ଅଙ୍ଗନବାଡ଼ି ଦିଦି ଙ୍କ Video ବିଶ୍ୱ ପ୍ରସିଦ୍ଧ । ଭା-ଇ-ରା-ଲ ହେଲା ଭିଡ଼ିଓ । ଥରେ ଏହି ଭିଡ଼ିଓ ନିଶ୍ଚୟ ଦେଖନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଙ୍ଗନବାଡ଼ି ଦିଦି ଙ୍କ କମାଲ । ଭା-ଇ-ରା-ଲ ହେଲା ଭିଡ଼ିଓ । ତେବେ କଣ ରହିଛି ବିଷୟ ବସ୍ତୁ ଆସନ୍ତୁ ନଜର ପକାଇବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ପ୍ରତ୍ୟେକ ଦିନ ଭଳି କି ଭଳି ଆ-ଶ୍ଚ-ର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଯେତିକି କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋ-ସି-ଆ-ଲ ମି-ଡ଼ି-ଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆ-ଶ୍ଚ-ର୍ଯ୍ୟ କରାଉ ଥିବ । ଏହି ସୋ-ସି-ଆ-ଲ ମି-ଡ଼ି-ଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଆଜିକାଲି ର ଯୁବ ପୀଢ଼ି ସୋ-ସି-ଆ-ଲ ମି-ଡ଼ି-ଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି । 

 

ନିକଟ ରେ ସୋ-ସି-ଆ-ଲ ମି-ଡି-ଆରେ ଏକ ଖବର ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ବର୍ତ୍ତମାନ ସମୟ ରେ ପିଲା ମାନେ ଖେଳ କୁଦ , ନାଚ ଗୀତ କୁ ପାଠ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି । ଘରେ ବାପା ମା ସେମାନଙ୍କୁ ମଧ୍ୟ ପାଠ ପଢ଼ାଇବା ରେ ଆଗ୍ରହ ସୃଷ୍ଟି କରି ପାରୁ ନାହାନ୍ତି । ସେଥି ପାଇଁ ପାଠ ପଢ଼ିବା ଶିକ୍ଷକ ଙ୍କ ସାହାଯ୍ୟ ନେଇ ଥାନ୍ତି । ଶିକ୍ଷକ ଙ୍କ ପଢ଼ାଇବା ଶୈଳୀ ଅଲଗା । କିଏ ମାଡ଼ ଦେଇ ପାଠ ପଢ଼ାଇ ଥାଏ ତ କିଏ ହସି ମଜା କରି । 

 

ଏହି ପରିପ୍ରକ୍ଷୀରେ ଏକ ଖବର ଆସି ପହଞ୍ଚିଛି ଆମ ଗହଣ ରେ । ଘଟଣା ଭଦ୍ରକ ଜିଲ୍ଲାର ତିହିଡି ଗ୍ରାମ ର ଅଟେ । ଦୁଇ ବର୍ଷ ରୁ ୬ ବର୍ଷ ପର୍ଯ୍ୟନ୍ତ ସରକାର ଅଙ୍ଗନବାଡ଼ି ର ବ୍ୟବସ୍ଥା କରିଛନ୍ତି । ଏଥିରେ ପିଲା ମାନଙ୍କୁ ପାଠ ପଢ଼ାଇବା ସହିତ ଖାଦ୍ୟ ର ବ୍ୟବସ୍ଥା ମଧ୍ୟ ରହିଛି । ଭଦ୍ରକ ର ଏହି ଅଙ୍ଗନବାଡ଼ି ଦିଦି ନିଜ କୌଶଳ ରେ ପିଲା ମାନଙ୍କୁ ମାଡ଼ ନ ଦେଇ କିପରି ପାଠ ପଢ଼ାଉଛନ୍ତି ତାହା ଜାଣିଲେ ଆ-ଶ୍ଚ-ର୍ଯ୍ୟ ହେବେ । ଭା-ଇ-ରା-ଲ ହୋଇଥିବା ଏହି ଭିଡ଼ିଓ ରେ କିଛି ଏପରି ଦେଖିବାକୁ ମିଳିଛି ଯାହା କୁ ଦେଖିଲେ ଆପଣ ଙ୍କ ମୁଁହ ରେ ହସ ଆସିବ । ସେ ପିଲା ମାନଙ୍କୁ ନାଚ ଓ ଗୀତ ଦ୍ଵାରା ପାଠ ପଢ଼ାଉଛନ୍ତି । 

 

ଯାହା ଫଳରେ ପିଲା ମାନେ ପାଠ ପ୍ରତି ଭ-ୟ ନ କରି ହସ ଖେଳ କୁଦ ରେ ମଧ୍ୟ ପାଠ ପଢୁଛନ୍ତି । ସେଠାକାର ସମସ୍ତ ପିଲା ପ୍ରତ୍ୟେକ ଦିନ ଖୁସି ହୋଇ ପାଠ ପଢିବାକୁ ଯାଇଥାନ୍ତି । ପିଲା ମାନେ ଅନେକ ପାଠ ମଧ୍ୟ ଶିଖୁଛନ୍ତି । ସେଥି ପାଇଁ ପିଲା ମାନଙ୍କ ପରିବାର ଲୋକେ ଅଙ୍ଗନବାଡ଼ି ଦିଦି ଙ୍କୁ ଅନେକ ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଦେଉଛନ୍ତି । ଯେପରି କହି ଜାଣିଲେ କଥା ସୁନ୍ଦର ଠିକ୍ ସେହିପରି ପାଠ ପଢେଇ ଜାଣିଲେ ପାଠ ବି ସୁନ୍ଦର । ଏହି ବିଷୟ ପାଇଁ ଦିଦି ସୋ-ସି-ଆ-ଲ ମି-ଡ଼ି-ଆରେ ବେଶ୍ ଭା-ଇ-ରା-ଲ ଅଛନ୍ତି । ଏଥିରେ ଅନେକ ଭଲ ପାଇବା ମଧ୍ୟ ପାଉଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *