ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ଵାରା ଓଡ଼ିଶା ର ଏହି ଅଞ୍ଚଳ ବେଶ୍ ପ୍ରଭାବିତ ହେବ – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ଵାରା କେଉଁ କେଉଁ ସ୍ଥାନ ଗୁଡ଼ିକ ବେଶ୍ ପ୍ରଭାବିତ ହେବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ଦକ୍ଷିଣ ପ-ଶ୍ଚି-ମ ବଙ୍ଗୋପସାଗର ଏବଂ ଏହାର ସଂ-ଲ-ଗ୍ନ ଅଞ୍ଚଳ ରେ ସୃ-ଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ସହିତ ସମୁଦ୍ର ପ-ତ୍ତ-ନ ଠାରୁ ୫.୮ କିମି ଉପରେ ସୃଷ୍ଟି ହୋଇଛି ଘୂର୍ଣୀ ବଳୟ କ୍ଷେତ୍ର । ଆଗାମୀ ଦିନ ରେ ଏହା ପଶ୍ଚିମ ଦିଗ କୁ ଗତି କରିବ ବୋଲି ପାଣିପାଗ ବିଭାଗ ରୁ ଏହା ସୂଚନା ଦିଆ ଯାଇଛି ।

 

ଭୁବନେଶ୍ୱର ପାଣିପାଗ ବିଭାଗ ଯାହା ଅନୁମାନ କରୁଛି ଯେ ଏହାର ପ୍ରଭାବ ରେ ତାମିଲନାଡୁ , ଆନ୍ଧ୍ର ଉପକୂଳ ରେ ବର୍ଷା ହେବାର ସ-ମ୍ଭା-ବ-ନା ରହିଛି । ଏହା ଦ୍ଵାରା ଦକ୍ଷିଣ ଓଡ଼ିଶା ମଧ୍ୟ ଏହା ଦ୍ଵାରା ପ୍ରଭାବିତ ରହିବ । ଭୁ ବି-ଜ୍ଞା-ନୀ ଡ-କ୍ଟ-ର ଜେନାମଣି ସଞ୍ଜୀବ କୁମାର ଏହା କହିଛନ୍ତି ଯେ ଏହି ବର୍ଷ ଅକ୍ଟୋବର ମାସ ରେ ବଙ୍ଗୋପସାଗର ଏବଂ ଆରବ ସାଗର ରେ ଏକା ସମୟ ରେ ସୃ-ଷ୍ଟି ହୋଇଥିଲା ଲଘୁଚାପ ଯାହା ଫଳରେ ଦେଶ ରୁ ମୌସୁମୀ ବାୟୁ ଅପସାରିତ ହେବା ପାଇଁ ବି-ଳ-ମ୍ବ ଘଟିଛି । ବର୍ତ୍ତମାନ ସୂର୍ଯ୍ୟ ଦକ୍ଷିଣ ଗୋ-ଲା-ର୍ଦ୍ଧ ରେ ଅବସ୍ଥାନ କରିଛନ୍ତି ।

 

ତେଣୁ ବର୍ତ୍ତମାନ ସମୁଦ୍ର ଉପରେ ସୂର୍ଯ୍ୟ ଙ୍କ କିରଣ ର ଯେଉଁ ପ୍ରଭାବ ରହିଛି ତେଣୁ ଏଥିରେ ତାପମାତ୍ରା ଅଧିକ ରହିଛି । ସେ ଏହା କହିଛନ୍ତି ଯେ ଆସନ୍ତା ଦୁଇ ଦିନ ପରେ ଏହି ଲଘୁଚାପ ଟି ପ-ଶ୍ଚି-ମ ଦିଗ କୁ ଗତି କରିବ ଏବଂ ଦକ୍ଷିଣ ଓଡ଼ିଶା ବିଶେଷ ଭାବରେ ପ୍ରଭାବିତ ହେବ । ସେ କହିଛନ୍ତି ଯେ ଏହି ଲଘୁଚାପ ପ୍ରଭାବ ରେ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ବେଶ୍ ପ୍ରଭାବିତ ହେବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *