କୁନି ଝିଅ ର Viral Video କୁ ନେଇ ଓଡ଼ିଶାରେ ଚର୍ଚ୍ଚା । ଆସନ୍ତୁ ଦେଖିବା ଏହି Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ବିଦ୍ୟାଳୟ ରେ ଏକ କୁନି ଝିଅ ଟିଏ କାନ୍ଦି କାନ୍ଦି ତାଙ୍କର ଦିଦି ଙ୍କୁ କେଉଁ ସବୁ କଥା କହିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କୁନି ଝିଅ ଟି ର ପାଠ ନ କରି ଆସିଥିବାରୁ ଦିଦି ଯେତେବେଳେ ତାକୁ ଟିକେ ପାଟି କଲେ ସେ କୁନି ଝିଅ ଟି ସେତେବେଳେ କାନ୍ଦିବାକୁ ଲାଗିଲା ଏବଂ ଦିଦି ଙ୍କୁ କହିଥିଲା ଅନେକ କଥା। ଦିଦି କହିଲେ ଯେ ପାଠ ଟିକେ ପଢ଼ୁନୁ କହିଲେ ଟିକେ କାହିଁକି କାନ୍ଦି ପକାଉଛୁ ।

 

ପିଲା ଟି କହୁଛି ତାଙ୍କ ଦିଦି ଙ୍କୁ କାନ୍ଦି କାନ୍ଦି ଏହା କହୁଛି ଯେ ତମେ ତ ପିଟିବା ବୋଲି ମତେ କହିଲ ମତେ ଜୋରେ କାନ୍ଦ ଲାଗିଲା । ଏହା ପରେ ପିଲା ଟା କହୁଛି କି ମୁ କାନ୍ଦୁଛି ମୋ କଥା କୁ ଟିକେ ଶୁଣ । ଏହା ପରେ ତାଙ୍କର ଦିଦି ସେହି ଛୋଟ ପିଲା ଟି କୁ କହିଲେ ଯେ କଣ କହିବୁ କହ ମୁଁ ଶୁଣିବି । ଏହା ପରେ ସେହି କୁନି ଝିଅ ଟି ଏହା କହିଲା ଯେ ମୁଁ କାଲି ଲେଖିକି ଆଣିବି  ଆଉ ତା ପରେ ତମକୁ ଦେଖେଇ ଦେବି । ଏହା ପରେ ଦିଦି ସେହି କୁନି ଝିଅ କୁ ଏହା କହିଲେ ଯେ ତମକୁ ତ ମାରି ନାହିଁ କାହିଁକି କାନ୍ଦୁଛ। 

 

ଏହା ପରେ ସେହି କୁନି ଝିଅ ଟି ତାଙ୍କର ଦିଦି କୁ ଏହା କହିଥିଲା ଯେ ,” ମତେ ସୁନା ପିଲା ଙ୍କ ଭଳିଆ ଗେହ୍ଲେଇକି ପଢେଇବ ବୁଝେଇକି କହିଲେ ମୁଁ ଭଲକି ପଢିବି। ଏହାପରେ ଦିଦି ଯେତେବେଳେ କହିଲେ ପାଠ ପଢିଲେ ତତେ କାହିଁକି କିଏ ପାଟି କରିବ ।  ଏହା ପରେ ସେହି କୁନି ଝିଅ ଟି କହିଥିଲା ଯେ,” ମୁ ଯଦି ପାଠ ନା ପଢ଼ିବି ମୂର୍ଖ ହେବି । 

 

ଏହା ପରେ ପୁଣି ଦିଦି ଜଣକ ଯେତେବେଳେ କହିଲେ ପାଠ ନ ପଢିଲେ କଣ ଗାଈ ଚରାଇବୁ ସେ କୁନି ଝିଅ ଟି କହିଲା ଯେ ମୁ ପାଠ ପଢ଼ିକି ଚାକିରି କରିବି ଆଉ ତା ପରେ କୁରକୁରୀ ଆଉ ଆଇସକ୍ରିମ ସବୁ ଖାଇବି । ଏହା ପରେ ସେହି କୁନି ଝିଅ ଟି ସବୁ ପାଠ ଲେଖିଥିଲା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *