଼ିତାଙ୍କୁ ରେ-ସ୍କ୍ଯୁ କରିନେଇଛି। 

 

ଏହି ଘଟଣା ଟି ଘଟିଛି ଓଡ଼ିଶା ର ବଲାଙ୍ଗିର ଜି-ଲ୍ଲାର ବେଡପଡା ଥା-ନା ଅଞ୍ଚଳ ରେ । ସୂଚନା ରୁ ଏହା ଜଣା ପଡ଼ିଛି ଯେ ଗତ କିଛି ଦିନ ପୂର୍ବେ ୧୭ବର୍ଷ  ସେହି ଯୁବକ ଜଣକ ଙ୍କ ସାକ୍ଷାତ ଏକ ୨୪ ବର୍ଷୀୟ ଝିଅ ଙ୍କ ସହିତ ସୋସିଆଲ ମି-ଡି-ଆ ରେ  ହୋଇଥିଲା। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ମିତ୍ରତା ହୋଇଥିଲା ଏବଂ ଏହା  ପରବର୍ତ୍ତୀ ସମୟରେ ପ୍ରେମରେ ବଦଳିଗଲା ଏବଂ ଦୁଇ ପରିବାର ମଧ୍ୟରେ ବୁଝାମଣା ହୋଇ ଦୁଂହି ଙ୍କ ର ବିବାହ ହୋଇଥିଲା । 

 

ସୂଚନା ରୁ ଏହା ଜଣା ପଡ଼ିଛି ଯେ , ବିବାହ ର କିଛି ଦିନ ବିତିବା ପରେ ସେ ଦୁଇ ଜଣ ଯାଇ ରାୟପୁର ର ଏକ ଇଟା ଭାଟି ରେ କାମ କରୁଥିଲେ ଏବଂ ନିଜର ପରିବାର ର ଖର୍ଚ୍ଚ ଚଳାଉଥିଲେ। କାମ କରିବା ଦ୍ଵାରା ମଧ୍ୟ ଏହାଦ୍ବାରା ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଲା ନାହିଁ।

 

ବର୍ତ୍ତମାନ ପୋ-ଲି-ସ ଙ୍କ କହିବା ମୁତାବକ, କିଛି ଦିନ ପୂର୍ବେ ସେ ଦୁଇ ସ୍ବାମୀ ସ୍ତ୍ରୀ ରାଜସ୍ଥାନ ଯାଇ ଥିଲେ ଏବଂ ସେଠାରେ ସେହି ଯୁବକ ଜଣଙ୍କ ଏକ ୫୫ ବର୍ଷୀୟ ବ୍ୟକ୍ତିଙ୍କ ସହିତ ନିଜର ସ୍ତ୍ରୀ କୁ ଏକ ଲକ୍ଷ ଟଙ୍କା ରେ ବିକ୍ରି କରି ଦେଇଛି ଏବଂ ଏହାପରେ ସେହି ଲୋକ ଠାରୁ ପଇସା ନେଇ ସେ ଫେରି ଆସିଛି ।

 

ପୋ-ଲି-ସ ମଧ୍ୟ କହିଛି ଯେ,  ସେହି ଯୁବକ ଜଣକ ସେହି ପଇସା କୁ କିଛି ଖାଇବା ଏବଂ ଅନ୍ୟାନ୍ୟ ବାଟ ରେ ଖ-ର୍ଚ୍ଚ କରିଲା ଏବଂ ଏହାପରେ ବଳିଥିଁବା ବାକି ପଇସା ରେ ସେ ଏକ ଦାମୀ ଫୋନ କିଣିଥିଲା। ଏହା ପରେ ଯୁବକ ଜଣକ ଘରକୁ ଫେରି ଆସି ନିଜ ଘରେ ଓ ସେହି ଝିଅର ଘର ରେ  କହିଲା ଯେ,” ତାର ସ୍ତ୍ରୀ କୌଣସି ଏକ ଲୋକ ସହ ଫେ-ରା-ର ହୋଇ ଯାଇଛି। କିନ୍ତୁ ପୁଅ କହିଥିବା ଏହି କଥା ଟି କୁ ସେହି ଝିଅର ଘର ଲୋକ ଆଦୌ ବି-ଶ୍ଵା-ସ କରିଲେ ନାହିଁ ଏବଂ ଏହାପରେ ସେମାନେ ବେଲପଡା ଥା-ନା କୁ ଯାଇ ଏକ ମା-ମ-ଲା ରୁ-ଜ୍ଜୁ କରିଥିଲେ ।

 

ପୋ-ଲି-ସ ଯେତେବେଳେ ମା-ମ-ଲା ର ତ-ଦ-ନ୍ତ କଲା ସେତେବେଳେ ସେହି ଯୁବକ ର ଗତିବିଧି ଏବଂ ମୋବାଇଲ ର କଲ ଡି-ଟେ-ଲ୍ସ ତାଙ୍କୁ ଟିକେ ସ-ନ୍ଦି-ଗ୍ଧ ଲାଗିଲା । ଏହା ପରେ ସେହି ତ-ଦ-ନ୍ତ ଜାରି ରହିଥିଲା ଏବଂ ସେହି ସ୍ତ୍ରୀ ଙ୍କୁ ପୋ-ଲି-ସ ଟିମ୍ ରାଜସ୍ଥାନରୁ ରେ-ସ୍କ୍ଯୁ କରିଲେ ଏବଂ ଏହା ପରେ ଏହି ମା-ମ-ଲା ଉପରୁ ପରଦା ଉଠି ଗଲା। 

 

 ସେହି ଝିଅ ଟି କୋ-ର୍ଟ ରେ ଏହା କହିଥିଲେ କି ,” ତାଙ୍କର ସ୍ଵାମୀ ପଇସା ଲୋଭ ରେ ତାଙ୍କୁ ଅନ୍ୟ ଏକ ୫୫ ବର୍ଷୀୟ ବ୍ୟକ୍ତି ଙ୍କୁ ବିକ୍ରି କରିଦେଇ ଥିଲେ । ଏହାପରେ କୋ-ର୍ଟ ର ଆଦେଶ ଅନୁସାରେ ଝିଅ ଟି ନିଜର ଘର ଲୋକଙ୍କ ନିକଟରେ ପହଞ୍ଚିଗଲେ ଏବଂ ଏହାପରେ ସେହି ଯୁବକ ଜଣକ ଙ୍କୁ ସୁଧାର ଗୃହ ପଠା ଯାଇଥିଲା । ଯୁବକ ଟି ଏହା କହିଥିଲେ ଯେ , ୬୦ହଜାର ଟଙ୍କା ଉଧାର ରୂପରେ ତାଙ୍କୁ ସେ ସେହି ବ୍ୟକ୍ତିଙ୍କ ଠାରୁ ନେଇଥିଲେ ଏବଂ ବାକି ପଇସା ସେ ପରେ ଦେଇଥାନ୍ତା।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *