ସୁର ରାଉତ କହିଲେ ଶାରୁ ଖାଁ ଙ୍କ ପୁଅ ଆରୀୟନ କୁ…ତୋର ନାଳ ହେଇନି ତୁ ସୁନ୍ଦରୀ…ଝିଅଙ୍କୁ…। Watch Video…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସୁର ରାଉତରାୟ କହିଲେ ଯେ ଆର୍ଯ୍ୟନ୍ କୁ ଜେ-ଲ ହୋଇଛି ଠିକ୍ ହୋଇଛି ତାର ନାଳ ହେଇନି ସେ ସୁନ୍ଦରୀ ଝିଅଙ୍କ ସହ… । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଶେଷରେ ଭିଡ଼ିଓ ଦେଖିବେ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆର୍ଯ୍ୟନ୍ ଙ୍କ ମା-ମ-ଲା ବିଷୟ ରେ ସୁର ରାଉତରାୟ ଙ୍କୁ ପଚରା ଯିବାରୁ ସେ ଏହା କହିଛନ୍ତି ଯେ ,” ପୂର୍ବରୁ ଆଦାନୀ ଙ୍କ ଏୟାର ପୋ-ର୍ଟ ରୁ ୧୦ ହଜାର କୋଟି ଟଙ୍କାର ଚ-ର-ସ , ନି-ଶା ଦ୍ର-ବ୍ୟ ସାତ ଟି ଟ୍ରକ୍ ସହ ଜ-ବ-ତ ହୋଇଥିଲା । କାହିଁ ତାହା ବିଷୟରେ କଣ କିଛି ଅଛି । କେଉଁ ମି-ଡ଼ି-ଆ ରେ କଣ ଏହା ବାହାରୁଛି । ଭାରତ ସରକାର କଣ କରୁଛି , ସି-ବି-ଆଇ କଣ କରୁଛି ।

 

ଭାରତ ସରକାର ର ଏତେ ବଡ ସ୍କା-ମ୍ କାହିଁକି ତ ବହାରୁନି । ଏହା କହି ତା ପରେ କହିଥିଲେ ଯେ ,” ଏ ଟୋକା ଅବଶ୍ୟ ନି-ଶା ଦ୍ର-ବ୍ୟ ସେବନ କରିବା ଉଚିତ୍ ନୁହେଁ । ବାପା ସାହରୁକ କୋଟି କୋଟି ଟଙ୍କା ରୋଜଗାର କରୁଛି ବୋଲି ଦାମିକିଆ ନି-ଶା  ନେଇ ଚପଳ ଝିଅ ପୁଅ ଙ୍କୁ ଖୁଆଇ ନାଟ କରିଥିଲା ସେଥିପାଇଁ ଏବେ ଜେ-ଲ ରେ ପଶିଛି। ଆଉ ଜେ-ଲ୍ ରେ ରହିବା ଟା ଭଲ ହେଉଛି ବୋଲି କହିଛନ୍ତି ସୁର ବାବୁ । ଏହା ପରେ କହିଥିଲେ ଯେ ତାଙ୍କୁ ନିହାତି ଜେ-ଲ ଦରକାର ଥିଲା ।

 

ସୁର ରାଉତରାୟ ଏହା କହିଥିଲେ ଯେ ସେ ଏତେ ଛୋଟ ପିଲା ହେଲେ ଅନେକ ସୁନ୍ଦରୀ ଝିଅ ଙ୍କ ସହ ନି-ଶା ଦ୍ର-ବ୍ଯ ଖାଇ ଉପଭୋଗ କରିଛି ,ତାକୁ ତ ଜେ-ଲ ଯିବା ଦରକାର ଥିଲା । ଶେଷ ରେ କହିଥିଲେ ଯେ ବାପା ଏତେ ଟଙ୍କା ରୋଜଗାର କରୁଛି ବୋଲି ଗୋଟେ ଗୋଟେ ସୋଷା ରେ ଲକ୍ଷ ଏବଂ ଦେଢ଼ ଲକ୍ଷ ଟଙ୍କାର ନି-ଶା କୁ ଶୋଷି ଭାରତୀୟ ଲୋକ ମାନଙ୍କୁ ନ-ଷ୍ଟ କରୁଛି । କହିଲେ ଯେ ସୁନ୍ଦରୀ ଝିଅ ମାନଂକ ସହିତ ନାଟ କରି ଝିଅ ମାନଙ୍କ ଜୀବନ କୁ ବ-ର୍ବା-ଦ କରି ଦେଇଛି , ତାକୁ ଦ-ଣ୍ଡ ହୋଇଛି ଭଲ ହୋଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *