ଏ ଧନ ମୋ ଧନ ଉଠୁ ଉଠୁ… ଥରେ ଏହି ହୃଦୟ ବିଦାରକ Video ନିଶ୍ଚୟ ଦେଖନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡାକ୍ତର ଖନାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁ ଉଡିଗଲା ପ୍ରା-ଣ-ବା-ୟୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜୀବନ ହେଉ ବା ମ-ର-ଣ ସୃଷ୍ଟି ର ସୃଷ୍ଟିକର୍ତ୍ତା ଛଡ଼ା କେହି ଜାଣି ନାହାନ୍ତି । କେତେବେଳେ କେଉଁ ଅଭାବନୀୟ ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଘଟଣା ଘଟିବା ର ଥିଲେ ମଣିଷ ଘରେ ଥାଉ ଅବା ବାହାରେ ତାହା କେହି ଅଟକାଇ ପାରିବେ ନାହିଁ । ଏଭଳି କିଛି ମ-ର୍ମ-ନ୍ତୁ-ଦ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲାର ବାସୁଦେବପୁର ବ୍ଳକ ସ୍ଥିତ ସୁଦର୍ଶନପୁର ପଞ୍ଚାୟତ ରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ସୁଦର୍ଶନପୁର ପଞ୍ଚାୟତ ରେ ଶୁଶାନ୍ତ ସାହୁ ଙ୍କ ତିନି ବର୍ଷ ର ପୁଅ ଘର ପାଖରେ ଖେଳୁ ଖେଳୁ କିପରି ପୋଖୋରି ରେ ପଡ଼ି ଯାଇଥିଲେ । ଅ-ଚେ-ତ୍ ଅବସ୍ଥା ରେ ପିଲା କୁ ଧରି ପରିବାର ଲୋକ ପହଞ୍ଚିଯାଇଥିଲେ ଡାକ୍ତରଖାନା ।  

 

ଶିଶୁଟି ଗୁ-ରୁ-ତ-ର ହୋଇଥିବା ବେଳେ ୭ କିଲୋମିଟର ଦୂର ରେ ଥିବା ଡାକ୍ତର ଖାନାକୁ ୪ ମିନିଟ୍ ରେ ଆସି ପହଞ୍ଚିଯାଇଥିଲେ ପରିବାର ଲୋକେ । ମାତ୍ର ପିଲା କୁ ନେଇ ଯେତେବେଳେ ହସ୍ପିଟାଲ ପହଞ୍ଚିଲେ କେହି ନ ଥିଲେ ପିଲାଟିକୁ ଦେଖିବା କୁ । ସମ୍ପର୍କୀୟ ଙ୍କ କହିବା ଅନୁଯାୟୀ ପୁଅ ର ଛାତି ଧକ୍ ଧକ୍ ହେଉଥିଲା, ତାକୁ ଡାକ୍ତର ଟିକେ ଦେଖିଥିଲେ ହୁଏତ ପିଲା ଟି ବଞ୍ଚି ଯାଇଥାନ୍ତା । ହେଲେ ଡାକ୍ତରଖାନା ରେ ଠିକ୍ ସମୟରେ କୌଣସି ଡ଼ାକ୍ତର ନ ଥିଲେ । ପରିବାର ଲୋକ ଏପଟ ସେପଟ ହୋଇ କେତେ ଖୋଜିଲା ପରେ ବି ଜଣେ ଡାକ୍ତର ପାଇ ନ ଥିଲେ । ସେପଟେ ପିଲା ପାଇଁ ଗୋଟେ ଗୋଟେ ମୁହୂର୍ତ୍ତ କା-ଳ ସାଜିଚାଲିଥିଲା । 

 

ଡାକ୍ତର ନ ପାଇ ପରିବାର ଲୋକ ପିଲାଟି ର ପିଠି କେତେ ଘସିଲେ ଛାତି ପେଟ ମଧ୍ୟ ଆଉଁସିଲେ କିନ୍ତୁ ପୁଅ କୁ ବଞ୍ଚାଇପାରିଲେ ନାହିଁ । ପାଖାପାଖି ୧ଘଣ୍ଟା ପର୍ଯ୍ୟନ୍ତ କେହି ଡାକ୍ତର ଙ୍କ ଦେଖା ନ ଥିଲା । କେବଳ ଡାକ୍ତର ନ ଥିବା ଯୋଗୁ ପିଲା ମ-ରି ଯାଇଛି ବୋଲି ଅ-ଭି-ଯୋ-ଗ ଆଣିଥିଲେ ପରିବାର ଲୋକ । ଡାକ୍ତର ଖାନା ବାହାରେ ଏନେଇ ହୋ ହାଲ୍ଲା ମଧ୍ୟ ହୋଇଥିଲା । ଏହା ର ଖବର ପାଇ ସ୍ଥାନୀୟ ଆରକ୍ଷୀ ଅଧିକାରୀ ଆସି ଉ-ତ୍ତେ-ଜ-ନା ଶାନ୍ତ କରିଥିଲା । ଅନ୍ୟ ପଟେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ପିଲାଟି ଆସିଲା ବେଳକୁ ଆରପାରିକୁ ଚାଲି ଯାଇଥିଲା । ମାତ୍ର ପିଲାଟି ଆସିବା ପରେ ହସ୍ପିଟାଲରେ ତାଙ୍କୁ ଡାକ୍ତର ନ ଦେଖି କେମିତି ଘୋସଣା କରିଥିଲେ । 

 

ଡାକ୍ତର ଙ୍କ ପାଇଁ ସମୟ ହୁଏତ ମୂଲ୍ୟବାନ ହୋଇ ନ ଥାଏପାରେ ମାତ୍ର ଜଣେ ରୋଗୀ ପାଇଁ କିଛି ସେକେଣ୍ଡ ର ସମୟ ମଧ୍ୟ ବହୁ ମୂଲ୍ୟବାନ । ଏକ ଘଣ୍ଟା ଡାକ୍ତର ଙ୍କୁ ଖୋଜିବା ଆମ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି । ଯଦି ଠିକ୍ ସମୟ ରେ ପିଲାଟି କୁ ଡାକ୍ତର ଦେଖିଥାନ୍ତେ ପିଲାଟି ବଞ୍ଚି ଯାଇଥାନ୍ତା । କିନ୍ତୁ କେବଳ ବ୍ୟବସ୍ଥା ସୁଧୁରିଲେ ସବୁ ସମାଧାନ ହେବ ନାହିଁ । ପିତା ମାତାଙ୍କୁ ମଧ୍ୟ ସଜାଗ ରହିବା ପାଇଁ ପଡିବ । ପିଲା ପୋଖିରି ପାଖ ରେ ଖେଳୁଥିଲା ବେଳେ ପିତା ମାତା ମଧ୍ୟ ଟିକେ ସଜାଗ ରହିବା ଉଚିତ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *