ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ୍ ହେଉଛି ଚତୁର୍ଥ ଶ୍ରେଣୀ ପିଲାଙ୍କର ଏପରି ଏକ ଭିଡିଓ ଯାହାକୁ ଆପଣମାନେ ନଦେଖିଲେ ବିଶ୍ୱାସ କରି ପାରିବେନି..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ୍ ହେଉଛି ଚତୁର୍ଥ ଶ୍ରେଣୀ ପିଲାଙ୍କର ଏପରି ଏକ ଭିଡିଓ ଯାହାକୁ ଆପଣମାନେ ନଦେଖିଲେ ବିଶ୍ୱାସ କରି ପାରିବେନି।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁ-ଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

 

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଉ ଏବେ ଯେଉଁ ମ-ହା-ମା-ରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସାଇଟ୍ ରେ ବିଜି। 

 

ସୋ -ସି-ଆ-ଲ୍ ସା-ଇ-ଟ୍ ରେ ଅନେକ ସମୟରେ କିଛି କିଛି ଛୋଟ ପିଲାମାନଙ୍କର ମଧ୍ୟ ଭିଡିଓ ଦେଖିବାକୁ ପାଉଥିବା। ଛୋଟ ପିଲାମାନଙ୍କର ଭିଡିଓ ଗୁଡିକୁ ଦେଖିବା ପାଇଁ ବହୁତ ଖୁସି ଲାଗିଥାଏ, ସେଥିରେ ପିଲା ମାନେ କିଛି କିଛି ଏପରି କାମ କରିଥାଆନ୍ତି ଯାହାକି ବହୁତ ବଢିଆ ଲାଗେ ଦେଖିବା ପାଇଁ। ଏବେ କିଛିଦିନ ହେବ ସୋ-ସି-ଆ-ଲ୍ ମି-ଡି-ଆରେ ଆମ ରାଜ୍ୟର ଏକ ଚତୁର୍ଥ ଶ୍ରେଣୀର ପିଲାର ଭିଡିଓ ଭା-ଇ-ରା-ଲ୍ ହେଉଛି, ତାଙ୍କ ନାମ ସଞ୍ଜୟ ମଲ୍ଲିକ। 

 

ଏହି ଭିଡିଓରେ ସେ ନିଜର ସ୍କୁଲ ଡ୍ରେସରେ ଅଛନ୍ତି, ଏବଂ ନିଜର ପାଟି, ହାତରେ ଡ୍ରମ୍ ଭଳି ଶବ୍ଦ ସୃଷ୍ଟି କରୁଛନ୍ତି। ହଠାତ୍ ଯିଏ ବି ଶୁଣିବ ସେ ବିଶ୍ୱାସ କରି ପାରିବନି କି ଏହି ଶବ୍ଦ ଏପରି ଭାବେ ସେ ପିଲା ଜଣକ ସୃଷ୍ଟି କରୁଛନ୍ତି ବୋଲି, ଯିଏ କେହି ବି ଏହାକୁ ନିଜ ଆଖିରେ ଦେଖିଲେ ହିଁ ବିଶ୍ୱାସ କରିବେ। ତେବେ ସେ ଏହି ଶବ୍ଦ କୁ ସୃଷ୍ଟି କରିବା ସମୟରେ ହସୁଛନ୍ତି, ଏବଂ ବହୁତ ହିଁ ସହଜ ଭାବରେ ହିଁ ଶବ୍ଦକୁ ସୃଷ୍ଟି କରୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *