ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଭିଡିଓ ହେଲା ଭା-ଇ-ର-ଲ୍ । ସୋସିଆଲ ମିଡ଼ିଆ ରେ ୧ କୋଟି ରୁ ଅଧିକ ଲୋକ ଦେଖିଲେଣି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକାଲି ର ଟେକ୍ନୋଲୋଜି ଯୁଗ ରେ ସୋ-ସି-ଆ-ଲ ମି-ଡି-ଆ ପାଲଟିଛି ସବୁଠୁ ବଡ଼ ମିଡିଆ । ମଣିଷ ମୋବାଇଲ୍ ଫୋନ୍ ବ୍ୟବହାର କଲେ ସବୁଠୁ ଅଧିକ ଏହି ସୋ-ସି-ଆ-ଲ ମି-ଡ଼ି-ଆ କୁ ହି ବ୍ୟବହାର କରିଥାଏ । ନିଜ ଅଞ୍ଚଳ ର ଖବର ଠୁ ଆରମ୍ଭ କରି ସାରା ବିଶ୍ଵର ସମସ୍ତ ଖବର କୁ ମଣିଷ ଘରେ ବସି ମାତ୍ର କିଛି ସମୟ ମଧ୍ୟରେ ସୋ-ସି-ଆ-ଲ ମି-ଡି-ଆ ସାହାଯ୍ୟ ରେ ଜାଣି ନେଉଛି । କେବଳ ଖବର ନୁହ ସୋ-ସି-ଆ-ଲ ମି-ଡି-ଆ ଆଜିକାଲି ମଣିଷ ପାଇଁ ଆୟ ର ଦ୍ଵାର ଖୋଲିଦେଇଛି ।
କିଏ ନିଜ ବ୍ୟାପାର କୁ ସୋ-ସି-ଆ-ଲ ମି-ଡି-ଆ ସାହାଯ୍ୟ ରେ ପ୍ରଚାର କରୁଛି ତ କିଏ ନିଜ ଭିତରେ ଲୁଚି ରହିଥିବା ଟାଲେଣ୍ଟ କୁ ଭିଡିଓ ସାହାଯ୍ୟ ରେ ହେଉ କିମ୍ବା ଫୋଟୋ ସାହାଯ୍ୟ ରେ ହେଉ, ସାରା ବିଶ୍ଵ ସାମ୍ନା ରେ ରଖି ପ୍ରଶଂସା ପାଉଛି । କେବଳ ଗୋଟିଏ ଭିଡିଓ କିମ୍ବା ଫୋଟୋ ଭା-ଇ-ରା-ଲ ହୋଇଗଲେ ସାଙ୍ଗେ ସାଙ୍ଗ ଫୋଲର ସଂଖ୍ୟା ବଢିଯାଉଛି । ଏଇଭଳି ନିକଟରେ ଏକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ର ଭିଡିଓ ଭା-ଇ-ରା-ଲ ହୋଇଛି ସୋ-ସି-ଆ-ଲ ମି-ଡି-ଆ-ରେ । ଆସନ୍ତୁ ଜାଣିବା ଏହି ଭା-ଇ-ର-ଲ ଭିଡିଓ ସମ୍ବନ୍ଧ ରେ ।
ଏହି ଭିଡିଓ ରେ ଜଣେ ବ୍ୟକ୍ତି ଭବାନୀପାଟଣା ର ତୂର୍ପି ଅପର୍ ପ୍ରାଇମେରୀ ସ୍କୁଲରେ ପଢୁଥିବା ଜଣେ ଛାତ୍ରୀ ର ଇଣ୍ଟ୍ରଡକ୍ସନ ନେଇ କିଛି ପ୍ରଶ୍ନ ପଚାରିଥିବା ର ଦେଖାଯାଇଛି । ତୂର୍ପି ଅପର୍ ପ୍ରାଇମେରୀ ସ୍କୁଲରେ ସପ୍ତମ ଶ୍ରେଣୀ ରେ ପଢନ୍ତି ଏହି ଛାତ୍ରୀ ଜଣକ ଯାହା ଙ୍କ ନାମ ହେଉଛି ପ୍ରିୟଙ୍କା ବାଗ୍ ।ଭିଡିଓ ଟି ରେ ବ୍ୟକ୍ତି ଜଣକ ଗଣିତ ରେ ଥିବା ବର୍ଗ ର ଜାଣିଥିବା ର ପଚାରିଥିଲେ । ପ୍ରିୟଙ୍କା ୧୦୦ ପର୍ଯ୍ୟନ୍ତ ସଂଖ୍ୟା ର ବର୍ଗ ଜାଣିଥିବା ର କହିଥିଲେ ।
ତା ପରେ ବ୍ୟକ୍ତି ଜଣକ ତାଙ୍କୁ ଗୋଟାଏ ପରେ ଗୋଟାଏ ସଂଖ୍ୟା ର ବର୍ଗ ପଚାରି ଚାଲିଥିଲେ । ଯାହା ର ପ୍ରିୟଙ୍କା ସବୁ ସଠିକ୍ ଉତ୍ତର ବିନା ଦ୍ଵ-ନ୍ଦ ରେ ଦେଇଯାଇଥିଲେ । ଏଇଭଳି କନଫିଡେନ୍ସ ସହ ଜବାବ ସମସ୍ତ ଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ, ଯାହା ପ୍ରିୟଙ୍କା ଖୁବ୍ ସହଜ ରେ ବିନା ଦ୍ଵନ୍ଦ ରେ ସବୁ ବର୍ଗ ମାନ କହି ଯାଇଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।