ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏହି ଓଡ଼ିଆ ଝିଅ ସହ ଘଟିଲା କିଛି ଏମିତି ନିଜ Video ନିଜେ କଲା Viral ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ସାମ୍ପ୍ରତିକ ସମାଜରେ ବିଭିନ୍ନ ସ-ମ-ସ୍ୟା ମାନ ମନୁଷ୍ୟକୁ ସମ୍ମୁଖୀନ ହେବାକୁ ପଡ଼ିଥାଏ । ସଂସାରରେ ମନୁଷ୍ୟ ଦିନକୁ ଦିନ କ-ଳୁ-ଷି-ତ ହେବାରେ ଲାଗିଲାଣି । ଯଦ୍ୱାରା ମଣିଷର ବହୁ କ୍ଷ-ତି ମଧ୍ୟ ହୋଇଥାଏ । ଯୁଗ ଯେତିକି ପରିମାଣ ରେ ଡିଜିଟାଲ ହେଉଛି ମଣିଷ ସେତିକି ପରିମାଣରେ ଠ-କେ-ଇ ର ଶିକାର ହେଉଛି । ମଣିଷର ବୁଦ୍ଧି ବିବେକ ଥାଇ ମଧ୍ୟ ଠ-କା-ମି ର ଶିକାର ହୋଇଥାଏ । ତେବେ ଆଜିର ସ୍ମାର୍ଟ ଯୁଗରେ ମଣିଷ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ସେହି ଡିଜିଟାଲ ସେବା ଯୋଗୁ ମାତ୍ର କିଛି କ୍ଷଣ ରେ ସବୁ ଅର୍ଥ ଅ-ନ-ର୍ଥ ହେଇଯାଉଛି ।
ଏସବୁ ପଛରେ କେବଳ ମଣିଷ ହିଁ ଦାୟୀ । ପ୍ରତ୍ୟେକ ଦିନ ଅନେକ ସାଇବର ଠ-କେ-ଇ ର ଶିକାର ହେଉଛନ୍ତି ଲୋକ । କିଛି ଲୋକ ଠ-କା-ମୀ କରି ଲୋନ ର ପ୍ର-ଳ-ଭ-ନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହ-ଡ଼-ପ କରି ନେଉଛନ୍ତି । ସେହିଭଳି ଏକ ଖବର ଆସି ପହଞ୍ଚିଛି ଆମ ନିକଟ ରେ । ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଥିବା ଏକ ଭିଡ଼ିଓ ରେ କିଛି ଏଭଳି କିଛି ଘଟିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ଯୁବତୀ ଙ୍କ ଫୋନ୍ କୁ ଜଣେ ସାଇବର ଠ-କେ-ଇ ଲୋକ ଏକ ନମ୍ୱର୍ ରୁ ୫ ଲକ୍ଷ ଟଙ୍କାର ଲୋନ ମିଳିଛି ବୋଲି ମେସେଜ କରିଥିଲେ ।
ଯୁବତୀ ଜଣଙ୍କ ଦିଆ ଯାଇଥିବା ନମ୍ୱର୍ ରେ କଲ୍ କରି ଥିଲେ । କଲ୍ କରିବାରୁ ଜଣେ ବ୍ୟକ୍ତି କଲ୍ ରିଶିଭ୍ ମଧ୍ୟ କରି ଥିଲେ । ମହିଳା ଜଣଙ୍କ ମେସେଜ ବାବଦ ରେ ପଚାରିବାରୁ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତାଙ୍କୁ ୫ ଲକ୍ଷ ଟଙ୍କା ଫ୍ରି ରେ ଲୋନ ମିଳିଛି । ଯୁବତୀ ଜଣଙ୍କ ଜାଣି ପାରିଥିଲେ ଯେ ଏହା ଫ୍ର-ଡ ର ଅଟେ । ତେଣୁ ସେ ବ୍ୟକ୍ତି ଙ୍କ ସହ କଥା ହେବା ସମୟ ରେ ଭିଡ଼ିଓ ରେକଡ୍ ମଧ୍ୟ କରୁଥିଲେ । ବ୍ୟକ୍ତି ଙ୍କୁ ଲୋନ ନେବାକୁ ଚାହୁଛନ୍ତି ବୋଲି କହିଥିଲେ । ଲୋନ କୁ ନେବା ପାଇଁ କଣ କଣ ଆବଶ୍ୟକତା ରହିଛି ପଚାରି ଥିଲେ । ବ୍ୟକ୍ତି ଜଣଙ୍କ କହିଥିଲେ ନିଜ ବ୍ୟାଙ୍କ୍ ର ଆକାଉଣ୍ଟ୍ ନମ୍ୱର୍ , ଆଧାର କାର୍ଡ ଓ ଫୋଟୋ ଦେଲେ ଏଠାରେ ରେଜିଷ୍ଟ୍ରେସନ୍ କରି ହେବେ । ଏହା ସହିତ ୨ ହଜାର ଟଙ୍କା ଦେବାକୁ ହେବ ।
ଯୁବତୀ ଜଣଙ୍କ କହିଥିଲେ ଯେ ତାଙ୍କ ପାଖରେ ବର୍ତ୍ତମାନ ପଇସା ନାହି । ବ୍ୟକ୍ତି ଜଣଙ୍କ କହିଥିଲେ କେଉଁଠାରୁ ପଇସା ସଂଗ୍ରହ କରି ଦେବାକୁ ହେବ ନଚେତ୍ ଲୋନ ଦେଇ ହେବ ନାହିଁ । ଯୁବତୀ ଯେତେବଳେ ଯୁକ୍ତି ଆରମ୍ଭ କରିଥିଲେ ଓ ଆରକ୍ଷୀ ଅଧିକାରୀ ଙ୍କୁ ଦେବେ ବୋଲି ଧ-ମ-କା-ଇ ଥିଲେ ସେତେବେଲେ ବ୍ୟକ୍ତି ଜଣଙ୍କ ଯୁବତୀ ଙ୍କୁ କହିଥିଲେ ଯେ ମୁଁ ଅନେକ ନମ୍ୱର୍ ରୁ କଲ୍ କରାଇବି । ଅନେକ କୁ ଭାଷା ମଧ୍ୟ କହିଥିଲେ । ଯୁବତୀ ଜଣଙ୍କ ଯେତେବେଳ ଭିଡ଼ିଓ ରେକଡ୍ କରୁଛନ୍ତି ବୋଲି କହିଥିଲେ ଡର ରେ ବ୍ୟକ୍ତି ଫୋନ୍ କାଟି ଦେଇଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।