ବନ୍ଧୁଗଣ ପ୍ରତ୍ୟେକ ଲୋକ ମାନେ ମାତା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଚାହିଁ ଥାନ୍ତି । ସେଥିପାଇଁ ମଧ୍ୟ ପ୍ରତ୍ୟେକ ଲୋକ ଅଲଗା ଅଲଗା ଉପାୟ ମଧ୍ୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯଦି ଆପଣ ସେହି ଉପାୟ କୁ ପାଳନ କରିବେ ତାହେଲେ ମାତା ଲକ୍ଷ୍ମୀ ଙ୍କୁ ପ୍ର-ସ-ନ୍ନ କରି ପାରିବେ । ସେହି ଜିନିଷ ଟି କୁ ଯଦି ଆପଣ ଧନତେରସ ଦିନ ଘରକୁ ତାହେଲେ ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ନି-ଶ୍ଚ-ୟ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଖାସ୍ ଜିନିଷ ଗୁଡ଼ିକ କଣ ।
କିଛି ଧନିଆ ଗଛ ଆଣି ଲକ୍ଷ୍ମୀ ଏବଂ ଧନତେରସ ଙ୍କ ଚରଣ ରେ ରଖି ଦେବା ଆବଶ୍ୟକ ଏବଂ ଏହା ପରେ ଆପଣ ଭଗବାନ ଙ୍କୁ ପ୍ରା-ଥ-ନା କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀ ଏବଂ କୁବେର ଙ୍କ ଆଶୀର୍ବାଦ ନି-ଶ୍ଚ-ୟ ମିଳିବ । ଏହା ପରେ ରଖୁଥିବା ସେହି ଧନିଆ ଗଛ କୁ ପ୍ରସାଦ ରୂପରେ ବା-ଣ୍ଟି ଦିଅନ୍ତୁ ।
ଦ୍ଵିତୀୟ ଉପାୟ ଟି ହେଉଛି ଧନତେରସ ଦିନ ଦୀପ କୁ ଘର ର ବାହାରେ ଦକ୍ଷିଣ ଦିଗ ରେ ଜଳାଇବେ ଏବଂ ଏହାକୁ ପଛ କୁ ବୁଲି କରି ଅନାଇବା ଉଚିତ୍ ନୁହେଁ । ଏହା ଆପଣଙ୍କୁ ଏବଂ ଆପଣଙ୍କ ଘରର ସଦସ୍ୟ ମାନଙ୍କୁ ଅକାଳ ମୃ-ତ୍ୟୁ ରୁ ର-କ୍ଷା କରିଥାଏ ଏବଂ ଏହା ସହିତ ସ୍ବା-ସ୍ଥ୍ୟ ଅ-ବ-ସ୍ଥା ଭଲ ରଖିଥାଏ । ମୁଖ୍ୟ କଥା ଟି ଏହା ଯେ ଆପଣ ଦୀପ ଆଣିବା ସମୟ ରେ ଦୀପ ବିକୁଥିବା ଲୋକ ଟି କୁ ୧୧ ଟଙ୍କା ଦେଇ ଦିଅନ୍ତୁ ଏବଂ ଏହା ପରେ ସେହି ଦୀପ କୁ ଧନତେରସ ଦିନ ବ୍ୟବହାର କରନ୍ତୁ ।
ତୃତୀୟ କଥା ରି ଧନ ତେରସ ଦିନ ସିନ୍ଦୂର କିଣିବା ବହୁତ୍ ଶୁଭ ହୋଇଥାଏ। ଏହା କୁ ଆଣି ଆପଣ ନିଜର ପୂଜା ଘରେ ରଖି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀ ଙ୍କ ଚରଣ ରେ ଅ-ଳ୍ପ ସିନ୍ଦୂର ଲଗାଇ ଦିଅନ୍ତୁ କାହିଁକି ନା ସିନ୍ଦୂର ମାତା ଲକ୍ଷ୍ମୀ ଙ୍କ ର ବହୁତ୍ ପ୍ରିୟ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ର-ସ-ନ୍ନ ହୋଇ ଧନ ର ବର୍ଷା କରିଥାନ୍ତି । ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ଏଥରୁ ଅ-ଳ୍ପ ସିନ୍ଦୂର ଲଗାଇ ଯାଆନ୍ତୁ ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ରେ ନି-ଶ୍ଚି-ନ୍ତ ସଫଳତା ମିଳିବ ।
ଧନତେରସ ଦିନ ମାତା ଲକ୍ଷ୍ମୀ ଙ୍କ ପାଦ ଚି-ହ୍ନ କୁ କିଣି ଆଣନ୍ତୁ ଏବଂ ଦୀପାବଳୀ ଦିନ ଏହାକୁ ଘରର ମୁଖ୍ୟ ଦ୍ଵାରା ରେ ଲଗାଇ ଦିଅନ୍ତୁ । ଏହା ଧ୍ୟାନ ରଖି ଯେ ଯିବା ଆସିବା କରିବା ସମୟ ରେ ଯେମିତି କାହାର ପାଦ ଚି-ହ୍ନ ତାହା ଉପରେ ନ ପଡେ । ଏପରି କଲେ ଏହା ଆପଣଙ୍କୁ ବହୁତ୍ ଶୁଭ ଫଳ ଦେବ।
କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଧନ ତେରସ ଦିନ କିଣି କରି ଘରକୁ ଆଣିବା ଉଚିତ୍ ହୋଇ ନଥାଏ । ଏହି ଜିନିଷ ଗୁଡ଼ିକୁ ଆଣିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋ-ଧି-ତ ହୋଇଥାନ୍ତି ଏବଂ ଆପଣଙ୍କୁ ଘର କୁ ଦା-ରି-ଦ୍ର୍ୟ-ତା ମାଡି ଆସିବ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଯାହାକୁ କୁ ଧନତେରସ ଦିନ କିଣିବା ଉଚିତ୍ ନୁହେଁ । ହିନ୍ଦୁ ଧର୍ମ ଅନୁସାରେ କଳା ରଙ୍ଗ କୁ ଶୁଭ ବୋଲି ଗ୍ରହଣ କରାଯାଏ ନାହିଁ । ଏହି ଧନତେରସ ଦିନ ଆପଣ ଭୁଲ ରେ ମଧ୍ୟ କୌଣସି କଳା ରଙ୍ଗ ର ଜିନିଷ କୁ ଘରକୁ କିଣି ଆଣନ୍ତୁ ନାହିଁ ଆଉ ଯଦି ଆପଣ କୌଣସି କଳା ରଙ୍ଗର ଜିନିଷ କିମ୍ବା ବସ୍ତ୍ର କିଣି କରି ଘରକୁ ଆଣୁଛନ୍ତି ତାହେଲେ ଆପଣ ନିଜେ ହିଁ ଦାରିଦ୍ର୍ୟତା କୁ ଘରକୁ ଆ-ମ-ନ୍ତ୍ର-ଣ କରୁଛନ୍ତି । ଯେଉଁ ମାନେ ଧନତେରସ ଦିନ କଳା ରଙ୍ଗ ର ଜିନିଷ କିଣନ୍ତି ସେହି ମାନଙ୍କ ଠାରୁ ମାତା ଲକ୍ଷ୍ମୀ ସବୁବେଳେ ଦୂରେଇ ରୁହନ୍ତି । ଏହା ସହିତ ମଧ୍ୟ କଇଁଚି , ଛୁରି ଏ ସବୁ ଜିନିଷ କୁ ମଧ୍ୟ ଧନତେରସ ଦିନ କିଣିବା ଉଚିତ୍ ନୁହେଁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।