2022 IPL ପାଇଁ Mumbai Indians ରିଟେନ କରିବ ଏହି 4 ପ୍ଲେୟାର । ଷ୍ଟାର ପ୍ଲେୟାର ଙ୍କୁ ଅଣଦେଖା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହାର୍ଦିକ ପାଣ୍ଡିଆ କୁ ନେଇ ଆସିଲା ନୁଆ ଖବର। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯେତେବେଳେ କ୍ରିକେଟ ର କଥା ଆସେ ସେତେବେଳେ  ଇଣ୍ଡିଆ ସବୁବେଳେ ଆଗରେ ଥାଏ । କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି।

                 

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସିଜିନ ଆରମ୍ଭ ହେବ କୁ ଯାଉଛି।  ମେଗା ନିଲାମ ଆସନ୍ତା ବର୍ଷ ଆରମ୍ଭରେ କିମ୍ବା ଚଳିତ ବର୍ଷ ଶେଷ ଆଡକୁ ହୋଇପାରେ ବୋଲି ଆଶା କର ଯାଉଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳି ମାନଙ୍କ ର ରିଟେନସନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇ ସାରିଛି । ରିପୋର୍ଟ୍ସ ଅନୁଯାୟୀ, ଆଠ ଫ୍ରାଞ୍ଚାଇଜି ସର୍ବାଧିକ ୪ ଖେଳାଳି ଙ୍କୁ ରିଟେନ୍ କରି ପାରିବେ। ହେଲେ ଏହା ନେଇ ଘୋଷଣା ବାକି ରହିଛି।  ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ନିଷ୍ପତ୍ତି ନେଇସାରିଛି । 

 

ଲିଗ୍‌ ର ସବୁଠୁ ସଫଳ ଦଳ ମୁମ୍ବାଇ ସ୍ପଷ୍ଟ କରିଛି ଯେ, ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ରିଟେନ୍ କରିବପାରିବ ନାହିଁ। ବର୍ତ୍ତମାନ ଫର୍ମକୁ ଦେଖି ତାଙ୍କୁ ମୁମ୍ବାଇ ରିଟେନ୍ କରିବାର ଆଶା ନାହିଁ ବୋଲି ଆଇପିଏଲର ଜନୈକ ଅଧିକାରୀ କହିଛନ୍ତି। କାରଣ ହାର୍ଦ୍ଦିକ ଆଗ ପରି ଆଉ  ବି-ସ୍ଫୋ-ର-କ ବ୍ୟାଟିଂ କରୁ ପାରୁ ନାହାନ୍ତି। ସେ ଆଇପିଏଲ  ହେଉ କି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିଜ ଫିଟନେସ୍ କାରଣରୁ ସେ ଶତପ୍ରତିଶତ ଦଳ ପାଇଁ ଦେଇ ପାରୁ ନାହାନ୍ତି।

      

ହାର୍ଦ୍ଦିକ ଗତ କିଛି ବର୍ଷ ଆ-ଘା-ତ ଜନିତ ସ-ମ-ସ୍ୟା ଏବଂ ନିଜର ଫିଟନେସ୍‌କୁ ନେଇ ସଂ-ଘ-ର୍ଷ କରୁଛନ୍ତି। ଏହାର ପ୍ରଭାବ ତାଙ୍କ ଖେଳ ଉପରେ ପଡୁଛି। ସେ ୨୦୨୧ ସିଜିନରେ ୧୪ଟି ମ୍ୟାଚ୍‌ରେ ୧୪ ହାରରେ ମାତ୍ର ୧୨୭ ରନ କରିଛନ୍ତି। କେବଳ ଏତିକି ନୁହେଁ ଗତ ଦୁଇଟି ସିଜିନରେ ସେ ଦଳ ପାଇଁ ବୋଲିଂ ମଧ୍ୟ କରୁ ନାହାନ୍ତି।ଅଧିକାରୀ କହିଛନ୍ତି, ରିଟେନସନ ନିୟମ ଦେଖିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା, ଯଶପ୍ରୀତ ବୁମରା ଓ କିରଣ ପୋଲାର୍ଡଙ୍କୁ ଦଳରେ ରଖିପାରେ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ରଖିପାରେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *